Home Bibles ☰ Books ଯିରିମିୟ 17:25 · ଓଡ଼ିଆ ବାଇବେଲ
ଯିରିମିୟ 17:25 · ଓଡ଼ିଆ ବାଇବେଲ

' ତବେେ ଦାଉଦଙ୍କ ସିଂହାସନାରୂଢ଼ ଅଧିପତିଗଣ ଓ ରାଜଗଣ, ରଥରେ ଓ ଅଶ୍ବ ରେ ଚଢ଼ି ସମାନେେ ଓ ସମାନଙ୍କେର ଅଧିପତିମାନେ, ଯିହୁଦାର ଲୋକମାନେ ଓ ୟିରୁଶାଲମ ନିବାସୀମାନେ ଏହି ନଗରଦ୍ବାର ମଧିଅରେ ପ୍ରବେଶ କରିବେ ଓ ଏହି ନଗର ସଦାକାଳ ରହିବ।

Cross references

ଯାତ୍ରା ପୁସ୍ତକ 12:14

ତେଣୁ ତୁମ୍ଭମାନେେ ଭଲଭାବେ ମନରେଖ ଯେ, ଆଜି ରାତ୍ରିଟି ତୁମ୍ଭମାନଙ୍କ ପାଇଁ ସ୍ମରଣୀଯ ଦିନ ହବେ। ତୁମ୍ଭମାନେେ ଏହି ଦିନକୁ ସଦାପ୍ରଭୁଙ୍କର ପର୍ବରୂପେ ପଚାଳନ କରିବ। ତୁମ୍ଭର ଭବିଷ୍ଯତ ବଂଶଧରମାନେ ଏହି ପର୍ବ ପ୍ରତିବର୍ଷ ପାଳନ କରିବେ।

ଦିତୀୟ ବିବରଣ 17:16

କିନ୍ତୁ ସହେି ରାଜା ନିଜ ପାଇଁ ଅନକେ ଅଶ୍ବ ରଖିବ ନାହିଁ। କିଅବା ଅନକେ ଅଶ୍ବ ରଖିବା ନିମନ୍ତେ ଲୋକମାନଙ୍କୁ ମିଶରକକ୍ସ୍ଟ ପଠାଇବ ନାହିଁ। କାରଣ ସଦାପ୍ରଭୁ କହିଛନ୍ତି, 'ଏହି ସମୟଠାରକ୍ସ୍ଟ ତୁମ୍ଭମାନେେ ଆଉ ଏ ପଥରେ ଫରେିବ ନାହିଁ।'

ପ୍ରଥମ ଶାମୁୟେଲ 8:11

ଶାମକ୍ସ୍ଟଯଲେ କହିଲେ, ତକ୍ସ୍ଟମ୍ଭ ଉପରେ ୟିଏ ରାଜତ୍ବ କରିବ, ସେ ତୁମ୍ଭକୁ ଏ ପ୍ରକାର କରିବ। ସେ ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନଙ୍କୁ ତା'ର ସବୋ କରିବା ପାଇଁ ଓ ସୈନ୍ଯବାହୀନିର ସବୋ କରିବା ପାଇଁ ବାଧ୍ଯ କରିବ। ସମାନେେ ୟକ୍ସ୍ଟଦ୍ଧ ରେ ସନୋବାହିନୀର ୟୋଦ୍ଧା ଓ ରଥା ରୋହୀ ହବେ। ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନେ ରାଜାଙ୍କର ରଥ ଆଗେ ଆଗେ ଦୌଡିବେ।

ଦିତୀୟ ଶାମୁୟେଲ 7:16

ତକ୍ସ୍ଟମ୍ଭ ପରିବାର ଓ ତକ୍ସ୍ଟମ୍ଭ ରାଜତ୍ବ ଓ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଅନନ୍ତକାଳ ସ୍ଥିରିକୃତ ହବେ। ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାଯୀ ହବେ।

ଦିତୀୟ ଶାମୁୟେଲ 8:4

ଦାଉଦ ତାଠାରକ୍ସ୍ଟ 1 ,700 ଅଶ୍ବାରୋହୀ ଏବଂ 20 ,000 ପଦାତିକ ସୈନ୍ଯ ନେଲେ। ଦାଉଦ 100ଟି ଅଶ୍ବ ରଖିଲେ କିନ୍ତୁ ସେ ଅନ୍ୟ ଅଶ୍ବଗୁଡିକୁ ପଙ୍ଗକ୍ସ୍ଟ କରି ଦେଲେ।

