ରୂତର ବିବରଣ
Chapter 3
ଓଡ଼ିଆ ବାଇବେଲ1ଏହାପରେ ନୟମୀ ଋତର ଶାଶୂ ତାଙ୍କୁ କହିଲେ, ହେ ମାରେ କନ୍ଯା, ମୁ ତକ୍ସ୍ଟମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହବେ।
2ହାଇପୋ ରେ ବୋୟଜ ହେଉଛନ୍ତି ଉପୟକ୍ସ୍ଟକ୍ତ ପ୍ରସ୍ତାବ। ବୋୟଜ ହେଉଛି ଆମର ଦୂର ସଐର୍କୀଯ। ତୁମ୍ଭେ ତାଙ୍କ ଦାସୀମାନଙ୍କ ସହିତ କାମ କରିଛ। ସେ ଆଜି ଆପଣ ଖଳା ରେ ରାତ୍ରି ସମୟରେ ଜବ ଝାଡକ୍ସ୍ଟଅଛି।
3ତୁମ୍ଭେ ସ୍ନାନ କରି ସକ୍ସ୍ଟନ୍ଦର ପୋଷାକ ପିନ୍ଧି ସହେି ଖଳାକକ୍ସ୍ଟ ୟାଅ। ମାତ୍ର ସହେି ମନକ୍ସ୍ଟଷ୍ଯ ଭୋଜନ ପାନ ନସାରିବା ପର୍ୟ୍ଯନ୍ତ ତାକକ୍ସ୍ଟ ଆପଣାର ପରିଚଯ ଦିଅନାହିଁ।
4ଖାଇ ସାରିବାପରେ ସେ ଯେତବେେଳେ ଶଯନ କରିବାକୁ ଯିବେ, ସହେି ସ୍ଥାନକକ୍ସ୍ଟ ଆଗଇେ ୟାଅ, ତାଙ୍କର ପାଦରକ୍ସ୍ଟ ଆବରଣ କାଢି ସଠାେରେ ପଡିରକ୍ସ୍ଟହ। ତହିଁରେ ତୁମ୍ଭକୁ କ'ଣ କରିବାକୁ ହବେ ତାହା ସେ ଜଣାଇବେ।
5ଏହାପରେ ଋତ ଉତ୍ତର ଦଲୋ, ତୁମ୍ଭେ ଯାହା କହିଲ, ମୁ ତାହା ନିଶ୍ଚିତ କରିବି।
6ଏଣୁ ଋତ ସହେି ଖଳାକକ୍ସ୍ଟ ୟାଇ ନିଜର ଶାଶୂର କଥା ଅନକ୍ସ୍ଟସା ରେ କାର୍ୟ୍ଯମାନ କଲା।
7ପକ୍ସ୍ଟଣି ଖାଇପିଇ ସାରି ବୋୟଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଅମାର ପାଖ ରେ ଶଯନ କରିବାକୁ ଗଲେ। ତହିଁରେ ଋତ ଧୀ ରେ ଧୀ ରେ ୟାଇ ବୋଯାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡି ରହିଲା।
8ମଧ୍ଯରାତ୍ର ସମୟରେ ସହେି ଲୋକ ପଡିଉଠି ଆଶ୍ଚର୍ୟ୍ଯ ହାଇେ ଅନାଇ ଦେଖିଲା ତା'ର ପାଦ ନିକଟରେ ଏକ ସ୍ତ୍ରୀ ଶଯନ କରିଛି।
9ବୋୟଜ ପଗ୍ଭରିଲା, ଆପଣ କିଏ?ା
10ଏହାପରେ ବୋୟଜ କହିଲା, ହେ ୟକ୍ସ୍ଟବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ। ତୁମ୍ଭେ ମାେ ପ୍ରତି ଅନକେ ଦୟା ଦଖାଇେଛ। ତୁମ୍ଭର ମାେ' ପ୍ରତି ଦୟା ପୂର୍ବରକ୍ସ୍ଟ ନୟମୀକକ୍ସ୍ଟ ଦଖାଇେଥିବା ଦୟାଠାରକ୍ସ୍ଟ ଆହକ୍ସ୍ଟରି ଅଧିକ। ତୁମ୍ଭେ ଜଣେ ଗରିବ ବା ଧନୀ ୟକ୍ସ୍ଟବକକକ୍ସ୍ଟ ଠିକ୍ କରି ବିବାହ କରିପାରିଥାନ୍ତ। କିନ୍ତୁ ତୁମ୍ଭେ ଏପରି କଲ ନାହିଁ।
