ଯିହୋଶୂୟ
Chapter 16
ଓଡ଼ିଆ ବାଇବେଲ1ଯୋଷଫେର ପରିବାରବର୍ଗ ଏହି ଦେଶ ପାଇଲେ, ଯାହାକି ୟର୍ଦ୍ଦନ ନଦୀ ନିକଟସ୍ଥ ଯିରୀହାଠାେରକ୍ସ୍ଟ ଆରମ୍ଭ କରି ଯିରୀହାରେ ଜଳ ନିକଟବର୍ତ୍ତୀ ୟାଏ ବ୍ଯାପିଥିଲା। ଏହାର ସୀମା ଯିରୀହାଠାେରକ୍ସ୍ଟ ପର୍ବତମଯ ଦେଶ ବୈଥେଲ୍ ପର୍ୟ୍ଯନ୍ତ ବିସ୍ତୃତ ଥିଲା।
2ଏହାପରେ ଏହାର ସୀମା ବୈଥେଲ୍ଠାରକ୍ସ୍ଟ (ଲିସ୍) ଅର୍କୀଯ ସୀମା ଦଇେ ଅଟାରୋତକକ୍ସ୍ଟ ଗଲା।
3ପଶ୍ଚିମ ରେ ୟଫଲଟେୀଯ ସୀମା ଆଡେ ଓ ନିମ୍ନଗାମୀ ବୈଥୋରୋଣର ସୀମା ଓ ଗଷେର ପର୍ୟ୍ଯନ୍ତ ଗଲା ଓ ତହିଁର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ରେ ଥିଲା।
4ଏହିପରି ଯୋଷଫେର ସନ୍ତାନ ମନଃଶି ଏବଂ ଇଫ୍ରଯିମ ତାଙ୍କର ନିଜ ନିଜ ଅଧିକାର ପାଇଲେ। ଇଫ୍ରଯିମ ଓ ମନଃଶି ଯୋଷଫଙ୍କେର ସନ୍ତାନ ଥିଲେ।
5ଏହି ଭୂମି ଇଫ୍ରଯିମ ଲୋକଙ୍କକ୍ସ୍ଟ ଅଧିକାର ପାଇଁ ଦିଆ ୟାଇଥିଲା। ଏହାର ପୂର୍ବ ସୀମା ଉଚ୍ଚସୀମା ବୈଥୋରୋଣ ପର୍ୟ୍ଯନ୍ତ ଅଟାରୋତ୍-ଅଦ୍ଦର ସମାନଙ୍କେର ଅଧିକାର ସୀମା ହେଲା।
6ସେ ସୀମା ପଶ୍ଚିମ ଦିଗ ରେ ମିକ୍ମଥତ୍ ଉତ୍ତର ରେ ବାହାରି ଗଲା। ସଠାେରକ୍ସ୍ଟ ସେ ସୀମା ପୂର୍ବଦିଗ ବକ୍ସ୍ଟଲି ତାନତ୍ ଶିଲୋ ପର୍ୟ୍ଯନ୍ତ ତହିଁ ନିକଟ ଦଇେ ପୂର୍ବ ଦିଗ ରେ ୟା ନୋହ ୟାଏ ଗଲା।
7ଏହାପରେ ୟା ନୋହଠାରକ୍ସ୍ଟ ଅଟାରୋତ୍ ଓ ନାରତ୍ ଦଇେ ୟାଇ ଯିରୀହାେ ପର୍ୟ୍ଯନ୍ତ ୟାଇ ୟର୍ଦ୍ଦନ ରେ ବାହାରିଲା।
8ତହକ୍ସ୍ଟଁ ଏହାର ସୀମା ପଶ୍ଚିମ ତପୂହଠାରକ୍ସ୍ଟ କାନ୍ନା ନଦୀଦଇେ ଗଲା ଓ ଏହାର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ରେ ଥିଲା। ନିଜ ନିଜ ବଂଶାନକ୍ସ୍ଟସା ରେ ଇଫ୍ରଯିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର।
9ଏହା ଛଡା ମନଃଶି ସନ୍ତାନଗଣର ଅଧିକାର ମଧିଅରେ ଇଫ୍ରଯିମ ସନ୍ତାନଗଣର ପୃଥକସ୍ଥିତ ଗ୍ରାମ ସମତେ ବହକ୍ସ୍ଟତ ନଗର ଥିଲା।
10କିଣାନୀଯମାନଙ୍କୁ ଗଷେରକକ୍ସ୍ଟ ତଡିବା ପାଇଁ। କିନ୍ତୁ ଇଫ୍ରଯିମ ଲୋକମାନେ ସକ୍ଷମ ହେଲେ ନାହିଁ। ତେଣୁ କିଣାନୀଯ ଲୋକମାନେ ଆଜି ପର୍ୟ୍ଯନ୍ତ ମଧ୍ଯ ଇଫ୍ରଯିମ ଲୋକମାନଙ୍କ ସହିତ ବାସ କରୁଛନ୍ତି। କିନ୍ତୁ କିଣାନୀଯ ଲୋକମାନେ ଇଫ୍ରଯିମ ଲୋକମାନଙ୍କର ଦାସ ହାଇେ ରହିଲେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.