Home ଯାତ୍ରା ପୁସ୍ତକ 31 · ଓଡ଼ିଆ ବାଇବେଲ

ଯାତ୍ରା ପୁସ୍ତକ

Chapter 31

ଓଡ଼ିଆ ବାଇବେଲ
1ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
2ଆମ୍ଭେ ଯିହୁଦା ପରିବାରବର୍ଗର ଜଣେ ବ୍ଯକ୍ତିକୁ ବାଛି ଅଛୁ ୟିଏକି ଆମ୍ଭ ପାଇଁ ଏକ ବିଶଷେ କାର୍ୟ୍ଯ କରିବ। ସେ ହେଉଛି ହୂରର ପୌତ୍ର, ଉରିର ପୁତ୍ର ବତ୍ସଲଲେ।
3ମୁଁ ପରମେଶ୍ବରଙ୍କ ଆତ୍ମା ରେ ବତ୍ସଲଲକେୁ ପୂର୍ଣ୍ଣ କଲି। ସମସ୍ତ କରିଗରି କାର୍ୟ୍ଯ କରିବାକୁ ମୁଁ ତାକୁ ସମସ୍ତ ପ୍ରକାର କୌଶଳ ଓ ଜ୍ଞାନ ଦଇେଛି।
4ବତ୍ସଲଲେ ଜଣେ ଉଚ୍ଚକୋଟୀର କର୍ମକାର ଏବଂ ସେ ସୁନା, ରୂପା ଓ ପିତ୍ତଳର କାରୁକାର୍ୟ୍ଯମାନ ଉତ୍ତମ ଭାବରେ କରିପାରୁ ଥିଲେ।
5ବତ୍ସଲଲେ ସୁନ୍ଦର ଗହଣାମାନ ତିଆରି କରିପାରୁଥିଲେ। ସେ ମଧ୍ଯ ସୁନ୍ଦର କାଠ କର୍ମମାନ କରିପାରୁ ଥିଲେ। ବତ୍ସଲଲେ ସର୍ବପ୍ରକାର କାର୍ୟ୍ଯ ରେ ନିପୁଣ ଥିଲେ।
6ଅହଲୀଯାବକୁ ସାହାୟ୍ଯ କରିବା ପାଇଁ ମୁଁ ତାକୁ ବାଛିଅଛି। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନ ରେ ଭରପୁର କଲୁ। ମୁଁ ସମାନଙ୍କେର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛିଏବଂ ସମାନେେ ମାେ ପାଇଁ କାର୍ୟ୍ଯ କରିବେ।
7ସମାଗମ ତମ୍ବୁ, ନିଯମ-ସିନ୍ଦୁକ,
8ମଜେ ଏବଂ ଏହା ଉପରିସ୍ଥ ସମସ୍ତ ବସ୍ତୁ,
9ହାମବେଳି ବଦେୀ ଓ ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି,
10ଯାଜକ ହାରୋଣ ନିମନ୍ତେ ବିଶଷେ ବସ୍ତ୍ର ସୁନ୍ଦର ଭାବରେ ସିଲାଇ କରାୟାଇଛି,
11ପବିତ୍ରସ୍ଥାନ ନିମନ୍ତେ ଅଭିଷକୋର୍ଥ ତୈଳ ଓ ଧୂପ ଏହି କର୍ମୀମାନେ କାର୍ୟ୍ଯମାନ ମାରେଆଜ୍ଞା ଅନୁୟାଯୀ କରିବେ।
12ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
13ଏହିକଥା ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ମାରେ ବିଶ୍ରାମ ଦିନ ପାଳନ କରିବା ଉଚିତ୍। ଯେଉଁଥିପାଇଁ ତୁମ୍ଭମାନେେ ଜାଣି ପାରିବ ଯେ ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ୟିଏ ତୁମ୍ଭମାନଙ୍କୁ ପବିତ୍ର କରନ୍ତି। ଏହା ପୁରୁଷାନୁକ୍ରମେ ମୁଁ ଓ ତୁମ୍ଭମାନଙ୍କ ମଧିଅରେ ଏକ ଚିହ୍ନ ହବେ।
14ତୁମ୍ଭମାନେେ ମାରେ ବିଶ୍ରାମ ଦିନ ପାଳନ କରିବା ଉଚିତ୍। କାରଣ ତାହା ତୁମ୍ଭମାନଙ୍କ ପାଇଁ ପବିତ୍ର ଅଟେ। ଯଦି କହେି ଏହାକୁ ଅପବିତ୍ର କରେ ତବେେ ସେ ମୃତ୍ଯୁବରଣ କରିବା ଉଚିତ୍। ଯଦି କହେି ସଦେିନ କାର୍ୟ୍ଯ କରେ, ସେ ଆପଣା ଲୋକମାନଙ୍କଠାରୁ ଅଲଗା ହବୋ ଉଚିତ୍।
15ଏକ ସପ୍ତାହ ରେ ଛଅ ଦିନ କାର୍ୟ୍ଯ କରାୟିବ ଏବଂ ସପ୍ତମ ଦିନ ରେ ବିଶ୍ରାମ କରିବ। ଏହି ଦିନଟି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଦିନ ଅଟେ। ଏହି ପବିତ୍ର ବିଶ୍ରାମ ଦିନ ରେ ଯେ କହେି କାର୍ୟ୍ଯ କରେ ତାକୁ ମୃତ୍ଯୁଦଣ୍ଡ ଦିଆୟିବ।
16ଇଶ୍ରାୟେଲର ସନ୍ତାନଗଣ ମାନ୍ଯ କରିବା ପାଇଁ ପାଳନ କରିବେ। ଏହି ନିଯମ ଅନନ୍ତକାଳ ପାଇଁ ସ୍ଥାଯୀ ରହିବ। ଏହା ପୁରୁଷାନୁକ୍ରମେ ପାଳନ କରାୟିବ। ଏହା ଆମ୍ଭ ଓ ତୁମ୍ଭ ମଧିଅରେ ଏକ ଚୁକ୍ତି।
17ମାରେ ଓ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ଏହା ଏକ ଅନନ୍ତସାକାଳୀନ ଚିହ୍ନ ହବୋ ଉଚିତ୍। କାରଣ ସଦାପ୍ରଭୁ ଛଅ ଦିନ ରେ ଆକାଶମଣ୍ଡଳ ଓ ପୃଥିବୀ ତିଆରି କରି ସପ୍ତମ ଦିନ ରେ ବିଶ୍ରାମ କରି ଆଶ୍ବାସିତ ହାଇେଥିଲେ।'
18ତେଣୁ ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେ ସହିତ କଥାବାର୍ତ୍ତା ନିଯମ ସ୍ବରୂପେ ପରମେଶ୍ବରଙ୍କ ଅଙ୍ଗୁଳି-ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme