ଲେବୀୟ ପୁସ୍ତକ
Chapter 12
ଓଡ଼ିଆ ବାଇବେଲ1ସଦାପ୍ରଭୁ ମାଶାଙ୍କେୁ କହିଲେ,
2ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, 'ଯଦି କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତବେେ ସେ ସ୍ତ୍ରୀ ଧର୍ମର ଅ େଶୗଚ ସମୟ ପରି ସାତଦିନ ୟାଏ ଅଶୁଚି ରହିବ।
3ଅଷ୍ଟମ ଦିନ ରେ ବାଳକ ନିଶ୍ଯ ସୁନ୍ନତ ହବେ।
4ପୁଣି ସେ ସ୍ତ୍ରୀ ତତେିଶ ଦିନ ପର୍ୟ୍ଯନ୍ତ ନିଜର େଶୗଚ ନିମନ୍ତେ ରକ୍ତ ସ୍ରାବ ଅବସ୍ଥା ରେ ରହିବ। ଯେପର୍ୟ୍ଯନ୍ତ େଶୗଚର ଦିନ ପୂର୍ଣ୍ଣ ନ ହୁଏ, ସପେର୍ୟ୍ଯନ୍ତ ସେ କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ କିମ୍ବା କୌଣସି ପବିତ୍ର ସ୍ଥାନ ରେ ପ୍ରବେଶ କରିବ ନାହିଁ।
5ମାତ୍ର ଯବେେ ଜଣେ ସ୍ତ୍ରୀ କନ୍ଯା ପ୍ରସବ କରେ, ସହେିଭଳି ସ୍ତ୍ରୀ ଧର୍ମର ଅ େଶୗଚ ସମୟରେ ରହେ, ସେ ଦୁଇ ସପ୍ତାହ ପାଇଁ ଅଶୁଚି ରହିବ। ତା'ପରେ ତା'ର ଦହରେ ରକ୍ତସ୍ରାବରୁ ଶୁଦ୍ଧ ହବୋପାଇଁ ତାକୁ ଆଉ ଛଅଷଠି ଦିନ ଅପେକ୍ଷା କରିବା ଉଚିତ୍।
6ତା'ପରେ ପୁତ୍ର ବା କନ୍ଯା ପ୍ରସବର ଅ େଶୗଚ ଦିନ ପୂର୍ଣ୍ଣ ହେଲ ସେ ବଳିଦାନ ନିମନ୍ତେ ଏକବର୍ଷୀଯ ଏକ ମଷେ ଶାବକ ଓ ପାପାର୍ଥକ ବଳି ନିମନ୍ତେ ଏକ କପୋତ ଛୁଆ କିମ୍ବା ପାରା ଛୁଆ ସମାଗମ ତମ୍ବୁର ଦ୍ବାରର ଯାଜକ ନିକଟକୁ ଆମିବ।
7ଯଦି ଜଣେ ସ୍ତ୍ରୀ ମଷେ ଶାବକ ଉତ୍ସର୍ଗ କରିବାକୁ ଅକ୍ଷମ ହୁଏ ତବେେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେଥିମଧ୍ଯରୁ ଗୋଟିଏ ପାପାର୍ଥକ ବଳି ନିମନ୍ତେ ଓ ଅନ୍ୟଟି ହାମବେଳି ନିମନ୍ତେ ଉତ୍ସର୍ଗ କରାୟିବ।
8ଯାଜକ ସଗେୁଡିକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍ ଏବଂ ଏହି ପ୍ରକାର ତା'ର ପ୍ରଯଶ୍ଚିତ ହୁଏ ଏବଂ ତା'ର ଶୁଦ୍ଧି ହୁଏ। ପୁତ୍ର ବା କନ୍ଯା ପ୍ରସବକାରିଣୀ ସ୍ତ୍ରୀ ପ୍ରତି ଶୁଚି ନିମନ୍ତେ ଏହିସବୁ ବ୍ଯବସ୍ଥା ଅଟେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.