Home Bibles ଆଦି ପୁସ୍ତକ 27:46 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 27:46 · ଓଡ଼ିଆ ବାଇବେଲ

ଏହାପରେ ରିବିକା ଇସ୍ହାକକୁ କହିଲେ, ତୁମ୍ଭର ପୁତ୍ର ଏଷୌ ହିତ୍ତୀଯ କନ୍ଯାକୁ ବିବାହ କଲା, ଏହା ମାରେ ପ୍ରାଣକୁ କଷ୍ଟ ଦେଉଅଛି। କାହିଁକି? କାରଣ ସମାନେେ ଆମ୍ଭର ଲୋକ ନୁହଁନ୍ତି। ଯଦି ଯାକୁବ ଏହି ଦେଶର କନ୍ଯାକୁ ବିବାହ କରେ ତବେେ ମୁଁ ମରିୟିବି।

Cross references

ଆଦି ପୁସ୍ତକ 24:3

ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବରଙ୍କର ନାମ ରେ ପ୍ରତିଜ୍ଞା, ୟିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭମାନେେ ମାରେ ପୁତ୍ରର ବିବାହ କିଣାନୀଯମାନଙ୍କର କନ୍ଯାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।

ଆଦି ପୁସ୍ତକ 26:34

ଏହାପରେ ଏଷୌ ଚାଳିଷ ବର୍ଷ ବଯସ ରେ ହିତ୍ତୀଯ ବରେିର ୟିହୁଦୀତ୍ ନାମ୍ନୀ କନ୍ଯାକୁ ଓ ହିତ୍ତୀଯ ଏଲୋନର ବାସମତ୍ ନାମ୍ନୀ କନ୍ଯାକୁ ବିବାହ କଲେ।

ଆଦି ପୁସ୍ତକ 26:35

ଏହି ବିବାହ ଇସ୍ହାକ ରିବିକାଙ୍କୁ ବହୁତ ବିବ୍ରତ କଲା।

ଆଦି ପୁସ୍ତକ 28:8

ଏଷୌ ଏକଥା ଜାଣିଲେ ଯେ ତାଙ୍କର ପିତା ଚାହୁଁ ନାହାଁନ୍ତି ତାଙ୍କର ପୁତ୍ର କିଣାନୀଯ କନ୍ଯାକୁ ବିବାହ କରନ୍ତୁ।

ଆଦି ପୁସ୍ତକ 34:1

ଲୟୋ ଓ ଯାକୁବର କନ୍ଯା ଥିଲା ଦୀଣା। ଦିନେ ଦୀଣା ସହେିସ୍ଥାନର ସ୍ତ୍ରୀ ଲୋକମାନଙ୍କରୁ ଭଟେିବାକୁ ଗଲା।

ଗଣନା ପୁସ୍ତକ 11:15

ଆଉ ଯଦି ତୁମ୍ଭେ ମାେ ପ୍ରତି ଏପରି ପଥରେ ବ୍ଯବହାର କରିବାକୁ ଯାଉଅଛ, ତବେେ ବିନଯ କରୁଅଛି, ମୁଁ ଯଦି ତୁମ୍ଭ ଅନୁଗ୍ରହର ପାତ୍ର, ତବେେ ମାେତେ ମାରିଦିଅ ପେଛ, ଏପରି ଦୁର୍ଗତି ଦେଖିବାକୁ ଦିଅ ନାହିଁ।

ପ୍ରଥମ ରାଜାବଳୀ 19:4

ଏଲିଯ ପ୍ରାନ୍ତର ଭିତ ରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳ ରେ ବସି ପଡିଲେ ଓ ନିଜର ମୃତ୍ଯୁ ପାଇଁ ପ୍ରାର୍ଥନା କରି କହିଲେ, ଏହା ୟଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମାରେ ପ୍ରାଣ ନିଅ, କାରଣ ମୁଁ ମାରେ ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।

ଆୟୁବ ପୁସ୍ତକ 3:20

କାହିଁକି ଜଣେ ପୀଡ଼ିତ ବ୍ଯକ୍ତି ବଞ୍ଚିରହିବା ଉଚିତ ? କାହିଁକି ଜଣେ ବ୍ଯକ୍ତିକୁ ଜୀବନ ଦବୋ ଯାହାର ଆତ୍ମା ତିକ୍ତ।

ଆୟୁବ ପୁସ୍ତକ 7:16

ମୁଁ ଏ ଜୀବନକୁ ଘୃଣା କରେ। ମୁଁ ତ୍ଯାଗ କରୁଛି, ମୁଁ ଅଧିକ ଦିନ ବଞ୍ଚିବି ନାହିଁ। ମାେତେ ଛାଡ଼, ମାରେ ବଞ୍ଚିବାର କିଛି ଅର୍ଥ ନାହିଁ।

ଆୟୁବ ପୁସ୍ତକ 14:13

ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ପାତାଳ ରେ ଲୁଚାଇ ରଖନ୍ତ। ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ଲୁଚାଇ ରଖନ୍ତ, ଯେ ପର୍ୟ୍ଯନ୍ତ ତୁମ୍ଭର ରାଗ ଶାନ୍ତ ନ ହାଇେଛି। ତା'ପରେ ତୁମ୍ଭେ ମାେତେ ମନକରେିବା ପାଇଁ ଗୋଟେ ସମୟ ଠିକ୍ କରିବ।

ଯୂନସ 4:3

ତେଣୁ ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି, ହେ ସଦାପ୍ରଭୁ, ମାେତେ ବରଂ ମାରି ଦିଅ। ବଞ୍ଚିବା ଅପେକ୍ଷା ବରଂ ମାରେମରିବା ଭଲ ହବେ।

ଯୂନସ 4:9

କିନ୍ତୁ ପରମେଶ୍ବର ୟୂନସକୁ କହିଲେ, ତୁମ୍ଭେ କ'ଣ ଭାବୁଛ, ଏହି ଗଛ ସକାଶୁ ତୁମ୍ଭେ ରାଗିବା ଠିକ୍ କରିଛ?

Interlinear

Choose Theme