Home Bibles ପ୍ରଥମ ବଂଶାବଳୀ 1:12 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 1:12 · ଓଡ଼ିଆ ବାଇବେଲ

ପଥ୍ରୋଷୀଯ, କସଲୁହୀଯ ଓ (ପଲେଷ୍ଟୀୟମାନେ ସମାନଙ୍କେ ପାଖରୁ ଆସିଲେ) କପ୍ତୋରୀଯ।

Cross references

ଦିତୀୟ ବିବରଣ 2:23

ପରମେଶ୍ବର ଠିକ୍ ସହେିପରି ମଧ୍ଯ କରିଥିଲେ। କପତାରେୀୟମାନଙ୍କ ପ୍ରତି ଅଦ୍ଦୀଯ ଲୋକମାନେ ଘାସା ନିକଟବର୍ତ୍ତୀ ସହର ରେ ବାସ କରୁଥିଲେ। କିନ୍ତୁ କପତାରେୀୟ ଲୋକେ ଅଦ୍ଦୀଯମାନଙ୍କୁ ଧ୍ବଂସ କଲେ। ସହେି କପତାରେୀୟ ଲୋକମାନେ ସମାନଙ୍କେଠାରକ୍ସ୍ଟ ଅଧିକାର ଛିନ୍ନ କରି ସଠାେରେ ଏବେ ପର୍ୟ୍ଯନ୍ତ ବାସ କରୁଛନ୍ତି।

ଯିରିମିୟ 47:4

ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ବଂସର ସମୟ, ସୋର ଓ ସୀଦୋନର ସହକାରୀ ପ୍ରେତ୍ୟକକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛନ୍ନ କରିବାର ସମୟ ଆସୁଅଛି। ଯେ ହତେୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର ଓ କପ୍ତୋର ଦ୍ବୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ବ ହରଣ କରିବେ।

ଆମୋଷ 9:7

ସଦାପ୍ରଭୁ ଏହା କୁହନ୍ତି, ହେ ଇଶ୍ରାୟେଲ ସନ୍ତାନମାନେ, ତୁମ୍ଭମାନେେ ଆମ୍ଭ ନିକଟରେ କୂଶୀଯ ସନ୍ତାନମାନଙ୍କ ତୁଲ୍ଯ। ଆମ୍ଭେ ମିଶରରୁ ଇଶ୍ରାୟେଲକୁ, କପ୍ତୋରରୁ ପଲେଷ୍ଟୀୟକୁ ଓ ବୀରଦେଶରୁ ଅରାମୀଯମାନଙ୍କୁ ଆଣିଅଛୁ।

Interlinear

Choose Theme