ଦିତୀୟ ବିବରଣ
Chapter 30
ଓଡ଼ିଆ ବାଇବେଲ1ମୁ ତୁମ୍ଭକୁ ଯେଉଁସବୁ କଥା କହିଲି ତାହାସବୁ ଘଟିବ। ତୁମ୍ଭମାନଙ୍କର ଉତ୍ତମ କାର୍ୟ୍ଯପାଇଁ ଆଶୀର୍ବାଦ ଓ ମନ୍ଦ କାର୍ୟ୍ଯ ପାଇଁ ଅଭିଶାପ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଅନ୍ୟ ଜାତୀଯମାନଙ୍କ ମଧିଅରେ ପଠାଇବେ। ସଠାେରେ ତୁମ୍ଭମାନେେ ସ୍ମରଣ କରିବ।
2ସହେି ସମୟରେ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣମାନେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ନିକଟକକ୍ସ୍ଟ ଫରେି ଆସିବେ। ଏବଂ ତୁମ୍ଭେ ଓ ତୁମ୍ଭର ସନ୍ତାନଗଣ ସଦାପ୍ରଭୁଙ୍କର ବାକ୍ଯ ସମସ୍ତ ମନପ୍ରାଣ ଦଇେ ମାନିବ, ଯାହା ମୁ ଆଜି ତୁମ୍ଭକୁ ଆଜ୍ଞା ଦଇେଛି।
3ତବେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ପ୍ରତି ଦୟାବାନ ହବେେ। ସଦାପ୍ରଭୁ ପକ୍ସ୍ଟନ୍ନରାଯ ମକ୍ସ୍ଟକ୍ତ କରିବେ। ସେ ତୁମ୍ଭମାନଙ୍କୁ ସଠାେରକ୍ସ୍ଟ ଫରୋଇ ଆଣିବେ,
4ଏପରିକି ତୁମ୍ଭମାନଙ୍କୁ ପୃଥିବୀର ବହକ୍ସ୍ଟତ ଦୂରକକ୍ସ୍ଟ ପଠାଇଥିଲେ। ମଧ୍ଯ ସେ ତୁମ୍ଭମାନଙ୍କୁ ଏକତ୍ର କରି ଫରୋଇ ଆଣିବେ।
5ସଦାପ୍ରଭୁ ତୁମ୍ଭମାନଙ୍କୁ ଆପଣା ପୂର୍ବପୁରୁଷମାନଙ୍କ ଦେଶକକ୍ସ୍ଟ ଫରୋଇ ଆଣି ସହେି ଦେଶସବୁ ତୁମ୍ଭମାନଙ୍କୁ ଦବେେ। ସଦାପ୍ରଭୁ ତୁମ୍ଭର ମଙ୍ଗଳ କରି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭମାନଙ୍କର ଏତେ ଲୋକ ବୃଦ୍ଧି ହବେେ ଯେ, କବେବେି ଏତେ ନଥିଲା।
6ତୁମ୍ଭମାନେେ ଯେପରି ଆପଣାର ସମସ୍ତ ପ୍ରାଣ ଓ ସମସ୍ତ ହୃଦଯ ସହିତ ପରମେଶଓରଙ୍କୁ ପ୍ ରମେ କରିବ। ଏଥିପାଇଁ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ହୃଦଯ ଓ ତକ୍ସ୍ଟମ୍ଭ ବଂଶର ହୃଦଯ ସକ୍ସ୍ଟନ୍ନତ କରିବେ। ତହିଁରେ ତୁମ୍ଭେ ବଞ୍ଚିବ।
7 ତବେେ ଏହି ସମସ୍ତ ଶାପ ତୁମ୍ଭମାନଙ୍କ ଶତୃମାନଙ୍କୁ ଏପରି ଘଟିବ। କାରଣ ସମାନେେ ତୁମ୍ଭମାନଙ୍କୁ କ୍ଲେଶ ଦିଅନ୍ତି ଓ ଘୃଣା କରନ୍ତି।
8ଏବଂ ତୁମ୍ଭମାନେେ ପକ୍ସ୍ଟନ୍ନରାଯ ସଦାପ୍ରଭୁଙ୍କୁ ମାନିବ। ତୁମ୍ଭମାନେେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ ଯାହା ମୁ ଆଜି ତୁମ୍ଭମାନଙ୍କୁ କହକ୍ସ୍ଟଅଛି।
9ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭର ସମସ୍ତ କାର୍ୟ୍ଯ ରେ କୃତକାର୍ୟ୍ଯ ଓ ସମୃଦ୍ଧିଶାଳୀ କରିବେ। ସେ ତୁମ୍ଭକୁ ବହକ୍ସ୍ଟ ସନ୍ତାନ ଦଇେ ଆଶୀର୍ବାଦ କରିବେ। ସେ ତୁମ୍ଭର ଗାଈମାନଙ୍କୁ ଆଶୀର୍ବାଦ କରିବେ, ସମାନଙ୍କେ ବହୁସଂଖ୍ୟକ ବାଛକ୍ସ୍ଟରି ହବେ। ସେ ତୁମ୍ଭର କ୍ଷେତ୍ରକକ୍ସ୍ଟ ଆଶୀର୍ବାଦ କରିବେ, ତାହା ଉତ୍ତମ ଶସ୍ଯ ପ୍ରଦାନ କରିବ। ସଦାପ୍ରଭୁ ପକ୍ସ୍ଟଣିଥରେ ତକ୍ସ୍ଟମ୍ଭଠା ରେ ଆନନ୍ଦିତ ହବେେ ଓ ମଙ୍ଗଳ କରିବେ, ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଠା ରେ ଆନନ୍ଦିତ ଥିଲେ।
10କକ୍ସ୍ଟନ୍ତକ୍ସ୍ଟ ତୁମ୍ଭମାନେେ ସଦାପ୍ରଭୁଙ୍କ ବ୍ଯବସ୍ଥା ପୁସ୍ତକର ସମସ୍ତ ନିଯମ ବିଧି ମାନି ଚଳିବାକକ୍ସ୍ଟ ପଡିବ। ତୁମ୍ଭେ ଆପଣା ସମସ୍ତ ହୃଦଯ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନିକଟକକ୍ସ୍ଟ ଯବେେ ଫରେିଆସ।
11ଆଜି ମୁ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦଲେି ତାହା ତୁମ୍ଭମାନଙ୍କ ପାଇଁ ଅତି କଠାେର ନକ୍ସ୍ଟ ହେଁ, କିଅବା ଦୂରବର୍ତ୍ତୀ ନକ୍ସ୍ଟ ହେଁ।
12ଏହା ସ୍ବର୍ଗ ରେ ନାହିଁ, ସେଥିପାଇଁ ତୁମ୍ଭମାନେେ କହିବ ଯେ, 'ଆମ୍ଭମାନଙ୍କ ପାଇଁ କିଏ ସ୍ବର୍ଗକକ୍ସ୍ଟ ୟିବ ତାହା ଆଣିବା ପାଇଁ ଯେଉଁଥି ରେ ଆମ୍ଭେ ପାଳନ ପାରିବକ୍ସ୍ଟ।'
13ଏହି ନିର୍ଦ୍ଦେଶ ସମକ୍ସ୍ଟଦ୍ରର ଆର ପାର ରେ ନାହିଁ ଯେ, ତେଣୁ ତୁମ୍ଭେ କହିବ, 'କିଏ ସମକ୍ସ୍ଟଦ୍ର ପାର ହାଇେ ଆମ୍ଭମାନଙ୍କ ପାଇଁ ତାହା ଆଣି ଶକ୍ସ୍ଟଣାଇବେ ଓ ଆମ୍ଭେ ଶକ୍ସ୍ଟଣିବକ୍ସ୍ଟ।'
14ନାଁ, ଏହି ବାଣୀ ତୁମ୍ଭମାନଙ୍କର ଖକ୍ସ୍ଟବ୍ ନିକଟରେ ଅଛି। ଏହା ତୁମ୍ଭମାନଙ୍କର ପାଟି ରେ ଅଛି। ତୁମ୍ଭମାନଙ୍କର ହୃଦଯ ରେ ଅଛି। ତେଣୁ ତୁମ୍ଭମାନେେ ଏହା କରିପାରିବ।
15ଆଜି ଆମ୍ଭେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ମୃତକ୍ସ୍ଟ୍ଯ ଓ ମରଣ ଏବଂ ଭଲ ଓ ମନ୍ଦ ମଧ୍ଯରକ୍ସ୍ଟ ଗୋଟିକକ୍ସ୍ଟ ବାଛିବାକକ୍ସ୍ଟ ଦଇେଅଛୁ।
