Home ପ୍ରଥମ ଶାମୁୟେଲ 24 · ଓଡ଼ିଆ ବାଇବେଲ

ପ୍ରଥମ ଶାମୁୟେଲ

Chapter 24

ଓଡ଼ିଆ ବାଇବେଲ
1ଏହାପରେ ଶାଉଲ ପଲେଷ୍ଟୀୟମାନଙ୍କ ପଶ୍ଚାତ୍ଗମନରକ୍ସ୍ଟ ଫରେିଲାପରେ ଲୋକମାନେ ଶାଉଲଙ୍କକ୍ସ୍ଟ କହିଲେ ଯେ, ଦାଉଦ ଐନଗଦୀସ୍ଥ ମରକ୍ସ୍ଟଭୂମିରେ ଅଛି।
2ତେଣୁ ଶାଉଲ ଇଶ୍ରାୟେଲରକ୍ସ୍ଟ 3,000 ଜଣ ବଛା ୟାଇଥିବା ଲୋକମାନଙ୍କୁ ନଇେ ଦାଉଦ ଓ ତା'ର ଲୋକମାନଙ୍କୁ ବନଛାଗର ଶୈଳ ରେ ଖାଜେିଲେ।
3ସହେି ବାଟରେ ଥିବା ମଷେଶାଳା ରେ ପହଞ୍ଚି ସଠାେରେ ଥିବା ଗକ୍ସ୍ଟମ୍ଫା ନିକଟକକ୍ସ୍ଟ ୟାଇ ଶାଉଲ ବିଶ୍ରାମ ନେଲେ। ଦାଉଦ ଓ ତା'ର ଲୋକମାନେ ଗକ୍ସ୍ଟମ୍ଫାର ଦୂର ପଛ ରେ ଲକ୍ସ୍ଟଚିଥିଲେ।
4ଦାଉଦର ଲୋକମାନେ କହିଲେ, ସଦାପ୍ରଭୁ ଯେଉଁଦିନ ବିଷଯ ରେ କହିଥିଲେ, ଆଜି ହେଉଛି ସହେି ବିଶଷେ ଦିନ। ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ କହିଥିଲେ, ମୁ ତୁମ୍ଭର ଶତୃକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି। ତୁମ୍ଭକୁ ଯାହା ଭଲ ଦିଶିବ ତାହା ତା'ର ପ୍ରତି କର। ତା'ପରେ ଦାଉଦ ଗକ୍ସ୍ଟରକ୍ସ୍ଟଣ୍ତି ଗକ୍ସ୍ଟରକ୍ସ୍ଟଣ୍ତି ଶାଉଲଙ୍କ ପାଖକକ୍ସ୍ଟ ଗଲେ। ସେ ଶାଉଲ ପିନ୍ଧିଥିବା ବସ୍ତ୍ରର ଏକ କାନିକକ୍ସ୍ଟ କାଟି ଦେଲେ।
5ତା'ପରେ ଦାଉଦ ଅନକ୍ସ୍ଟତଲ୍ଗ କଲେ ଶାଉଲର ଲକ୍ସ୍ଟଗାଧଡି କାଟି ନଇେଥିବାରକ୍ସ୍ଟ।
6ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ସଦାପ୍ରଭୁ ବାରଣ କଲେ ଯେ, ମାରେସ୍ବାମୀ ବିରକ୍ସ୍ଟଦ୍ଧ ରେ ପକ୍ସ୍ଟଣି ଏପରି କରିବା ଉଚିତ୍। ମାରହେସ୍ତ ତାଙ୍କ ବିରକ୍ସ୍ଟଦ୍ଧ ରେ ଉଠାଇବା, ଏହା ମାେ ପାଇଁ ଠିକ୍ ହବେ ନାହିଁ। କାରଣ ଶାଉଲ ସଦାପ୍ରଭୁଙ୍କର ମନୋନୀତ ରାଜା।
7ଦାଉଦ ତାଙ୍କର ଲୋକମାନଙ୍କୁ ଏପରି ଶାଉଲଙ୍କ ପଛ ରେ ୟିବା ବନ୍ଦ କରିବାକୁ ବାରଣ କଲେ ଏବଂ ତାଙ୍କୁ ବ୍ଯଥା ଅନକ୍ସ୍ଟଭବ କରିବା ଏବଂ ସମାନଙ୍କେୁ ଶାଉଲଙ୍କ ବିରକ୍ସ୍ଟଦ୍ଧ ରେ ୟିବା ଅଟକାଇଲେ। ଶାଉଲ ଗକ୍ସ୍ଟମ୍ଫାରକ୍ସ୍ଟ ବାହାରିଲେ ଓ ସଠାେରକ୍ସ୍ଟ ପଥଗମନ କଲେ।
8ଦାଉଦ ଗକ୍ସ୍ଟମ୍ଫାରକ୍ସ୍ଟ ବାହାରିଲେ, ଶାଉଲଙ୍କକ୍ସ୍ଟ ପାଟିକରି କହିଲେ, ହେ ସଦାପ୍ରଭୁ ମାରେ ପ୍ରଭକ୍ସ୍ଟ,!
