Home ଉପଦେଶକ 11 · ଓଡ଼ିଆ ବାଇବେଲ

ଉପଦେଶକ

Chapter 11

ଓଡ଼ିଆ ବାଇବେଲ
1ତୁମ୍ଭେ ଯେଉଁଠାକୁ ୟାଅ, ଉତ୍ତମ କାର୍ୟ୍ଯ କର। କିଛି ସମୟ ପ ରେ ତୁମ୍ଭେ କରିଥିବା ଉତ୍ତମ କଥା ତୁମ୍ଭ ପାଖକୁ ଫରେି ଆସିବ।
2ସାତ ଜଣଙ୍କୁ, ନଚେତ୍ ଆଠ ଜଣଙ୍କୁ ଅଂଶ ବିତରଣ କର, କାରଣ ପୃଥିବୀ ରେ କି ବିପଦ ଘଟିବ ତାହା ତୁମ୍ଭେ ଜାଣ ନାହିଁ।
3କେତଗେୁଡ଼ିଏ କଥା ଅଛି ଯାହାକି ତୁମ୍ଭେ ନିଶ୍ଚିତ ହବେ। ଯଦି ମେଘମାଳା ବର୍ଷାବିନ୍ଦୁ ରେ ପୂର୍ଣ୍ଣ ହାଇେଥାନ୍ତି, ତବେେ ସଗେୁଡ଼ିକ ପୃଥିବୀ ରେ ପାଣି ଢ଼ାଳି ଦବେେ। ଏବଂ ବୃକ୍ଷ ଯଦି ଦକ୍ଷିଣ କିଅବା ଉତ୍ତର ଦିଗ ରେ ପଡ଼େ ତବେେ ଯେଉଁ ସ୍ଥାନ ରେ ପଡ଼େ ସହେି ସ୍ଥାନ ରେ ରହିବ।
4ଯଦି ଗୋଟିଏ ଲୋକ େଛାଟ ଗଛ ରୋପଣ କରିବା ପାଇଁ ଠିକ୍ ପାଗକୁ ଅପେକ୍ଷା କରେ, ତାହା ହେଲେ ସେ କବେେ ହେଲେ େଛାଟଗଛ ରୋପଣ କରିବାକୁ ସକ୍ଷମ ହବେ ନାହିଁ। ଯଦି ଜଣେ ସବୁବେଳେ ମେଘମାଳାକୁ ଚାହିଁବ ତବେେ ସେ ଅମଳ କରିପାରିବ ନାହିଁ।
5ତୁମ୍ଭେ ବାଯୁର ଗତି ଜାଣିପାରିବ ନାହିଁ। ଏବଂ ତୁମ୍ଭେ ଜାଣିପାରିବ ନାହିଁ ମା ପଟେ ରେ ଶିଶୁଟି କିପରି ବଢ଼େ। ଠିକ୍ ସହେିପରି ପରମେଶ୍ବର କ'ଣ କରନ୍ତି ତୁମ୍ଭେ ଜାଣିପାରିବ ନାହିଁ। ସେ ପ୍ରେତ୍ୟକକ କଥା ଘଟାନ୍ତି।
6ତୁମ୍ଭେ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ବୀଜ ବୁଣ ଏବଂ ତା'ପ ରେ ତୁମ୍ଭର କାମ ବନ୍ଦ କରିବା ଉଚିତ୍। ପ୍ରଭାତ ରେ ବୀଜ ବୁଣ ଓ ସନ୍ଧ୍ଯା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ। କାରଣ ତୁମ୍ଭେ ଜାଣ ନାହିଁ କେଉଁ ମଞ୍ଜି ଭଲ ବଢ଼ିବ ଯାହାକୁ ତୁମ୍ଭେ ସକାଳ ରେ ବୁଣିଥିଲ, ଯେଉଁଗୁଡ଼ିକ ସନ୍ଧ୍ଯା ରେ ବୁଣିଥିଲ କିଅବା ପ୍ରାଯ ଉଭୟ ଭଲ ବଢ଼ିବ।
7ପ୍ରକୃତ ରେ ଆଲୋକ ସୁଖ ଦାୟକ, ପୁଣି ସୂର୍ୟ୍ଯାଲୋକ ଦେଖିବା ଆଶ୍ଚର୍ୟ୍ଯ ଅଟେ।
8ତୁମ୍ଭେ ଆପଣା ଜୀବନର ପ୍ରେତ୍ୟକକ ଦିନକୁ ଉପ ଭୋଗ କରିବା ଉଚିତ୍, ତୁମ୍ଭେ ଯେତଦେିନ ପର୍ୟ୍ଯନ୍ତ ଜୀବିତ ରହୁଛ। କିନ୍ତୁ ମନରେଖ, ନିଶ୍ଚିତ ରେ ତୁମ୍ଭମାନେେ ମରିବ। ମନରେଖ ଯେ ତୁମ୍ଭମାନେେ ଯେତଦେିନ ବଞ୍ଚିଛ ତା'ଠାରୁ ଅଧିକ ମୃତ ହାଇେ ରହିବ ଏବଂ ତୁମ୍ଭମାନେେ ସହେି ସମସ୍ତ ସମୟ ନିରର୍ଥକ।
9ହେ ୟୁବକ, ତୁମ୍ଭେ ଆପଣା ୟୌବନାବସ୍ଥା ରେ ଆନନ୍ଦ କର ଓ ୟୌବନ କାଳ ରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦଯ ଯାହା କରିବା ପାଇଁ ତୁମ୍ଭକୁ ଆଗଇେ ନେଉଛି, ତାହା କର। ଯାହା ଚାହୁଁଛ ତାହା କର। କିନ୍ତୁ ମନରେଖ ଯେ, ତୁମ୍ଭମାନେେ ଯାହାସବୁ କରୁଛ, ପରମେଶ୍ବର ତା'ର ବିଚାର କରିବେ।
10ତୁମ୍ଭେ ମନରୁ ବିରକ୍ତି, ବାହାର କରିଦିଅ ଏବଂ ତୁମ୍ଭର ଶରୀରକୁ ଖରାପ ଜିନିଷଠାରୁ ଦୂର ରେ ରକ, କାରଣ ବାଲ୍ଯାବସ୍ଥା ଏବଂ ୟୌବନ ଅର୍ଥହୀନ ଅଟେ।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme