Home Bibles ☰ Books ଯିଖରିୟ 11:3 · ଓଡ଼ିଆ ବାଇବେଲ
ଯିଖରିୟ 11:3 · ଓଡ଼ିଆ ବାଇବେଲ

ମଷେପାଳକମାନଙ୍କର ବିଳାପ ଶୁଣ। କାରଣ ସମାନଙ୍କେର ଶକ୍ତିଶାଳୀ ନେତାମାନେ ଧ୍ବଂସ ହେଲେ। ୟୁବା ସିଂହମାନଙ୍କର ରବ ଶୁଣ। କାରଣ ଯିହୁଦାର ଗର୍ବ ଧ୍ବଂସ ହାଇେଛି।

Cross references

ପ୍ରଥମ ଶାମୁୟେଲ 4:21

ସେ ସହେି ବାଳକର ନାମ ଐ-କାବୋଦ୍ ଦଲୋ। ତା'ର ଅର୍ଥ, ଇଶ୍ରାୟେଲରକ୍ସ୍ଟ ଗୌରବ ଗ୍ଭଲି ୟାଇଛି।ଏହା ଧାରଣା ଦିଏ ଯେ ସଦାପ୍ରଭୁଙ୍କର ସିନ୍ଦକ୍ସ୍ଟକ ଧରା ପଡିଛି ଏବଂ ତା'ର ଶ୍ବଶକ୍ସ୍ଟର ଓ ସ୍ବାମୀ ମୃତକ୍ସ୍ଟ୍ଯ ବରଣ କରିଥିଲେ।

ଗୀତସଂହିତା 22:21

ମାେତେ ସିଂହ ମୁଖରୁ ଉଦ୍ଧାର କର। ମାେତେ ଷଣ୍ଢର ମୁନିଆ ଶିଙ୍ଗରୁ ବଞ୍ଚାଅ।

ଯିଶାଇୟ 65:15

ପୁନଶ୍ଚ ତୁମ୍ଭମାନେେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପରୂପେ ରଖାୟିବ। ତେଣୁ ମାରେ ପ୍ରଭୁ ସଦାପ୍ରକୁ ତୁମ୍ଭକୁ ବଧ କରିବେ। ସେ ନିଜର ଦାସମାନଙ୍କୁ ଅନ୍ୟ ନାମ ରେ ନାମିତ କରିବେ।

ଯିରିମିୟ 2:15

ୟୁବା ସିଂହାସନ ତାହା ଉପ ରେ ଗର୍ଜନ ଓ ହୁଙ୍କାର କରିଅଛନ୍ତି। ସମାନେେ ତାହାର ଦେଶସବୁ ଧ୍ବଂସ କରିଅଛନ୍ତି। ତାହାର ନଗରଗୁଡ଼ିକ ଦଗ୍ଧ କରିଛନ୍ତି ଓ ତାହାକୁ ଜନଶୂନ୍ଯ କରିଛନ୍ତି।

ଯିରିମିୟ 2:30

ଆମ୍ଭେ ବୃଥା ରେ ତୁମ୍ଭ ସନ୍ତାନଗଣଙ୍କୁ ଦଣ୍ଡ ଦଇେଅଛୁ। ମାତ୍ର ଏହାର ଫଳ କିଛି ହେଲା ନାହିଁ। କାରଣ ତୁମ୍ଭମାନେେ ଠିକ୍ ବାଟକୁ ଫରେିଲ ନାହିଁ। ତୁମ୍ଭମାନେେ ତୁମ୍ଭ ଖଡ୍ଗ ରେ ତୁମ୍ଭର ଭବିଷ୍ଯଦବକ୍ତାଗଣଙ୍କୁ ହତ୍ଯା କରିଅଛ। ଆଉ ଭୟଙ୍କର ସିଂହ ତୁଲ୍ଯ ସମାନଙ୍କେୁ ଗ୍ରାସ କରିଅଛ।

ଯିରିମିୟ 7:4

ଏହିସବୁ ସଦାପ୍ରଭୁଙ୍କର ମନ୍ଦିର, ସଦାପ୍ରଭୁଙ୍କ ନାମ ରେ ମିଥ୍ଯା କହୁଥିବା ଲୋକମାନଙ୍କୁ ବିଶ୍ବାସ କର ନାହିଁ।

