Home Bibles ଦିତୀୟ ବଂଶାବଳୀ 32:1 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 32:1 · ଓଡ଼ିଆ ବାଇବେଲ

ହିଜକିଯ ଏହି ସମସ୍ତ ବିଷଯ ବିଶ୍ବସ୍ତତାର ସହିତ ସମାପ୍ତ କରିବା ପରେ ଏହିପରି ଘଟିଲା, ଅଶୂରର ରାଜା ସନ୍ ହରେୀବ୍ ଯିହୁଦା ଦେଶ ଆକ୍ରମଣ କରିବାକୁ ଆସିଲେ। ସନ୍ ହରେୀବ୍ ଓ ତାଙ୍କର ସୈନ୍ଯଦଳ ଦୁର୍ଗଗୁଡ଼ିକର ବାହା ରେ ଛାଉଣୀ ସ୍ଥାପନ କଲେ। ସେ ସହେି ସହରଗୁଡ଼ିକୁ ପରାସ୍ତ କରିବାର ଯୋଜନା କରିଥିବାରୁ ଏହିପରି କଲେ। ସନ୍ ହରେୀବ୍ ନିଜ ନିମନ୍ତେ ଏହିସବୁ ସହର ଜଯ କରିବାକୁ ଇଚ୍ଛା କରୁଥିଲେ।

Cross references

ଦିତୀୟ ରାଜାବଳୀ 15:19

ଅଶୂରର ରାଜା ପୂଲ୍ ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବାରୁ ମନ ହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1,000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ଯ ସୁଦୃଢ କରିବାକୁ ତାଙ୍କୁ ସାହାର୍ୟ୍ଯ କରିବେ।

ଦିତୀୟ ରାଜାବଳୀ 17:6

ହାେେଶୟ ରାଜତ୍ବର ନବମ ବର୍ଷ ରେ ଅଶୂରର ରାଜା ଶମରିଯା ଅଧିକାର କଲେ। ସେ ଇଶ୍ରାୟେଲୀୟମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା ଓ ସମାନଙ୍କେୁ ଓ ଗୋଶୋନ ନଗର ହାବୋର ନଦୀର ହଲହ ରେ ଓ ମାଦୀଯମାନଙ୍କ ନାନା ଦେଶ ରେ ରଖିଲେ।

ଦିତୀୟ ରାଜାବଳୀ 18:11

ଏହାପରେ ଅଶୂରର ରାଜା ଇଶ୍ରାୟେଲୀୟମାନଙ୍କୁ ବନ୍ଦୀ ରୂପେ ଅଶୂରକୁ ନଇେ ହଲହ ରେ, ହାବୋର ରେ, ଗୋଶନ ନଦୀ କୂଳ ରେ ଓ ମାଦୀଯମାନଙ୍କ ବିଭିନ୍ନ ନଗର ରେ ସମାନଙ୍କେୁ ରଖିଲେ।

ଦିତୀୟ ରାଜାବଳୀ 18:13

ଅନନ୍ତର ହିଜକିଯଙ୍କର ରାଜତ୍ବର ଚତୁଃର୍ଦ୍ଦଶ ବର୍ଷ ରେ ଅଶୂରର ରାଜା ସନ୍ ହରେୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ।

ଦିତୀୟ ରାଜାବଳୀ 19:19

ତେଣୁ ସେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ମୁଁ ବିନଯ କରୁଛି। ଅଶୂରର ରାଜା ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତେଣୁ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ବର ଅଟ, ଏହା ପୃଥିବୀସ୍ଥ ସମୁଦାଯ ରାଜ୍ଯ ଜାଣିବେ।

ଦିତୀୟ ବଂଶାବଳୀ 20:1

ପରେ ମାୟୋବୀଯ, ଅେମ୍ମାନୀୟ ଓ କେତକେ ଅେମ୍ମାନୀୟ ଲୋକ ଯିହାଶାଫେଟ୍ଙ୍କ ସହିତ ୟୁଦ୍ଧ କରିବାକୁ ଆସିଲେ।

ଦିତୀୟ ବଂଶାବଳୀ 35:20

ଯୋଶିୟଯ ମନ୍ଦିର ନିମନ୍ତେ ସହେି ସମସ୍ତ ଉତ୍ତମ କାର୍ୟ୍ଯ କରିଥିଲେ। ପରେ, ମିଶରର ରାଜା ନଖୋ, ଫରାତ୍ ନଦୀ ନିକଟରେ ଥିବା କର୍କମୀଶ ସହର ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଲେ। ରାଜା ଯୋଶିୟଯ ନଖୋ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଗଲେ।