16ମୁ ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛି, ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ପ୍ ରମେ କର। ତୁମ୍ଭମାନେେ ତାଙ୍କୁ ଅନକ୍ସ୍ଟସରଣ କରି ତାଙ୍କର ବାକ୍ଯମାନ, ନିଯମ ବିଧି ପାଳନ କର। ତବେେ ତୁମ୍ଭମାନେେ ବଞ୍ଚିବ ଏବଂ ତୁମ୍ଭର ଜାତି ବଢିବ। ପକ୍ସ୍ଟଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦେଉଥିବା ଦେଶ ରେ ତୁମ୍ଭକୁ ଆଶୀର୍ବାଦ କରିବେ, ଯେଉଁଠାକକ୍ସ୍ଟ ତୁମ୍ଭମାନେେ ଅଧିକାର କରିବା ପାଇଁ ଯାଉଛ।
17ଯଦି ତୁମ୍ଭମାନଙ୍କର ହୃଦଯ ତାଙ୍କଠାରକ୍ସ୍ଟ ବିମକ୍ସ୍ଟଖ ହକ୍ସ୍ଟଏ ଓ ତାଙ୍କ କଥା ଶକ୍ସ୍ଟଣିବ ନାହିଁ, ମାତ୍ର ବିପଥଗାମୀ ହାଇେ ଅନ୍ୟ ଦବେତାଗଣର ସବୋ ଏ ପୂଜା କର।
18ତବେେ ତୁମ୍ଭମାନେେ ଧ୍ବଂସ ହବେ। ମୁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି। ଯଦି ତୁମ୍ଭେ ସଦାପ୍ରଭୁଙ୍କଠାରୁ ବିମକ୍ସ୍ଟଖ ହବେ। ୟର୍ଦ୍ଦନର ସପୋରିସ୍ଥ ଭୂମିରେ ଯେଉଁଠାକକ୍ସ୍ଟ ତୁମ୍ଭମାନେେ ୟିବା ପାଇଁ ପ୍ରସ୍ତକ୍ସ୍ଟତ ସଠାେରେ ତୁମ୍ଭମାନେେ ବେଶିଦିନ ବଞ୍ଚିପାରିବ ନାହିଁ।
19ଆଜି ମୁ ସ୍ବର୍ଗ ଓ ପୃଥିବୀକକ୍ସ୍ଟ ଡାକକ୍ସ୍ଟଛି, ସାକ୍ଷୀରୂପେ ଜୀବନ ଓ ମୃତକ୍ସ୍ଟ୍ଯ, ଆଶିର୍ବାଦ ଓ ଅଭିଶାପ, ଏହା ଭିତରକ୍ସ୍ଟ ମୁ ତୁମ୍ଭକୁ ପସନ୍ଦ କରିବାକୁ ଦଇେଛି। ତେଣୁ ତୁମ୍ଭମାନେେ ଜୀବନକକ୍ସ୍ଟ ବାଛ। ତବେେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ।
20ତୁମ୍ଭମାନେେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶଓରଙ୍କୁ ପ୍ ରମେ କରିବ ଓ ଭଲ ପାଇବ। ତାଙ୍କୁ ମାନି ଚଳିବ। ତାଙ୍କୁ କଦାପି ଛାଡିବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଜୀବନ, ଏବଂ ସଦାପ୍ରଭୁ ତୁମ୍ଭକୁ ଦୀର୍ଘ୍ଯ ଜୀବନ ଦବେେ ସହେି ଦେଶ ରେ, ଯେଉଁ ଦେଶ ଦବୋ ପାଇଁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇସହାକ୍ ଏବଂ ୟାକକ୍ସ୍ଟବଙ୍କକ୍ସ୍ଟ କହିଥିଲେ।
Bible Study with Steffi App
Download Free ↗
Memorize verses with spaced repetition. Free, no ads, 15+ languages.