Home ଆମୋଷ 3 · ଓଡ଼ିଆ ବାଇବେଲ

ଆମୋଷ

Chapter 3

ଓଡ଼ିଆ ବାଇବେଲ
1ହେ ଇଶ୍ରାୟେଲର ଲୋକମାନେ, ଏହି ବାର୍ତ୍ତା ଶୁଣ। ଇଶ୍ରାୟେଲ ବିଷଯ ରେ ଏହି କଥା କହିଲେ। ମିଶରରୁ ଅଣାଇଥିବା ସମସ୍ତ ଇଶ୍ରାୟେଲୀୟ ପରିବାର ବିଷଯ ରେ ଏହା ବାର୍ତ୍ତା ଥିଲା।
2ଏହି ପୃଥିବୀ ରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭମାନେେ ଏପରି ଏକ ଗୋଷ୍ଠୀ ସ୍ବତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦବୋ।
3ଏକମତ ନ ହେଲେ ଦୁଇଜଣ ଏକତ୍ର ଗମନ କରିବେ ନାହିଁ।
4ସିଂହଟି ଗର୍ଜ୍ଜନ କରେ ଯଦି ତାକୁ ଶିକାର ଦୃଶ୍ଯମାନ ହୁଏ। ଯଦି ଗୋଟିଏ ୟୁବା ସିଂହ ତା'ର ଗୁମ୍ଫା ରେ ଗର୍ଜ୍ଜନ କରୁଛି ତବେେ ଜାଣିବ ସେ କିଛି ଗୋଟିଏ ଶିକାର ଧରିଛି।
5ଯଦି ଫାଶ ରେ କିଛି ଖାଦ୍ୟ ନାହିଁ, ତବେେ ପକ୍ଷୀଟିଏ ତା' ମଧ୍ଯକୁ ପ୍ରବେଶ କରିବ ନାହିଁ। ପକ୍ଷୀକୁ କବଳିତ କରିବା ପାଇଁ ଫାଶ ଭିତ ରେ ଥୋପ ନଥିଲେ ଫାଶ ବସାୟାଏ ନାହିଁ।
6ଯଦି ନଗର ରେ ତୂରୀ ବାଜି ଉଠିବ ତବେେ ଲୋକମାନେ ଭୟ ରେ ଥରହର ହବେେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ୟ୍ଯନ୍ତ ନଗର ମଧିଅରେ କୌଣସି ଅସୁବିଧା ଘଟିବ ନାହିଁ।
7ସଦାପ୍ରଭୁ ମାରେପ୍ରଭୁ, କୌଣସି ଯୋଜନା ତାଙ୍କର ସବେକର ଅଗୋଚର ରେ କରନ୍ତି ନାହିଁ।
8ୟହି ସିଂହ ଗର୍ଜ୍ଜନ କରେ, ତବେେ ଲୋକମାନେ ଭୟଭୀତ ହବେେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ଯଦବାଣୀ ପ୍ରଚାର କରିବାକୁ, କିଏ ସହେି ଭବିଷ୍ଯବାଣୀ ପ୍ରଚାର ନ କରିବ।
9ତୁମ୍ଭେ ଅସ୍ଦୋଦର ଓ ମିଶର ରାଜପ୍ରାସାଦ ରେ ଏହି ବାର୍ତ୍ତା ଘାଷେଣା କର, ଶମରିଯାର ପର୍ବତମାଳା ଶିଖରକୁ ଆସ ଏବଂ ସଠାେକାର କୋଳାହଳ ଓ ଦଙ୍ଗାକୁ ଦେଖ। ସମାନେେ ଅନ୍ୟ ଲୋକମାନଙ୍କ ପ୍ରତି ବହୁତ ନିଷ୍ଠୁର ଅଟନ୍ତି।
10ଲୋକମାନେ ସଠାେ ରେ କିପରି ସାଧୁତ୍ବଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସମାନଙ୍କେର ଗୋଦାମ ଘର ୟୁଦ୍ଧରୁ ଲୁଟିଥିବା ସମ୍ପତ୍ତି ରେ ପୁରିୟାଇଛି।
11ତେଣୁ ସଦାପ୍ରଭୁ ମାରେ ପ୍ରଭୁ କୁହନ୍ତି: ଜଣେ ଶତୃ ତୁମ୍ଭ ଭୂମିକୁ ବେଷ୍ଟନ କରିବ। ସେ ତୁମ୍ଭର ସମସ୍ତ ଶକ୍ତି ଅପହରଣ କରିବ। ତୁମ୍ଭେ ଯେଉଁସବୁ ଜିନିଷକୁ ପ୍ରାସାଦ ରେ ଲୁଗ୍ଭଇଛ, ସବୁତକ ତାଙ୍କ ଦ୍ବାରା ଲୁଣ୍ଠିତ ହବେ।
12ସଦାପ୍ରଭୁ ଏହା କୁହନ୍ତି: ଯେତବେେଳେ ଗୋଟିଏ ସିଂହ ମେଣ୍ତା ଛୁଆକୁ ଆକ୍ରମଣ କରେ ଏବଂ ତା'ପ ରେ ଯଦି ମଷେପାଳକ ମେଣ୍ତା ଛୁଆକୁ ରକ୍ଷା କରିବାକୁ ୟାଏ, ସେ କବଳେ ସିଂହ ମୁହଁରୁ ଦୁଇଟି ଗୋଡ କି କାନର କିଛି ଅଂଶ ପାଇବାକୁ ସକ୍ଷମ ହାଇପୋ ରେ। ସହେିପରି, ଆମ୍ଭେ ଇଶ୍ରାୟେଲୀୟମାନଙ୍କୁ ରକ୍ଷା କରିବା, ଯେଉଁମାନେ ଶମରିଯା ରେ ବସବାସ କରନ୍ତି ଏବଂ ସମାନଙ୍କେର ବିଛଣାର ଏକ କଣ ରେ କି ପଲଙ୍କର ସୋଫା ରେ ବସିବାକୁ ଭଲପାନ୍ତି
13ମାରେ ପ୍ରଭୁ ସଦାପ୍ରଭୁ ପରମେଶ୍ବର ସର୍ବଶକ୍ତିମାନ ସେ ଏହିକଥା କୁହନ୍ତି: ଯାକୁବ ପରିବାର ଲୋକଙ୍କୁ ସତର୍କ କରିଦିଅ।
14ଇଶ୍ରାୟେଲ ପାପ କରିଛି ଏବଂ ସେ ପାପ ଲାଗି ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ। ସହେିଦିନ ଆମ୍ଭେ ମଧ୍ଯ ବୈଥଲରେ ସମସ୍ତ ୟଜ୍ଞବଦେୀକୁ ଧ୍ବଂସ କରିବା। ସହେି ୟଜ୍ଞବଦେୀର ତୂରୀସବୁ ଖଣ୍ତ ଖଣ୍ତ ହବେ ଓ ଭୂମିରେ ପକାୟିବ।
15ଆମ୍ଭେ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ବଂସ କରିବା। ହାତୀ ଦାନ୍ତ ରେ ନିର୍ମିତ ଗୃହ ମଧ୍ଯ ଧ୍ବଂସ ପାଇବ। ବହୁ ଘର ଏହିପରି ଧ୍ବଂସ ଲାଭ କରିବ। ସଦାପ୍ରଭୁ ଏହିସବୁ କୁହନ୍ତି।
Bible Study with Steffi App

Memorize verses with spaced repetition. Free, no ads, 15+ languages.

Download Free ↗

Choose Theme