ବିଚାରକର୍ତାମାନଙ୍କ ବିବରଣ
Chapter 17
ଓଡ଼ିଆ ବାଇବେଲ1ମୀଖା ନାମକ ଜଣେ ବ୍ଯକ୍ତି ଇଫ୍ରଯିମ ପର୍ବତମଯ ଦେଶ ରେ ବାସ କରୁଥିଲା।
2ମୀଖା ତା'ର ମା'କକ୍ସ୍ଟ ଥରେ କହିଲା, ତୁମ୍ଭର ମନେ ଅଛି କି ଥରେ ତୁମ୍ଭର 1,100 ଖଣ୍ତ ରୂପା ଗ୍ଭରେି ହାଇେଥିଲା ଏବଂ କାହାକକ୍ସ୍ଟ ତୁମ୍ଭେ ଶାପ ଦେଉଥିବାର ଶକ୍ସ୍ଟଣିଲି। ସହେି ରୂପା ମାେ ପାଖ ରେ ଅଛି, ମୁ ଏହା ଦେଖିଲି।
3ମୀଖା ସହେି 1,100 ଖଣ୍ତ ରୂପା ତାଙ୍କର ମା'ଙ୍କକ୍ସ୍ଟ ଫରୋଇ ଦେଲେ। ଏହାପରେ ତାଙ୍କର ମା ତାଙ୍କୁ କହିଲେ, ମୁ ସହେି ରୂପା ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶଷେ ଉପହାର ଅର୍ପଣ କରିଛି। ମୁ ଏହା ମାରେପକ୍ସ୍ଟତ୍ରକକ୍ସ୍ଟ ଦବେି, ଯାହାଫଳ ରେ ସେ ଏକ ମୂର୍ତ୍ତି କରି ତାକକ୍ସ୍ଟ ରୂପା ଆଚ୍ଛାଦନ କରିପାରିବ। ଏଣୁ ଏବେ ମୁ ତାହା ତୁମ୍ଭକୁ ଫରୋଇ ଦବେି।
4କିନ୍ତୁ ମୀଖା ସହେି ରୂପାଖଣ୍ତକକ୍ସ୍ଟ ତା'ର ମାକକ୍ସ୍ଟ ଫରୋଇ ଦଲୋ। ତା'ର ମା ଦକ୍ସ୍ଟଇଶହ ଖଣ୍ତ ରୂପା ସକ୍ସ୍ଟନାରିକକ୍ସ୍ଟ ଦିଅନ୍ତେ ସେ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହ ରେ ରହିଲା।
5ମୀଖାର ଏକ ମନ୍ଦିର ଥିଲା ଓ ସେ ଏକ ଏଫୋଦ ତିଆରି କଲା, ତାଙ୍କର ଅନକେ ଗକ୍ସ୍ଟଡିକ ମୂର୍ତ୍ତିଗକ୍ସ୍ଟଡିକ ଥିଲା। ସେ ଆପଣା ପକ୍ସ୍ଟତ୍ରମାନଙ୍କ ମଧ୍ଯରକ୍ସ୍ଟ ଜଣଙ୍କକ୍ସ୍ଟ ଯାଜକ ରୂପେ ନିୟକ୍ସ୍ଟକ୍ତ କଲା।
6ସେ ସମୟରେ ଇଶ୍ରାୟେଲ ମଧିଅରେ କୌଣସି ରାଜା ନ ଥିଲେ। ତେଣୁ ଯାହା ଦୃଷ୍ଟି ରେ ଯାହା ଭଲ ଲାଗିଲା, ସେ ତାହା କଲା।
7ସଠାେରେ ଜମେ ଲବେୀୟ ୟକ୍ସ୍ଟବକ ୟିହକ୍ସ୍ଟଦାର ବୈଥଲହମରେ ଥିଲା। ସେ ୟିହକ୍ସ୍ଟଦାର ପରିବାରବର୍ଗ ରେ ବାସ କରି ଆସକ୍ସ୍ଟଥିଲା।
8ସେ ଯେଉଁଠା ରେ ସ୍ଥାନ ପାଇ ପା ରେ, ସଠାେରେ ପ୍ରବାସ କରିବା ନିମନ୍ତେ ସେ ନଗରରକ୍ସ୍ଟ, ଅର୍ଥାତ୍ ବୈଥ୍ଲହେମ୍ ୟିହକ୍ସ୍ଟଦାର ପ୍ରସ୍ଥାନ କଲା ଓ ସେ ଯାଉ ଯାଉ ଇଫ୍ରଯିମ ଦେଶସ୍ଥ ଏହି ମୀଖାର ଗୃହ ସରିକି ଆସିଲା।
9ତହିଁରେ ମୀଖା ତାହାକକ୍ସ୍ଟ ପଗ୍ଭରିଲା, ତୁମ୍ଭେ କେଉଁଠାରକ୍ସ୍ଟ ଆସିଲ?
10ମୀଖା କହିଲା, ମାେ ସଙ୍ଗେ ତକ୍ସ୍ଟମେ ବାସ କର। ମାରେପିତା ଓ ଯାଜକ ହକ୍ସ୍ଟଅ। ତହିଁରେ ମୁ ତୁମ୍ଭକୁ ବାର୍ଷୀକ ଦଶଖଣ୍ତ ରୂପା, ଖାଦ୍ୟ ଓ ବସ୍ତ୍ର ଦବେି। ମୀଖା ଯାହା କହିଲା, ସହେି ଲବେୀୟ ତାହା କଲା।
11ଏହାପରେ ସହେି ଲବେୀୟ ଲୋକ ତାଙ୍କ ସହିତ ବାସ କରିବା ପାଇଁ ସମ୍ମତ ହେଲା। ଆଉ ସେ ୟକ୍ସ୍ଟବା ଲୋକ ତାହାର ଗୋଟିଏ ପକ୍ସ୍ଟତ୍ର ପରି ହେଲା।
12ଏହାପରେ ମୀଖା ଦ୍ବାରା ଯାଜକ ଭାବରେ ନିୟକ୍ସ୍ଟକ୍ତ ହାଇେ ସହେି ୟକ୍ସ୍ଟବା ଲୋକ ମୀଖାର ଗୃହ ରେ ରହିଲା।
13ତା'ପରେ ମୀଖା କହିଲା, ବର୍ତ୍ତମାନ ମୁ ଜାଣେ ଏବେ ସଦାପ୍ରଭୁ ମାହେର ମଙ୍ଗଳ କରିବେ, କାରଣ ଜଣେ ଲବେୀୟ ପରିବାରବର୍ଗ ମାରଯାଜେକ ହେଲା।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.