ମୁଁ ତୁମ୍ଭ ଆଗେ, ଆଗେ ବିରୁଡିମାନଙ୍କୁ ପାଠାଇବି। ସମାନେେ ହିଦ୍ଦୀଯ, କିଣାନୀଯ, ହିତ୍ତୀଯମାନଙ୍କୁ ତୁମ୍ଭ ଦେଶରୁ ଘଉଡାଇ ଦବେେ।
Cross references
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ସମାନଙ୍କେ ପାଇଁ ବିରକ୍ସ୍ଟଡି ପଠାଇବେ, ଯେଉଁମାନେ ତୁମ୍ଭମାନଙ୍କ ହସ୍ତରକ୍ସ୍ଟ ରକ୍ଷା ପାଇବେ। ସେ ସହେି ଲୋକମାନଙ୍କୁ ଧ୍ବଂସ କରିବେ।
ପରମେଶ୍ବର ଅନନ୍ତକାଳସ୍ଥାଯୀ, ସେ ହେଉଛନ୍ତି ତୁମ୍ଭର ନିରାପଦରସ୍ଥାନ। ପରମେଶ୍ବରଙ୍କର ଶକ୍ତି ଅନନ୍ତକାଳ। ସେ ତକ୍ସ୍ଟମ୍ଭପାଇଁ ସକ୍ସ୍ଟରକ୍ଷା ଦେଉଛନ୍ତି। ପରମେଶ୍ବର ତକ୍ସ୍ଟମ୍ଭ ଦେଶରକ୍ସ୍ଟ ତକ୍ସ୍ଟମ୍ଭ ଶତୃମାନଙ୍କୁ ବିତାଡିତ କରିବେ। ସେ କହିବେ, 'ଶତୃମାନଙ୍କୁ ବିନାଶ କର।'
ଏହାପରେ ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ ଯିରୀହାକେକ୍ସ୍ଟ ଗଲ। ଯିରୀହାେ ନଗରର ଲୋକମାନେ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଏବଂ ତୁମ୍ଭମାନେେ ମଧ୍ଯ ଇ ମାରେୀଯ, ପରିଷୀଯ, କିଣାନୀଯ, ହିତ୍ତୀଯ, ଗିର୍ଗାଶୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ଆମ୍ଭେ ସମାନଙ୍କେୁ ତୁମ୍ଭମାନଙ୍କ ହାତ ରେ ସମର୍ପଣ କଲକ୍ସ୍ଟ।
ଯେତବେେଳେ ତୁମ୍ଭର ସୈନ୍ଯମାନେ ଆଗଇେ ଚାଲିଲେ, ମୁ ସମାନଙ୍କେ ଆଗେ ଆଗେ ବିରକ୍ସ୍ଟଡି ମାନଙ୍କୁ ପଠାଇଲି। ସହେି ବିରକ୍ସ୍ଟଡିମାନେ ସମାନଙ୍କେୁ ସଠାେରକ୍ସ୍ଟ ତଡି ଦେଲେ ଓ ସହେି ଦକ୍ସ୍ଟଇଜଣ ଇମାରେୀୟ ରାଜାଙ୍କକ୍ସ୍ଟ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ତଡି ଦେଲେ। ଯେପରିକି ତୁମ୍ଭର ଖଣ୍ତା କିମ୍ବା ଧନକ୍ସ୍ଟର ବ୍ଯବହାର ନ କରି ତୁମ୍ଭମାନେେ ଜିତିଗଲ ଓ ସମାନଙ୍କେର ଦେଶକକ୍ସ୍ଟ ଅଧିକାର କଲ।