ଏଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶ ରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପଲୋର କ୍ଷେ ତ୍ର ହତେୀଯ ଇଫ୍ରୋଣଠାରୁ କିଣିଥିଲେ। ସହେି ହତେୀଯ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହା ରେ ମାରେ ପୂର୍ବପୁରୁଷମାନଙ୍କ ନିକଟରେ ମାେତେ କବର ଦବେ।
Cross references
ଅବ୍ରହାମ ସମାନଙ୍କେୁ କହିଲେ, ଯଦି ତୁମ୍ଭମାନେେ ମାରେ ସ୍ତ୍ରୀ କବର ଦବୋପାଇଁ ସାହାୟ୍ଯ କରିବାକୁ ଚାହୁଁଥାଅ। ତବେେ ତୁମ୍ଭମାନେେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବଦନେ କର।
ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ଯ ବିଷଯ ରେ କଥା କହୁଛନ୍ତି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ଯ ଦେଲେ। ଯାହା ହତେୀଯମାନଙ୍କର ଥିଲା। ଅବ୍ରହାମ ଅଢ଼ଇେ ପାଉଣ୍ଡ ରୂପା ଏବଂ ସମସ୍ତଙ୍କ ସମ୍ମୁଖ ରେ ଇଫ୍ରୋଣକୁ ଦେଲେ।
ଏଣୁ ଇଫ୍ରୋଣ ସହେି ଭୂମିର ମାଲିକାନା ବଦଳାଇଲେ। କାମ୍ରି ପାଖ ରେ ଯେଉଁ ଜମି ମକ୍ପଲୋ ରେ ଥିଲା ଗୁହା ପାଶର୍ବ ଏବଂ ଚତୁଃପାଶର୍ବ ରେ ଥିବା ବୃକ୍ଷଗୁଡ଼ିକ ଅବ୍ରହାମଙ୍କୁ ବିକାଗଲା।
ଏହି ପ୍ରକା ରେ ଅବ୍ରହାମ ହତରେମାନଙ୍କଠାରୁ କ୍ଷତେ ଏବଂ ସେଥି ରେ ଥିବା ଗୁମ୍ଫା କିଣିଲେ। ସେ ଏହାକୁ କବର ସ୍ଥାନ ରୂପେ ବ୍ଯବହାର କଲେ।