11ହେ ୟକ୍ସ୍ଟବତୀ, ଭୟ କରନାହିଁ। ତୁମ୍ଭେ ଯାହା ଇଚ୍ଛା କରିବ, ମୁ ତାହା ନିଶ୍ଚିତ କରିବି। ସହରର ସମସ୍ତ ଲୋକ ଜାଣନ୍ତି ଯେ ତୁମ୍ଭେ ବହକ୍ସ୍ଟତ ଭଲ।
12ଏହା ସତ୍ଯ ଯେ, ମୁ ତୁମ୍ଭର ନିକଟ ସଐର୍କୀଯ। କିନ୍ତୁ ଏହିପରି ଆଉ ଜଣେ ଲୋକ ଅଛନ୍ତି ୟିଏକି ମାଠାେରକ୍ସ୍ଟ ତୁମ୍ଭର ଆହକ୍ସ୍ଟରି ନିକଟତମ ସଐର୍କୀଯ।
13ଆଜି ରାତି ଏହିଠା ରେ ରକ୍ସ୍ଟହ। ଆସନ୍ତା କାଲି ସକାଳେ ମୁ ଦେଖିବି ଯେ, ସେ ତୁମ୍ଭକୁ ବିବାହ କରିବାକୁ ଇଚ୍ଛା କରୁଛି କି ନା, ଯଦି ସେ ରାଜି ହକ୍ସ୍ଟଅନ୍ତି ତବେେ ଉତ୍ତମ କଥା। ଯବେେ ସେ ବିବାହ କରିବାକୁ ମନା କରନ୍ତି, ସଦାପ୍ରଭୁଙ୍କର ନାମ ରେ ପ୍ରତିଜ୍ଞା କରୁଅଛି, ମୁ ତୁମ୍ଭକୁ ବିବାହ କରିବି ଏବଂ ଏଲିମଲକରେ ଭୂମି ଫରୋଇ ଆଣିବି। ତେଣୁ ସକାଳ ପର୍ୟ୍ଯନ୍ତ ଏହିଠା ରେ ଶଯନ କର।
14ତେଣୁ ଋତ ସକାଳ ପର୍ୟ୍ଯନ୍ତ ବୋୟଜର ପାଦତଳେ ଶଯନ କଲା। ଅନ୍ଧାର ଥାଉଁ ଥାଉଁ ଲୋକମାନେ ଚିହ୍ନିବା ପୂର୍ବରକ୍ସ୍ଟ ଋତ ଉଠି ପଡିଲେ।
15ଏହାପରେ ବୋୟଜ ଋତଙ୍କକ୍ସ୍ଟ କହିଲେ, ତୁମ୍ଭର ଗ୍ଭଦର ମଲୋଇ ଧର।
16ଯେତବେେଳେ ଋତ ଘରକକ୍ସ୍ଟ ଆସିଲା, ତା'ର ଶାଶୂ ତାକକ୍ସ୍ଟ ପଚାରିଲେ, ହେ ମାରେ କନ୍ଯା ସବୁକିଛି କମେିତି ହେଲା?
17ତା'ପରେ ସେ (ସ୍ତ୍ରୀ) କହିଲା, ବୋୟଜ ଏହି ୟବ ଉପହାର ଦଇେଛନ୍ତି। ବୋୟଜ କହିଲେ, ବିନା ଉପହାର ରେ ତୁମ୍ଭେ ତକ୍ସ୍ଟମ୍ଭ ଶାଶୂଙ୍କ ନିକଟକକ୍ସ୍ଟ ୟିବା ଉଚିତ୍ ନକ୍ସ୍ଟ ହେଁ।
18ନୟମୀ କହିଲା, ହେ, କନ୍ଯା ଏହି ବିଷଯ କ'ଣ ହବେ, ଏହା ତୁମ୍ଭେ ଜାଣିବା ପର୍ୟ୍ଯନ୍ତ, ର୍ଧୈୟ୍ଯ ଧର, କାରଣ ସହେି ମନକ୍ସ୍ଟଷ୍ଯ କାର୍ୟ୍ଯ ଶଷେ ନକଲା ପର୍ୟ୍ଯନ୍ତ ବସିପାରିବ ନାହିଁ। ଆମ୍ଭମାନେେ ଜାଣକ୍ସ୍ଟ ଯେ ଦିନ ସରିବା ପୂର୍ବରକ୍ସ୍ଟ କ'ଣ ହବେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.