ସଦାପ୍ରଭୁ କୁହନ୍ତି, ସଦେିନ ଆମ୍ଭେ ପ୍ରେତ୍ୟକକ ଅଶ୍ବକୁ ଭୟଭୀତ କରାଇବା ଏବଂ ଅଶ୍ବାରୋହୀର ମତିଭ୍ରମ ହବେ। ଆମ୍ଭେ ଦେଶମାନଙ୍କର ସମସ୍ତ ଅଶ୍ବକୁ ଅନ୍ଧ କରିଦବୋ, ମାତ୍ର ମାରେ ଚକ୍ଷୁ ଖାେଲା ରହିବ ଏବଂ ଯିହୁଦା ଉପ ରେ ମାରେ ସତର୍କ ଦୃଷ୍ଟି ରହିବା
Cross references
ସଦାପ୍ରଭୁ ତୁମ୍ଭମାନଙ୍କୁ ଉନ୍ନାଦ ଓ ଅନ୍ଧତା ଓ ତିତ୍ତ ସ୍ତବ୍ଧତା ଦ୍ବାରା ଆଘାତ କରିବେ।
ଦୟାକରି ଏହି ମନ୍ଦିର ଉପରେ ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଯାହାକି ତୁମ୍ଭେ କହିଥିଲ, ' ମାରେ ନାମ' ସଠାେରେ ସମ୍ମାନ୍ବିତ ହବେ। ଦୟାକରି ଶୁଣିବା ଲୋକକୁ କୃପା କର। ଯାହା ତୁମ୍ଭର ଦାସଗଣ କୃତଜ୍ଞଭାବରେ ଏହି ମନ୍ଦିର ରେ ତୁମ୍ଭଙ୍କୁ ପ୍ରାର୍ଥନା କରୁଛନ୍ତି।
ତା'ପରେ ଅରାମର ରାଜା ଅଶ୍ବାରୋହୀ, ରଥା ରୋହୀ ଓ ଏକ ବିରାଟ ସୈନ୍ଯବାହିନୀକୁ ଦୋଥନ ପଠାଇଲେ। ସମାନେେ ରାତ୍ରି ରେ ନଗରଟିକୁ ଚତୁର୍ଦ୍ଦିଗରୁ ବେଷ୍ଟନ କଲେ।
ତା'ପରେ ଅରାମର ସୈନ୍ଯଗଣ ଇଶ୍ରାୟେଲ ରେ ପହନ୍ଚିଲେ। ଇଲୀଶାୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ମୁଁ ବିନଯ କରୁଛି, ସହେି ଲୋକମାନଙ୍କୁ ଅନ୍ଧ କରି ଦିଅନ୍ତୁ।
ମୁଁ ପ୍ରାର୍ଥନା କରେ ଯେ, ଏହି ମନ୍ଦିର ପ୍ରତି ଦିବାରାତ୍ରି ଦୃଷ୍ଟିପାତ କରିବା ନିମନ୍ତେ ତୁମ୍ଭର ଚକ୍ଷୁ ଯେପରି ଉନ୍ମୁକ୍ତ ରହିଥାଉ। ତୁମ୍ଭେ କହିଅଛ ଯେ, ତୁମ୍ଭେ ଏହି ସ୍ଥାନ ଉପରେ ତୁମ୍ଭର ନାମ ସ୍ଥାପନ କରିବ। ମୁଁ ଏହି ମନ୍ଦିର ଆଡ଼େ ଚାହିଁ ପ୍ରାର୍ଥନା କରିବା ସମୟରେ ତୁମ୍ଭେ ମାରେ ପ୍ରାଥର୍ନା ଶୁଣିବ।
ବର୍ତ୍ତମାନ, ହେ ମାରେ ପରମେଶ୍ବର, ତୁମ୍ଭେ ତୁମ୍ଭର ଚକ୍ଷୁ ଓ କର୍ଣ୍ଣ ଉନ୍ମୁକ୍ତ କରିବାକୁ ମୁଁ ତୁମ୍ଭକୁ ନିବଦନେ କରେ। ଆମ୍ଭମାନେେ ଏହି ସ୍ଥାନ ରେ ଯେଉଁ ପ୍ରାର୍ଥନା କରୁଅଛୁ, ତାହା ଶୁଣ।
ବର୍ତ୍ତମାନ, ଆମ୍ଭର ଚକ୍ଷୁ ଉନ୍ମୁକ୍ତ ହବେ ଓ ଏହି ସ୍ଥାନ ରେ ଯେଉଁସବୁ ପ୍ରାର୍ଥନା କରାୟିବ, ତାହାକୁ ଆମ୍ଭର କର୍ଣ୍ଣ ଧ୍ଯାନପୂର୍ବକ ଶୁଣିବ।
ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମାରେ ପ୍ରାର୍ଥନା ପ୍ରତି ଧ୍ଯାନ ଦିଅ। ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇଶ୍ରାୟେଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧ ରେ କରିଥିବା ପାପ ଆମ୍ଭେ ସ୍ବୀକାର କରିଛୁ। ଉତ୍ତଯ ମୁଁ ଓ ମାରେ ପରିବାର ପାପ କରିଛୁ।
ସହେି ସୈନିକମାନେ ଭାବୁଥିଲେ, ସମାନେେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି। କିନ୍ତୁ ସମାନେେ ବର୍ତ୍ତମାନ ୟୁଦ୍ଧ ଭୂମିରେ ମରିପଡ଼ିଛନ୍ତି। ସମାନଙ୍କେର ଶରୀର କ୍ଷତବିକ୍ଷତ ହାଇେଅଛି। ସହେି ଯୋଦ୍ଧା ସୈନିକମାନଙ୍କ ମଧ୍ଯରୁ କହେି ହସ୍ତ ଉଠାଇ ପାରି ନ ଥିଲେ।
ସଦେିନ ସଦାପ୍ରଭୁ ଉର୍ଦ୍ଧ୍ବସ୍ଥ ସୈନ୍ଯଙ୍କୁ ସୀମାନ୍ତଙ୍କୁ ଉର୍ଦ୍ଧ୍ବ ରେ ଓ ପୃଥିବୀସ୍ଥ ରାଜାମାନଙ୍କୁ ପୃଥିବୀ ରେ ପ୍ରତିଫଳ ଦବେେ।
ହେ ସଦାପ୍ରଭୁ ଦୟାକରି କର୍ଣ୍ଣ ଦଇେ ଶୁଣ, ହେ ସଦାପ୍ରଭୁ, ଚକ୍ଷୁ ଖାଲିେ ଦେଖ। ପୁଣି ଜୀବନ୍ତ ପରମେଶ୍ବରଙ୍କୁ ଧିକ୍କାର କରିବା ପାଇଁ ସନ୍ ହରେୀବ ଯାହା କିଛି ପଠାଇଛି, ତାହାର ସହେି ସବୁକଥା ଶୁଣ।
ଆମ୍ଭେ ସମାନଙ୍କେୁ ସୁରକ୍ଷା ଦବୋ। ଆମ୍ଭେ ସମାନଙ୍କେୁ ଭଗ୍ନ କରିବା ନାହିଁ, ଆମ୍ଭେ ସମାନଙ୍କେୁ ନର୍ମାଣ କରିବା। ପୁଣି ଆମ୍ଭେ ସମାନଙ୍କେୁ ଉତ୍ପାଟନ କରିବା ନାହିଁ, ଆମ୍ଭେ ସମାନଙ୍କେୁ ରୋପଣ କରିବା।
ମୁଁ ତୁମ୍ଭକୁ ବନ୍ଦୀ କରିବି, ତୁମ୍ଭ କଳପାଟି ରେ ଅଙ୍କୁଶ ଦବେି। ଆଉ ମୁଁ ତୁମ୍ଭକୁ, ତୁମ୍ଭର ସୈନ୍ଯମାନଙ୍କୁ ଓ ଅଶ୍ବ ଏବଂ ଅଶ୍ବାରୋହୀଗଣଙ୍କୁ ବାହାର କରି ଆଣିବି। ସମାନେେ ସମସ୍ତେ ସମ୍ପୂର୍ଣ୍ଣ ୟୁଦ୍ଧ ବେଶ ରେ ସୁସଜ୍ଜିତ ଥିବେ ଏବଂ ସମାନେେ ସମସ୍ତ ଫଳକ, ଢ଼ାଲ ଓ ଖଡ୍ଗ ଧାରଣ କରିଥିବେ।
ତୁମ୍ଭମାନେେ ଆମ୍ଭ ମଜେ ରେ ଅଶ୍ବ, ରଥ, ବୀର ଓ ସବୁ ୟୋଦ୍ଧାମାନଙ୍କୁ ଖାଇ ତୃପ୍ତ ହବେ।' ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।