Home Bibles ☰ Books ସିଫନିୟ 3:7 · ଓଡ଼ିଆ ବାଇବେଲ
ସିଫନିୟ 3:7 · ଓଡ଼ିଆ ବାଇବେଲ

ଆମ୍ଭେ କହିଲୁ, ତୁମ୍ଭେ ନିଶ୍ଚଯ ଆମ୍ଭକୁ ଭୟ କରିବ ଏବଂ ଆମ୍ଭ ନିଯମ ଶିଖିବ। ତୁମ୍ଭେ ଯଦି ଏହା କରିବ, ତବେେ ତୁମ୍ଭର ଘର କବେେ ବିନଷ୍ଟ ହବେନାହିଁ। ତୁମ୍ଭେ ଯଦି ଏହା କରିବ, ତବେେ ଆମ୍ଭର ଯୋଜନା ଅନୁସାରେ ଆମ୍ଭେ ତୁମ୍ଭକୁ ଦଣ୍ତ ଦବୋ ନାହିଁ। କିନ୍ତୁ ସହେି ମନ୍ଦ ଲୋକମାନେ ଶୀଘ୍ର ଉଠି ତାଙ୍କର ଦୁଷ୍ଟକର୍ମ କଲେ।

Cross references

ଆଦି ପୁସ୍ତକ 6:12

ଲୋକମାନେ ସବୁ ମନ୍ଦ ଓ ନିଷ୍ଠୁର ହାଇେଛନ୍ତି। ପୃଥିବୀ ପୁରା ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହାଇେଛି।

ଦିତୀୟ ବିବରଣ 4:16

ତେଣୁ ସାବଧାନ ହକ୍ସ୍ଟଅ, ନଚେତ୍ ତୁମ୍ଭମାନେେ ଧ୍ବଂସ ହବେ। ଯଦି ତୁମ୍ଭମାନେେ କୌଣସି ପ୍ରତିମା କରି ପୂଜା କର, ଏପରି କୌଣସି ମୂର୍ତ୍ତି କର ନାହିଁ, ଯାହା କୌଣସି ଜିବୀତ ପୁରୁଷ ବା ସ୍ତ୍ରୀ ପରି ହାଇେଥିବ।

ଦିତୀୟ ବଂଶାବଳୀ 28:6

ପକହଙ୍କେ ପିତାଙ୍କର ନାମ ଥିଲା ରମଲିଯ। ପକହେ ଓ ତାଙ୍କର ସୈନ୍ଯଦଳ ଗୋଟିଏ ଦିନ ରେ ଯିହୁଦାର 1,20,000 ଜଣ ସାହସୀ ସୈନିକଙ୍କୁ ହତ୍ଯା କଲେ। ପକହେ ଯିହୁଦାର ସହେି ଲୋକମାନଙ୍କୁ ହତ୍ଯା କଲେ, କାରଣ ସମାନଙ୍କେର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କୁ ମାନୁଥିଲେ, ସମାନେେ ତାଙ୍କୁ ମାନିଲେ ନାହିଁ।

ଦିତୀୟ ବଂଶାବଳୀ 32:1

ହିଜକିଯ ଏହି ସମସ୍ତ ବିଷଯ ବିଶ୍ବସ୍ତତାର ସହିତ ସମାପ୍ତ କରିବା ପରେ ଏହିପରି ଘଟିଲା, ଅଶୂରର ରାଜା ସନ୍ ହରେୀବ୍ ଯିହୁଦା ଦେଶ ଆକ୍ରମଣ କରିବାକୁ ଆସିଲେ। ସନ୍ ହରେୀବ୍ ଓ ତାଙ୍କର ସୈନ୍ଯଦଳ ଦୁର୍ଗଗୁଡ଼ିକର ବାହା ରେ ଛାଉଣୀ ସ୍ଥାପନ କଲେ। ସେ ସହେି ସହରଗୁଡ଼ିକୁ ପରାସ୍ତ କରିବାର ଯୋଜନା କରିଥିବାରୁ ଏହିପରି କଲେ। ସନ୍ ହରେୀବ୍ ନିଜ ନିମନ୍ତେ ଏହିସବୁ ସହର ଜଯ କରିବାକୁ ଇଚ୍ଛା କରୁଥିଲେ।

ଦିତୀୟ ବଂଶାବଳୀ 33:11

ତେଣୁ ସଦାପ୍ରଭୁ ସୈନ୍ଯବାହିନୀର ସନୋପତିଙ୍କୁ ଆଣିଲେ, ୟିଏକି ଅଶୂରର ରାଜାର ସବୋ କରୁଥିଲେ ଏବଂ ସମାନେେ ଯିହୁଦାକୁ ଆକ୍ରମଣ କଲେ। ସହେି ସନୋପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସମାନେେ ତାଙ୍କ ଶରୀର ରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତ ରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନଇଗେଲେ।

ଦିତୀୟ ବଂଶାବଳୀ 36:3

ଏହାପରେ ମିଶରର ରାଜା ଯିହାୟୋଦାରହସ୍ଙ୍କୁ ୟିରୁଶାଲମରୁ ଗାଦିଚ୍ଯୁତ କଲେ। ସେ 100 ତାଳନ୍ତ ରୂପା ଓ ଏକ ତାଳନ୍ତ ସୁନା ଜୋରିମାନା ରୂପେ ସଂଗ୍ରହ କଲେ।

ହିତୋପଦେଶ 19:20

ଶଷୋବସ୍ଥା ରେ ତୁମ୍ଭେ ଯେପରି ଜ୍ଞାନବାନ ହୁଅ, ଏଥିପାଇଁ ମନ୍ତ୍ରଣା ଶୁଣ ଓ ଉପଦେଶ ଗ୍ରହଣ କର।

ଯିଶାଇୟ 5:4

ସମାରଏହି ଦ୍ରାକ୍ଷାକ୍ଷଲତ ପାଇଁ ମୁଁ ଅଧିକ କ'ଣ କରି ପାରିଥାନ୍ତି? ଯାହା କରିବା କଥା ମୁଁ ସବୁ କରିଥିଲି। ମୁଁ ଉତ୍ତମ ଦ୍ରାକ୍ଷାଫଳ ଫଳିବସବାଲି ଆଶା କରିଥିଲି, ମାତ୍ରସସଥିସର ବନ୍ଯ ଦ୍ରାକ୍ଷାଫଳ ଫଳିଲା। ଏହା କାହିଁକି ଘଟିଲା?

ଯିଶାଇୟ 63:8

ସଦାପ୍ରଭୁ କହିଲେ, ନିଶ୍ଚଯ ସମାନେେ ଆମ୍ଭର ଲୋକ, ଯେଉଁମାନେ ଅସତ୍ଯ ବ୍ଯବହାର କରିବେ ନାହିଁ, ସମାନେେ ଆମ୍ଭର ସନ୍ତାନ। ଏଣୁ ସେ ସମାନଙ୍କେର ତ୍ରାଣକର୍ତ୍ତା ହେଲେ।

ଯିରିମିୟ 6:8

ହେ ୟିରୁଶାଲମ, ଆମ୍ଭର ଶିକ୍ଷା ଗ୍ରହଣ କର। ତୁମ୍ଭେ ଯଦି ଆମ୍ଭ କଥା ନ ଶୁଣ, ତବେେ ଆମ୍ଭେ ବିରକ୍ତି ରେ ତୁମ୍ଭ ପାଖରୁ ଦୂ ରଇେ ୟିବା। ଆମ୍ଭେ ତୁମ୍ଭର ଦେଶକୁ ଏକ ମରୁଭୂମି ଓ ଜନଶୂନ୍ଯ ରେ ପରିଣତ କରିବା।

ଯିରିମିୟ 7:7

ତବେେ ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଆମ୍ଭ ଦତ୍ତ ଦେଶ ଅନନ୍ତକାଳ ପର୍ୟ୍ଯନ୍ତ ଉପ ଭୋଗ କରିବାକୁ ଦବୋ।

ଯିରିମିୟ 8:6

ଆମ୍ଭେ ସମାନଙ୍କେ କଥା ମନୋୟୋଗ ସହକା ରେ ଶୁଣିଲେ ମଧ୍ଯ ସମାନେେ ନ୍ଯାଯକଥା କହିଲେ ନାହିଁ। ସମାନେେ ସମାନଙ୍କେର ପାପଲାଗି ଅନୁତପ୍ତ ନୁହଁନ୍ତି। ଯେପରି ଉର୍ଦ୍ଧ୍ବଶ୍ବାସ ରେ ଅଶ୍ବ ପୃଷ୍ଠ ରେ ଧାବମାନ ହୁଏ ସମାନେେ ସହେିପରି ଆପଣା ଆପଣା ପଥରେ ଦୌଡ଼ନ୍ତି।

Interlinear

Choose Theme