Home Bibles ☰ Books ଯିଖରିୟ 9:8 · ଓଡ଼ିଆ ବାଇବେଲ
ଯିଖରିୟ 9:8 · ଓଡ଼ିଆ ବାଇବେଲ

ଆମ୍ଭେ ନିଜ ଦେଶ ରେ ଛାଉଣୀ ସ୍ଥାପନ କରିବା, ପ୍ରହରୀ ହବୋ ଶତୃମାନଙ୍କ ବିରୁଦ୍ଧ ରେ। କୌଣସି ଅତ୍ଯାଗ୍ଭର ପୂନର୍ବାର ତାଙ୍କୁ ଦଳିତ କରିବ ନାହିଁ, କାରଣ ବର୍ତ୍ତମାନ ମୁଁ ମାରେ ସ୍ବଚକ୍ଷୁ ରେ ଦେଖୁଛି। ମାେ ସ୍ବଚକ୍ଷୁ ରେ ମାରେ ଲୋକମାନଙ୍କର ୟନ୍ତ୍ରଣା ଦେଖୁଅଛି।

Cross references

ଆଦି ପୁସ୍ତକ 32:1

ଏଣୁ ଯାକୁବ ସହେିସ୍ଥାନ ଛାଡ଼ିଲେ। ସେ ୟିବା ବାଟରେ ପରମେଶ୍ବରଙ୍କ ଦୂତମାନେ ତାଙ୍କୁ ଭଟେିଲେ।

ଯାତ୍ରା ପୁସ୍ତକ 3:7

ଏହାପରେ ସଦାପ୍ରଭୁ କହିଲେ, ଆମ୍ଭେ ମିଶର ରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଛୁ ଏବଂ ମିଶରୀଯବାସୀ ସମାନଙ୍କେୁ ୟନ୍ତ୍ରଣା ଦବୋ ସମୟରେ ଆମ୍ଭେ ସମାନଙ୍କେର କ୍ରନ୍ଦନ ଶୁଣିଛୁ। ଆମ୍ଭେ ସମାନଙ୍କେର ୟନ୍ତ୍ରଣା ସବୁ ଜାଣିଛୁ।

ଯାତ୍ରା ପୁସ୍ତକ 3:9

ଆମ୍ଭେ ଇଶ୍ରାୟେଲୀୟ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଛୁ ମିଶରୀଯମାନେ ସମାନଙ୍କେୁ କିପରି ଦୌରାତ୍ମ୍ଯ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି।

ଦିତୀୟ ଶାମୁୟେଲ 16:12

ଏହା ହାଇପୋ ରେ ଯେ, ସଦାପ୍ରଭୁ ମାେ ପ୍ରତି ଅନ୍ଯାଯ ହେଉଥିବାର ଦେଖିବେ ଏବଂ ଶିମିଯିର ଅଭିଶାପ ବଦଳ ରେ ସେ ମାେତେ ଆଶୀର୍ବାଦ କରିବେ।

ଦିତୀୟ ରାଜାବଳୀ 19:34

ମୁଁ ଏହି ନଗରକୁ ରକ୍ଷା କରିବି। ମାେ ନିଜ ସକାେଶ ଓ ମାରେ ଦାସ ଦାଉଦ ନିମନ୍ତେ ମୁଁ ଏ ନଗରକୁ ସୁରକ୍ଷା ଦବେି।

ଦିତୀୟ ରାଜାବଳୀ 23:29

ଯୋଶିୟଯଙ୍କ ରାଜତ୍ବ କାଳ ରେ ମିଶରର ରାଜା ଫାରୋ-ନଖୋଶୂରୀଯ ରାଜା ବିପକ୍ଷ ରେ ୟୁଦ୍ଧ କରିବାକୁ ଫରତ ନଦୀ ଆଡକୁ ୟାତ୍ରା କଲେ। ଯୋଶିୟଯ ଫାରୋ ସହିତ ମାଗିଦ୍ଦୋ ନିକଟରେ ଭଟେିବାକୁ ଗଲେ। ସହେିଠା ରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ।

ଦିତୀୟ ରାଜାବଳୀ 24:1

ଯିହାୟୋକୀମ୍ର ରାଜତ୍ବ କାଳ ରେ, ବାବିଲର ରାଜା ନବୂଖଦ୍ନିତ୍ସର ୟିହୂଦା ଓ ଯିହାୟୋକୀମ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା'ପରେ ସେ ତାଙ୍କୁ ଅମାନ୍ଯ କରି ତାଙ୍କର ବିଦ୍ରୋହୀ ହେଲ।

ଗୀତସଂହିତା 34:7

ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସମାନଙ୍କେ ପାଖରେ ଥାଆନ୍ତି, ସେ ସମାନଙ୍କେୁ ଉଦ୍ଧାର କରନ୍ତି।

ଗୀତସଂହିତା 46:1

ପରମେଶ୍ବର ଆମ୍ଭମାନଙ୍କର ଆଶ୍ରଯ ଓ ବଳ। ଆମ୍ଭେ ବିପଦ ସମଯରେ ତାଙ୍କର ସାହାୟ୍ଯ ପାଇପାରୁ।

ଗୀତସଂହିତା 72:4

ରାଜା ଧନହୀନ ଲୋକମାନଙ୍କ ପ୍ରତି ନ୍ଯାଯକାରୀ ରୁହନ୍ତୁ। ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ। ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।

ଗୀତସଂହିତା 125:1

ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖନ୍ତି ସମାନେେ ସିୟୋନ୍ ପର୍ବତ ତୁଲ୍ଯ। ସମାନେେ କବେେ ମଧ୍ଯ ଥରିବେ ନାହିଁ। ସମାନେେ ନିତ୍ଯସ୍ଥାଯୀ ହାଇେ ବଞ୍ଚି ରହିବେ।

ହିତୋପଦେଶ 3:25

ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତି ବିନାଶକୁ ଭୟ କର ନାହିଁ।

ଯିଶାଇୟ 4:5

ସେତବେେଳେ ପରମେଶ୍ବର ତାଙ୍କର ଲୋକମାନଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିବେ। ଦିବସ ରେ ପରମେଶ୍ବର ଧୂମର ମେଘ ସୃଷ୍ଟି କରିବେ ଓ ରାତ୍ରି ରେ ଜ୍ବଳନ୍ତ ଅଗ୍ନି ଶିଖା ସୃଷ୍ଟି କରିବେ। ଆଉ ଏହା ପ୍ରମାଣିତ ହବେ ଯେ ସିୟୋନର ସମସ୍ତ ପର୍ବତ ଓ ସମସ୍ତ ଆବାସ ଉପର ଆକାଶ ଏହି ଧୂମ ରୂପକ ମେଘ ରେ ଆଚ୍ଛାଦିତ ହବେ। ପ୍ରେତ୍ୟକକ ଲୋକର ସୁରକ୍ଷା ପାଇଁ ଚନ୍ଦ୍ରାତାପ ବିସ୍ତୃତ ହବେ।

Interlinear

Choose Theme