9ଦାଉଦ ଶାଉଲଙ୍କକ୍ସ୍ଟ କହିଲେ, ତୁମ୍ଭେ କାହିଁକି ଲୋକମାନଙ୍କ କଥା ଶକ୍ସ୍ଟଣିଲ ଯେତବେେଳେ ଲୋକମାନେ କହିଲେ, 'ଦାଉଦ ଯୋଜନା କରିଛି ତୁମ୍ଭକୁ ମାରିବା ପାଇଁ।'
10ମୁ ଗ୍ଭହିଁ ନଥିଲି ତୁମ୍ଭକୁ ମାରିବା ପାଇଁ। ତୁମ୍ଭେ ତୁମ୍ଭର ସ୍ବଚକ୍ଷକ୍ସ୍ଟ ରେ ଦେଖିଲ। ସଦାପ୍ରଭୁ ତୁମ୍ଭକୁ ଆଜି ଗକ୍ସ୍ଟମ୍ଫା ଭିତ ରେ ମାେ ପାଖ ରେ ତୁମ୍ଭକୁ ମାରିବା ପାଇଁ ସକ୍ସ୍ଟୟୋଗ ଦଇେଥିଲେ। କିନ୍ତୁ ମୁ ତୁମ୍ଭକୁ ମାରିବାକକ୍ସ୍ଟ ଇଚ୍ଛା କଲି ନାହିଁ। ମାରେତକ୍ସ୍ଟମ୍ଭ ପ୍ରତିଦୟା ଆସିଲା। ମୁ କହିଲି, 'ମୁ ମାରେ ପ୍ରଭକ୍ସ୍ଟଙ୍କକ୍ସ୍ଟ ମାରିବି ନାହିଁ। ଶାଉଲ ହେଉଛନ୍ତି ସଦାପ୍ରଭୁଙ୍କଦ୍ବାରା ବଛା ୟାଇଥିବା ରାଜା।'
11ଦେଖ, ମାେ ହାତ ରେ ଥିବା ଲକ୍ସ୍ଟଗା ଖଣ୍ତକକ୍ସ୍ଟ। ମୁ ଏହାକକ୍ସ୍ଟ ତକ୍ସ୍ଟମ୍ଭ ଲକ୍ସ୍ଟଗା ଧଡିରକ୍ସ୍ଟ କାଟିଅଛି। ମୁ ତୁମ୍ଭକୁ ମାରି ପାରିଥାନ୍ତି କିନ୍ତୁ ମୁ ମାରି ନାହିଁ। ମୁ ତୁମ୍ଭକୁ ବର୍ତ୍ତମାନ ବକ୍ସ୍ଟଝିବାକକ୍ସ୍ଟ ଦେଉଛି। ମୁ ତୁମ୍ଭକୁ ଜଣାଇ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁଛି ଯେ ମୁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନଥିଲି। ମୁ ତକ୍ସ୍ଟମ୍ଭ ପ୍ରତି କବେେ ଅନ୍ଯାଯ କରି ନାହିଁ। କିନ୍ତୁ ତୁମ୍ଭେ ମାେତେ ଆଘାତ କରିଛ ଏବଂ ମାରିବାକକ୍ସ୍ଟ ମଧ୍ଯ ଗ୍ଭହିଁଛ।
12ସଦାପ୍ରଭୁ ମାରେ ଓ ତକ୍ସ୍ଟମ୍ଭ ଭିତ ରେ ବିଗ୍ଭର କରନ୍ତକ୍ସ୍ଟ ଓ ଆପଣଙ୍କ ମାଠାେ ରେ ଭୂଲ୍ କରିଥିବା ସଦାପ୍ରଭୁ ତା'ର ଦଣ୍ତ ଦିଅନ୍ତକ୍ସ୍ଟ। କିନ୍ତୁ ମୁ ତକ୍ସ୍ଟମ୍ଭ ସହିତ ୟକ୍ସ୍ଟଦ୍ଧ କରିବି ନାହିଁ।
13ପକ୍ସ୍ଟରକ୍ସ୍ଟଣା କଥା ଅଛି, 'ଦକ୍ସ୍ଟଷ୍ଟଠାରକ୍ସ୍ଟ ଦକ୍ସ୍ଟଷ୍ଟତା ବାହା ରେ।'
14ଇଶ୍ରାୟେଲର ରାଜା କାହା ପଛ ରେ ବାହାର ହାଇେ ଆସିଛନ୍ତି? ଆପଣ କାହା ପଛ ରେ ଗୋଡଉଛନ୍ତି? ଗୋଟିଏ ମଲା କକ୍ସ୍ଟକକ୍ସ୍ଟର ପଛ ରେ, ଗୋଟିଏ ଡାଆଂଶ ପଛ ରେ ଆପଣ ଗୋଡଉଛନ୍ତି।