ପ୍ରଥମ ରାଜାବଳୀ 9:4

ତୁମ୍ଭେ ତୁମ୍ଭ ପିତା ଦାଉଦଙ୍କ ପରି ମନପ୍ରାଣ ଦଇେ ଭକ୍ତି ଓ ସାଧୁତାର ସହିତ ଆମ୍ଭର ସବୋ କରିବ। ଯଦି ତୁମ୍ଭେ ସହେି ପରି କର ଏବଂ ଆମ୍ଭର ନିଯମ ଓ ଆମ୍ଭେ ଦେଉଥିବା ସମସ୍ତ ନିର୍ଦ୍ଦେଶ ମାନ।

ଗୀତସଂହିତା 89:29

ଆମ୍ଭେ ତାର ବଂଶକୁ ନିତ୍ଯସ୍ଥାଯୀ ବିରାଜମାନ କରିବା ଓ ତା'ର ସିଂହାସନକୁ ଆକାଶ ଥିବା ପର୍ୟ୍ଯନ୍ତ ରହିବ।

ଗୀତସଂହିତା 132:11

ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ବାସର ଗୋଟିଏ ଶପଥ କଲେ, ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।

ଯିଶାଇୟ 9:7

ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।

ଯିରିମିୟ 7:3

ଇଶ୍ରାୟେଲର ପରମେଶ୍ବର ସୈନ୍ଯାଧିପତି ସଦାପ୍ରଭୁ ଏହିକଥା କହନ୍ତି, 'ତୁମ୍ଭମାନେେ ନିଜ ନିଜ ଆଚରଣ ବଦଳାଇ ଉତ୍ତମ କାର୍ୟ୍ଯ କର। ତାହା ହେଲେ ଆମ୍ଭେ ତୁମ୍ଭମାନଙ୍କୁ ଏହି ସ୍ଥାନ ରେ ବାସ କରାଇବା।

ଯିରିମିୟ 7:7

ତବେେ ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଆମ୍ଭ ଦତ୍ତ ଦେଶ ଅନନ୍ତକାଳ ପର୍ୟ୍ଯନ୍ତ ଉପ ଭୋଗ କରିବାକୁ ଦବୋ।

ଯିରିମିୟ 13:13

ତା'ପ ରେ ତୁମ୍ଭେ ସମାନଙ୍କେୁ କହିବ, 'ସଦାପ୍ରଭୁ ଏହା କହନ୍ତି, ଦେଖ ! ସମସ୍ତ ଦେଶବାସୀଙ୍କୁ, ଦାଉଦର ଭବିଷ୍ଯତ୍ ବଂଶଧରମାନଙ୍କୁ ସମସ୍ତ ଯାଜକଗଣଙ୍କୁ, ସମସ୍ତ ଭବିଷ୍ଯତବକ୍ତାଙ୍କୁ ଏବଂ ୟିରୁଶାଲମ ନିବାସୀଙ୍କୁ ଆମ୍ଭେ ମାତାଲ ଲୋକମାନଙ୍କ ପରି ଅସହାୟ କରିବା।

ଯିରିମିୟ 22:4

ଆଉ ଯଦି ତୁମ୍ଭମାନେେ ପ୍ରକୃତ ରେ ଏହିସବୁ କାର୍ୟ୍ଯ କର, ତବେେ ଦାଉଦଙ୍କ ସିଂହାସନ ରେ ଉପବିଷ୍ଟ ରାଜାଗଣ ରଥରେ ଓ ଅଶ୍ବ ରେ ଚଢ଼ି, ସେ ଓ ତାଙ୍କର ଦାସଗଣଙ୍କ ସହିତ ସମସ୍ତ ଲୋକ ଏହି ଫାଟକ ଦଇେ ଗୃହ ରେ ପ୍ରବେଶ କରିବେ।

ଯିରିମିୟ 22:30

ସଦାପ୍ରଭୁ କହନ୍ତି, କନିଯ ବିଷଯ ରେ ଏହି କଥା ଲେଖ, ' ସେ ନିଃସନ୍ତାନ ହବେ। ସେ ନିଜ ଜୀବନକାଳ ମଧିଅରେ ଭାଗ୍ଯବାନ୍ ହବେ ନାହିଁ। କାରଣ ତାହାର ବଂଶର କୌଣସି ଲୋକ ଦାଉଦଙ୍କ ସିଂହାସନ ରେ ବସିବ ନାହିଁ କି ଯିହୁଦା ଉପ ରେ ଆପଣା ଶାସନ କତ୍ତୃର୍ତ୍ବ କରି ଭାଗ୍ଯବାନ ହବେ ନାହିଁ।'

Interlinear

Choose Theme