ଯିଶାଇୟ 7:17

ମାତ୍ର ତୁମ୍ଲଭମାଲନ ସଦାପ୍ରଭୁଙ୍କୁ ଭୟ କରିବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଏକ ଦୁଃଖ ସମୟ ଆଣିଲବ।ସସହି ଦୁଃସମୟ ତୁମ୍ଭସଲାକମାନଙ୍କ ପାଇଁ ଆସିବ ଓ ତୁମ୍ଭ ପିତୃବଂଶ ପାଇଁ ଆସିବ। ପରଲମଶ୍ବର କ'ଣ କରିଲବ ?ସସ ଅଶୂରର ରାଜାଙ୍କୁ ତୁମ୍ଭ ବିରୁଦ୍ଧସର ଲଢ଼ିବାକୁ ଆଣିଲବ।

ଯିଶାଇୟ 8:6

ମାରେ ପ୍ରଭୁ କହିଲେ, ଏହି ଲୋକମାନେ ଶୀଲୋହର ଧୀରଷୋର୍ତକୁ ଅଗ୍ରାହ୍ଯ କରି ଉତ୍ସୀନ୍ ଓ ରମଲୀଯର ପୁତ୍ର, ପକହେ ସହିତ ଆନନ୍ଦ କରୁଛନ୍ତି।

ଯିଶାଇୟ 10:5

ପରମେଶ୍ବର କହିବେ, ମୁଁ ଅଶୂରକୁ ଏକ ୟଷ୍ଟିରୂପେ ବ୍ଯବହାର କରିବି। ଏହି କୋର୍ଧରୂପକ ଦଣ୍ଡ ଇଶ୍ରାୟେଲକୁ ଶାସ୍ତି ଦବେେ।

ଯିଶାଇୟ 10:32

ସହେିଦିନ ସୈନ୍ଯବାହିନୀ ନୋବ ରେ ଅଟକିବେ। ୟିରୁଶାଲମର ସିଯୋନ ପର୍ବତ ବିରୁଦ୍ଧ ରେ ୟୁଦ୍ଧ ପାଇଁ ସମାନେେ ପ୍ରସ୍ତୁତ ହବେେ।

ଯିଶାଇୟ 36:1

ରାଜା ହିଜକିଯଙ୍କ ଚତୁର୍ଦ୍ଦଶ ବର୍ଷ ରାଜତ୍ବ କାଳ ରେ ଅଶୂରର ରାଜା ସନ୍ ହରେୀବ ସୁଦୃଢ଼ ପ୍ରାଚୀର ବେଷ୍ଟିତ ଯିହୁଦାର ନଗର ସବୁକୁ ଆକ୍ରମଣ କରି ତାକୁ ଅଧିକାର କଲେ।

ଯିଶାଇୟ 37:37

ତେଣୁ ଅଶୂର ରାଜା ସନ୍ ହରେୀବ ନୀନିବୀକୁ ପ୍ରସ୍ଥାନ କଲା ଓ ସଠାେ ରେ ବାସ କଲା।

ହୋଶେୟ 11:5

ଇଶ୍ରାୟେଲୀୟମାନେ ପରମେଶ୍ବରଙ୍କ ନିକଟକୁ ଫରେିବାକୁ ମନା କଲେ। ତେଣୁ ସେଥିପାଇଁ ସମାନେେ ମିଶର ଯିବେ। ଅଶୂରର ରାଜା ସମାନଙ୍କେର ରାଜା ହବେେ।

ମୀଖା 2:13

ତା'ପ ରେ ଭଗ୍ନକାରୀଦଳ ଲୋକମାନଙ୍କର ନତେୃତ୍ବ ନବେେ। ସମାନେେ ପ୍ରବେଶପଥକୁ ଭାଙ୍ଗି ସହେି ନଗରୀକୁ ପରିତ୍ଯାଗ କରିଛନ୍ତି। ସମାନଙ୍କେର ରାଜା ସମାନଙ୍କେର ଅଗ୍ରଗାମୀ ଓ ତାଙ୍କ ଲୋକମାନଙ୍କର ସମ୍ମୁଖ ରେ ସଦାପ୍ରଭୁ ମଧ୍ଯ ଥିବେ।

Interlinear

Choose Theme