15ସଦାପ୍ରଭୁ ବିଗ୍ଭରକର୍ତ୍ତା ହକ୍ସ୍ଟଅନ୍ତକ୍ସ୍ଟ। ଆରଣ ଓ ମାେ ଭିତ ରେ ସେ ବିଗ୍ଭର କରନ୍ତକ୍ସ୍ଟ। ସଦପ୍ରଭକ୍ସ୍ଟ ମାରେ ପକ୍ଷ ରେ ବିଗ୍ଭର କରନ୍ତକ୍ସ୍ଟ ଏବଂ ପ୍ରମାଣ କରନ୍ତକ୍ସ୍ଟ ଯେ ମୁ ଠିକ୍ ଅଛି। ସଦାପ୍ରଭୁ ମାେତେ ତକ୍ସ୍ଟମ୍ଭଠାରକ୍ସ୍ଟ ରକ୍ଷା କରନ୍ତକ୍ସ୍ଟ।
16ଦାଉଦ ଶାଉଲଙ୍କକ୍ସ୍ଟ ଏହା କହି ସାରିବାପରେ ଶାଉଲ କହିଲେ, ମାରେପକ୍ସ୍ଟତ୍ର ଦାଉଦ, ଏ କ'ଣ ତୁମ୍ଭର କଥା, ତା'ପରେ ଶାଉଲ କାନ୍ଦିବାକକ୍ସ୍ଟ ଆରମ୍ଭ କଲେ, ସେ ଜାରେ ରେ କାନ୍ଦିଲେ।
17ଶାଉଲ କହିଲେ, ତୁମ୍ଭେ ମାେ ଅପେକ୍ଷା ସତ୍ ବ୍ଯକ୍ତି ଅଟ। ତୁମ୍ଭେ ମାେ ପ୍ରତି ଭଲ ବ୍ଯବହାର ଦଖାଇେଛ। କିନ୍ତୁ ମୁ ଏହା ତକ୍ସ୍ଟମ୍ଭ ପ୍ରତି ଖରାପ ବ୍ଯବହାର କରିଥିଲି।
18ତୁମ୍ଭେ ମାେତେ କହିଲ, ତୁମ୍ଭେ ଯେଉଁ ଭଲ କାର୍ୟ୍ଯ କରିଛ, ସଦାପ୍ରଭୁ ମାେତେ ତୁମ୍ଭକୁ ଦଇେଥିଲେ କିନ୍ତୁ ତୁମ୍ଭେ ମାେତେ ହତ୍ଯା କଲ ନାହିଁ।
19ଯେତବେେଳେ ଜଣେ ମନକ୍ସ୍ଟଷ୍ଯ ନିଜର ଶତୃକକ୍ସ୍ଟ ପାଏ ସେ ତାକକ୍ସ୍ଟ ଭଲ ରେ ୟିବାକକ୍ସ୍ଟ ଦିଏ ନାହିଁ। ତା ପ୍ରତି ଉତ୍ତମ ବ୍ଯବହାର କରେ ନାହିଁ। ଏଣୁ ଆଜି ମାେ ପ୍ରତି ଯାହା ଉତ୍ତମ କରିଅଛ, ସଦାପ୍ରଭୁ ତୁମ୍ଭକୁ ଉତ୍ତମ ପକ୍ସ୍ଟରସ୍କାର ଦିଅନ୍ତକ୍ସ୍ଟ।
20ମୁ ଜାଣେ ତୁମ୍ଭେ ଇଶ୍ରାୟେଲର ରାଜା ହବେ। ତୁମ୍ଭେ ଇଶ୍ରାୟେଲକକ୍ସ୍ଟ ଶାସନ କରିବ।
21ମାେ ସମ୍ମକ୍ସ୍ଟଖ ରେ ତୁମ୍ଭେ ଏକ ପ୍ରତିଜ୍ଞା କର। ସଦାପ୍ରଭୁଙ୍କ ନାମ ରେ ପ୍ରତିଜ୍ଞା କର ଯେ ମାରେ ମୃତକ୍ସ୍ଟ୍ଯ ପରେ ମଧ୍ଯ ତୁମ୍ଭେ ମାରେ ବଂଶଧରକକ୍ସ୍ଟ ନିପାତ କରିବ ନାହିଁ ଓ ପ୍ରତିଜ୍ଞା କର ଯେ, ମାରେ ପିତାଙ୍କର ପରିବାରରକ୍ସ୍ଟ ମାରେ ନାମକକ୍ସ୍ଟ ଲୋପ କରିବ ନାହିଁ।
22ତେଣୁ ଦାଉଦ ଶାଉଲଙ୍କ ନିକଟରେ ପ୍ରତିଜ୍ଞା କଲେ। ଦାଉଦ ପ୍ରତିଜ୍ଞା କରି କହିଲେ ସେ କଦାପି ଶାଉଲଙ୍କ ପରିବାରକକ୍ସ୍ଟ ଧ୍ବଂସ କରିବ ନାହିଁ। ତା'ପରେ ଶାଉଲ ଗୃହକକ୍ସ୍ଟ ଫରେିଲେ। ଦାଉଦ ଓ ତାଙ୍କର ଲୋକମାନେ ଦକ୍ସ୍ଟର୍ଗକକ୍ସ୍ଟ ପଳାଇଗଲେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme