Home Bibles ହିତୋପଦେଶ 19:20 · ଓଡ଼ିଆ ବାଇବେଲ
ହିତୋପଦେଶ 19:20 · ଓଡ଼ିଆ ବାଇବେଲ

ଶଷୋବସ୍ଥା ରେ ତୁମ୍ଭେ ଯେପରି ଜ୍ଞାନବାନ ହୁଅ, ଏଥିପାଇଁ ମନ୍ତ୍ରଣା ଶୁଣ ଓ ଉପଦେଶ ଗ୍ରହଣ କର।

Cross references

ଗଣନା ପୁସ୍ତକ 23:10

ଯାକୁବର ପରିବାରକୁ କିଏ ଗଣିପାରିବ? ଯେ ହତେୁ ସମାନେେ ଧୂଳି କଣିକାପରି? ଏପରିକି ଇଶ୍ରାୟେଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ଯ କହେି ଗଣି ପାରିବେ ନାହିଁ। ଧାର୍ମିକ ମନୁଷ୍ଯ ରୂପେ ମାେତେ ମରିବାକୁ ଦିଅ। ମାରେ ଭବିଷ୍ଯତ୍ ଇଶ୍ରାୟେଲର ତୁଲ୍ଯ ହେଉ।

ଦିତୀୟ ବିବରଣ 8:16

ସେ ତକ୍ସ୍ଟମ୍ଭ ପୁର୍ବପୁରୁଷମାନଙ୍କ ମାନ୍ନାଦ୍ବାରା ଅଜ୍ଞାତ ପ୍ରାନ୍ତର ରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ତୁମ୍ଭେ ସ୍ମରଣ କର।

ଦିତୀୟ ବିବରଣ 32:29

ଯଦି ସମାନେେ ବକ୍ସ୍ଟଦ୍ଧିଆ ହୁଅନ୍ତେ ସମାନେେ ବକ୍ସ୍ଟଝିପାରନ୍ତେ, ସମାନେେ ଜାଣିପାରନ୍ତେ କ'ଣ ଘଟିବାକକ୍ସ୍ଟ ଯାଉଛି ସମାନଙ୍କେ ପାଇଁ।

ଗୀତସଂହିତା 37:37

ସିଦ୍ଧ ଓ ଧାର୍ମିକ ଲୋକ ହୁଅ। ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସମାନଙ୍କେର ଅନକେ ବଂଶଧର ବଢ଼ି ଚାଲିବେ।

ଗୀତସଂହିତା 90:12

ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ ୟାହାଫଳରେ ଆମ୍ଭେ ବୁଦ୍ଧିମାନ୍ ହାଇେ ପାରିବୁ।

ଗୀତସଂହିତା 90:14

ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର। ଆମ୍ଭମାନଙ୍କୁ ୟାବଜ୍ଜୀବନ ଖୁସି ଓ ଆନନ୍ଦିତ ହବୋକୁ ଦିଅ।

ହିତୋପଦେଶ 1:2

ଏହି ହିତାପଦେେଶ ଲୋକମାନଙ୍କୁ ବୁଦ୍ଧିମାନ କରିବ। ଏବଂ ସମାନେେ ଜାଣିପାରିବେ କେଉଁ କାର୍ୟ୍ଯଟି ଠିକ୍। ଜ୍ଞାନ ଓ ଉପଦେଶ ବୁଝିବାକୁ ଏହି ବାକ୍ଯମାନ ସାହାୟ୍ଯ କରିବ।

ହିତୋପଦେଶ 1:8

ହେ ମାରେ ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତବେେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ଯାଗ କର ନାହିଁ।

ହିତୋପଦେଶ 2:1

ହେ ମାରେ ପୁତ୍ର, ମାରେବାକ୍ଯ ଗ୍ରହଣ କର। ମାରେ ନିର୍ଦ୍ଦେଶ ମନେ କର।

ହିତୋପଦେଶ 4:1

ହେ ପୁତ୍ରଗଣ, ତୁମ୍ଭ ପିତାଙ୍କ ଉପଦେଶ ଶୁଣ। ବୁଝାମଣା ଲାଭ କରିବା ପାଇଁ ନିଜକୁ ଅଭିନିବେଶ କର।

ହିତୋପଦେଶ 8:34

ଯେକହେି ମାରେ କଥା ଶୁଣେ, ସେ ଖୁସି ହବେ। ସେ ମାେ ଦ୍ବାର ନିକଟକୁ ସବୁଦିନ ଶୀଘ୍ର ଆ ସେ ଏବଂ ମାରେ ଦ୍ବାର ବାହା ରେ ଅପେକ୍ଷା କରେ।

ହିତୋପଦେଶ 12:15

ଅଜ୍ଞାନର ପଥ ତା'ର ନିଜ ଦୃଷ୍ଟି ରେ ଯଥାର୍ଥ ମାତ୍ର ଜ୍ଞାନବାନ ମାନେ ପରାମର୍ଶ ଶୁଣନ୍ତି।

ହିତୋପଦେଶ 13:10

ଅହଙ୍କାରରୁ କବଳେ କଳି ଉତ୍ପନ୍ନ ହୁଏ। ମାତ୍ର ସୁପରାମର୍ଶ ଗ୍ରାହକଠା ରେ ଜ୍ଞାନ ଅଛି।

ହିତୋପଦେଶ 15:32

ଯେଉଁ ଲୋକ ଶାସନ ଅଗ୍ରାହ୍ଯ କରେ, ସେ ଆପଣା ପ୍ରାଣ କାଳକୁ ହ୍ରାସ କରେ। ମାତ୍ର ଅନୁ ଯୋଗ ଯେ ଶୁଣେ, ସେ ବୁଦ୍ଧି ପାଏ।

ଯିରିମିୟ 6:8

ହେ ୟିରୁଶାଲମ, ଆମ୍ଭର ଶିକ୍ଷା ଗ୍ରହଣ କର। ତୁମ୍ଭେ ଯଦି ଆମ୍ଭ କଥା ନ ଶୁଣ, ତବେେ ଆମ୍ଭେ ବିରକ୍ତି ରେ ତୁମ୍ଭ ପାଖରୁ ଦୂ ରଇେ ୟିବା। ଆମ୍ଭେ ତୁମ୍ଭର ଦେଶକୁ ଏକ ମରୁଭୂମି ଓ ଜନଶୂନ୍ଯ ରେ ପରିଣତ କରିବା।

ସିଫନିୟ 3:7

ଆମ୍ଭେ କହିଲୁ, ତୁମ୍ଭେ ନିଶ୍ଚଯ ଆମ୍ଭକୁ ଭୟ କରିବ ଏବଂ ଆମ୍ଭ ନିଯମ ଶିଖିବ। ତୁମ୍ଭେ ଯଦି ଏହା କରିବ, ତବେେ ତୁମ୍ଭର ଘର କବେେ ବିନଷ୍ଟ ହବେନାହିଁ। ତୁମ୍ଭେ ଯଦି ଏହା କରିବ, ତବେେ ଆମ୍ଭର ଯୋଜନା ଅନୁସାରେ ଆମ୍ଭେ ତୁମ୍ଭକୁ ଦଣ୍ତ ଦବୋ ନାହିଁ। କିନ୍ତୁ ସହେି ମନ୍ଦ ଲୋକମାନେ ଶୀଘ୍ର ଉଠି ତାଙ୍କର ଦୁଷ୍ଟକର୍ମ କଲେ।

ଲୂକଲିଖିତ ସୁସମାଚାର 16:19

ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।

Interlinear

Choose Theme