Home Bibles ପ୍ରଥମ ବଂଶାବଳୀ 1:13 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 1:13 · ଓଡ଼ିଆ ବାଇବେଲ

କିଣାନ ସୀଦୋନର ପିତା ଥିଲା। ସୀଦୋନ ତାହାର ପ୍ରଥମ ସନ୍ତାନ ଥିଲା। କିଣାନ ହିତ୍ତୀଯମାନଙ୍କର

Cross references

ଆଦି ପୁସ୍ତକ 9:22

କିଣାନର ପିତା ହାମ ଆପଣା ପିତାଙ୍କର ଉଲଗ୍ନତା ଦେଖି ବାହା ରେ ଆପଣା ଦୁଇଭାଇଙ୍କୁ ସମାଚ଼ାର ଦେଲେ।

ଆଦି ପୁସ୍ତକ 9:25

ତେଣୁ ନୋହ କହିଲେ, କିଣାନ ଶାପଗ୍ରସ୍ଥ ହେଉ! ସେ ଆପଣା ଭାତୃଗଣର ଦାସାନୁଦାସ ହବେ।

ଆଦି ପୁସ୍ତକ 10:15

ସୀଜୋନର ପିତା ଥିଲେ କିଣାନ, ସିଦୋନ ଥିଲା କିଣାନର ପ୍ରଥମ ପୁତ୍ର। କିଣାନ ମଧ୍ଯ ହେତ୍ର ପିତାଥିଲେ। ହେତ୍ ହେଲେ ହିଟାତୀଯମାନଙ୍କର ପିତା।

ଆଦି ପୁସ୍ତକ 23:3

ଏହାପରେ ଅବ୍ରହାମ ସହେି ମୃତ ଦହକେୁ ଛାଡ଼ି ହତରେମାନଙ୍କୁ କହିଲେ। ସେ ସମାନଙ୍କେୁ କହିଲେ,

ଆଦି ପୁସ୍ତକ 23:5

ହତରେ ଲୋକମାନେ ଅବ୍ରହାମକୁ ଉତ୍ତର ଦେଲେ,

ଆଦି ପୁସ୍ତକ 23:20

ଏହି ପ୍ରକା ରେ ଅବ୍ରହାମ ହତରେମାନଙ୍କଠାରୁ କ୍ଷତେ ଏବଂ ସେଥି ରେ ଥିବା ଗୁମ୍ଫା କିଣିଲେ। ସେ ଏହାକୁ କବର ସ୍ଥାନ ରୂପେ ବ୍ଯବହାର କଲେ।

ଆଦି ପୁସ୍ତକ 27:46

ଏହାପରେ ରିବିକା ଇସ୍ହାକକୁ କହିଲେ, ତୁମ୍ଭର ପୁତ୍ର ଏଷୌ ହିତ୍ତୀଯ କନ୍ଯାକୁ ବିବାହ କଲା, ଏହା ମାରେ ପ୍ରାଣକୁ କଷ୍ଟ ଦେଉଅଛି। କାହିଁକି? କାରଣ ସମାନେେ ଆମ୍ଭର ଲୋକ ନୁହଁନ୍ତି। ଯଦି ଯାକୁବ ଏହି ଦେଶର କନ୍ଯାକୁ ବିବାହ କରେ ତବେେ ମୁଁ ମରିୟିବି।

ଆଦି ପୁସ୍ତକ 49:30

ଏଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶ ରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପଲୋର କ୍ଷେ ତ୍ର ହତେୀଯ ଇଫ୍ରୋଣଠାରୁ କିଣିଥିଲେ। ସହେି ହତେୀଯ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହା ରେ ମାରେ ପୂର୍ବପୁରୁଷମାନଙ୍କ ନିକଟରେ ମାେତେ କବର ଦବେ।

ଯାତ୍ରା ପୁସ୍ତକ 23:28

ମୁଁ ତୁମ୍ଭ ଆଗେ, ଆଗେ ବିରୁଡିମାନଙ୍କୁ ପାଠାଇବି। ସମାନେେ ହିଦ୍ଦୀଯ, କିଣାନୀଯ, ହିତ୍ତୀଯମାନଙ୍କୁ ତୁମ୍ଭ ଦେଶରୁ ଘଉଡାଇ ଦବେେ।

ଯିହୋଶୂୟ 9:1

ୟର୍ଦ୍ଦନ ପଶ୍ଚିମ ପାରିସ୍ଥ ସମକ୍ସ୍ଟଦାଯ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ଯ ସାଗରର ଉପକୂଳ ବର୍ତ୍ତୀ ଲବୋନନର ଦୂର ଅଞ୍ଚଳ ରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀଯ, ଇ ମାରେୀଯ, କିଣାନୀଯ, ପରିଷୀଯ, ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ରାଜଗଣ ବିଷଯ ରେ ଏହି କଥା ଶୁଣିଲେ।

ଦିତୀୟ ଶାମୁୟେଲ 11:6

ତା'ପରେ ଦାଉଦ ଯୋୟାବ ନିକଟକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ, ଊରିଯ ଓ ହିତ୍ତିଯକକ୍ସ୍ଟ ମାେ ପାଖକକ୍ସ୍ଟ ପଠାଅ।

Interlinear

Choose Theme