Home Bibles ☰ Books ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:9 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:9 · ଓଡ଼ିଆ ବାଇବେଲ

ଶୟତାନର ସନୋବାହିନୀ ପୃଥିବୀର ପ୍ରେତ୍ୟକକ ସ୍ଥାନକୁ ଯାଇ ପରମେଶ୍ବରଙ୍କର ଲୋକମାନଙ୍କ ଶିବିରଗୁଡ଼ିକୁ ଓ ପରମେଶ୍ବରଙ୍କ ପ୍ରିୟ ନଗରକୁ ନଇଗେଲେ। କିନ୍ତୁ ସ୍ବର୍ଗରୁ ଅଗ୍ନି ଆସିଲା ଓ ତା'ର ସନୋବାହିନୀକୁ ବିନାଶ କରି ଦଲୋ।

Cross references

ଆଦି ପୁସ୍ତକ 19:24

ଠିକ୍ ସହେି ସମୟରେ, ସଦାପ୍ରଭୁ ସଦୋମ ଏବଂ ହ ମାରେକୁ ଧ୍ବଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହ ମାରୋ ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ।

ଯାତ୍ରା ପୁସ୍ତକ 9:23

ତେଣୁ ମାଶାେ ତାଙ୍କର ଆଶାବାଡିକୁ ଆକାଶ ଆଡେ ବିସ୍ତାର କଲେ ଏବଂ ସଦାପ୍ରଭୁ ବଜ୍ର ବୃଷ୍ଟି କଲେ। ବିଜୁଳି ମାରିଲା ଏବଂ ମିଶରର ଚାରିଆଡେ ଶିଳାବୃଷ୍ଟି ହେଲା।

ଲେବୀୟ ପୁସ୍ତକ 10:2

ତେଣୁ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ସମାନଙ୍କେୁ ଗ୍ରାସ କଲା ଓ ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ମଲେ।

ଗଣନା ପୁସ୍ତକ 11:1

ତା'ପରେ ଲୋକମାନେ ସଦାପ୍ରଭୁଙ୍କଠା ରେ ଅଭିଯୋଗ କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ତାହା ଶୁଣିବାରୁ ତାଙ୍କର କୋରଧ ପ୍ରଜ୍ବଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସମାନଙ୍କେ ମଧିଅରେ ପ୍ରଜ୍ବଳିତ ହାଇେ ଛାଉଣୀର ପ୍ରାନ୍ତଭାଗ ଗ୍ରାସ କଲା।

ଗଣନା ପୁସ୍ତକ 16:35

ଏହାପରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହାଇେ ସହେି 250ଧୁପ ଉତ୍ସର୍ଗକାରୀଙ୍କୁ ଗ୍ରାସ କଲା।

ଦିତୀୟ ରାଜାବଳୀ 1:10

ଏଲିଯ ସହେି ପଗ୍ଭଶ ଲୋକ ଅଧିନାଯକଙ୍କୁ କହିଲେ, ଯଦି ମୁଁ ପରମେଶ୍ବରଙ୍କ ଲୋକ ହାଇେଥାଏ, ତବେେ ସ୍ବର୍ଗରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭର ପଗ୍ଭଶ ଲୋକଙ୍କୁ ଗ୍ରାସ କରୁ।

ଦିତୀୟ ରାଜାବଳୀ 6:15

ଇଲୀଶାୟର ଦାସ ପ୍ରତ୍ଯୁଷରୁ ଉଠି ବାହାରକୁ ଗଲା ଓ ନଗରର ଚତୁର୍ଦ୍ଦିଗ ରେ ଅଶ୍ବାରୋହୀ ଓ ରଥା ରୋହୀମାନଙ୍କୁ ବେଢି ରହିଥିବାର ଦେଖିଲା।

ଆୟୁବ ପୁସ୍ତକ 38:18

ଆୟୁବ ତୁମ୍ଭେ ବୁଝିପାରୁଛ କି ପୃଥିବୀ କେତେ ବଡ଼ ଅଟେ ? ଯଦି ତୁମ୍ଭେ ଜାଣ ଉତ୍ତର ଦିଅ।

ଗୀତସଂହିତା 48:1

ସଦାପ୍ରଭୁ ମହାନ୍ ଅଟନ୍ତି। ଆମ୍ଭର ପରମେଶ୍ବରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।

ଗୀତସଂହିତା 74:2

ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ। ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ ଏବଂ ସିଯୋନ୍ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ।

ଗୀତସଂହିତା 97:3

ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ଝରି ତାଙ୍କର ଶତ୍ରୁଗଣକୁ ବିନାଶ କରେ।

ଗୀତସଂହିତା 106:18

ଏହାପରେ ସମାନଙ୍କେ ଦିନ ମଧ୍ୟରେ ଅଗ୍ନି ପ୍ରଜ୍ଜ୍ବଳିତ ହେଲା। ଏବଂ ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦଗ୍ଧ କଲା।

Interlinear

Choose Theme