ଯିରିମିୟ 7:11

ଆମ୍ଭ ନାମ ରେ ପ୍ରସିଦ୍ଧିଲାଭ କରିଥିବା ଏହି ମନ୍ଦିର ତୁମ୍ଭମାନଙ୍କ ଦୃଷ୍ଟି ରେ କ'ଣ ଚୋରମାନଙ୍କର ଗହ୍ବର ହାଇେଅଛି ?' ସଦାପ୍ରଭୁ କହନତି, ତୁମ୍ଭମାନେେ ନିଶ୍ଚଯ ଜାଣିବ ଯେ ଯାହାସବୁ ହେଉଛି ଆମ୍ଭେ ମଧ୍ଯ ଦେଖୁଅଛୁ।

ଯିରିମିୟ 25:34

ହେ ମଷେପାଳକଗଣ, ତୁମ୍ଭମାନେେ ହାହାକାର ଓ କ୍ରନ୍ଦନ କର। ହେ ମଷଗେଣର ଅଧିପତିମାନେ, ତୁମ୍ଭମାନେେ ଭୂମିରେ ଗଡ଼। କାରଣ ତୁମ୍ଭମାନଙ୍କର ହତ୍ଯା ସମୟ ବର୍ତ୍ତମାନ ଆଗତ ହେଲା। ତୁମ୍ଭମାନଙ୍କୁ ଆମ୍ଭେ ଖଣ୍ଡ ଖଣ୍ଡ କରିବା। ତୁମ୍ଭମାନେେ ଭଗ୍ନପାତ୍ର ତୁଲ୍ଯ ବିକ୍ଷିପ୍ତ ହାଇପେଡ଼ିବ।

ଯିରିମିୟ 25:36

ମୁଁ ମଷେପାଳକମାନଙ୍କର ଚିତ୍କାର ଓ ମଷେପଲର ଅଧିପତିମାନଙ୍କର ସ୍ବର ଶୁଣିଅଛି। କାରଣ ସଦାପ୍ରଭୁ ସମାନଙ୍କେର ବାସସ୍ଥାନ ଉଜାଡ଼ କରିଅଛନ୍ତି।

ଯିରିମିୟ 26:6

ଯବେେ ତୁମ୍ଭମାନେେ ଆମ୍ଭର ଆଜ୍ଞା ପାଳନ ନ କରିବ, ତବେେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ଯ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।'

ଯିରିମିୟ 49:19

ଏବଂ ୟର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାଯୀ ଚାରଣ ଭୂମିରେ ଥିବା ସହେିମାନଙ୍କୁ ଦୂରକରି ଦବୋ ପାଇଁ ଆସିବା ପରି, ଆମ୍ଭେ ହଠାତ୍ ସମାନଙ୍କେ ସ୍ଥାନରୁ ଇଦୋମକୁ ଅନୁଧାବନ କରିବା। ଆଉ ଆମ୍ଭର ମନୋନୀତ ଲୋକ ତାହା ଉପ ରେ ଶାସନ କରିବା ପାଇଁ ଆମ୍ଭେ ନିୟୁକ୍ତ କରିବା। କାରଣ ମାେ ପରି କିଏ ଅଛି ? ଏପରି ପାଳକ କହେି ଅଛି, ୟିଏ କି ଆମ୍ଭ ସମ୍ମୁଖ ରେ ଠିଆ ହବେ ?

ଯିରିମିୟ 50:44

ପୁଣି ସଦାପ୍ରଭୁ କହନ୍ତି, ପୁଣି ୟର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାଯୀ ଚାରଣଭୂମିରେ ଥିବା ସହେିମାନଙ୍କୁ ଭୟ ଦବୋ ପାଇଁ ଆସିବା ପରି ଆମ୍ଭେ ସମାନଙ୍କେୁ ହଠାତ୍, ସମାନଙ୍କେ ଦେଶରୁ ତଡ଼ିଦବୋ। କାହାକୁ ଆମ୍ଭେ ଏଠା ରେ ନିୟୁକ୍ତ କରିବା, କାରଣ ମାେ ପରି କହେି ନୁହଁନ୍ତି ? ସଠାେ ରେ ଆମ୍ଭକୁ ପ୍ରତି ରୋଧ କରିବା ପାଇଁ କିଏ ଅଛନ୍ତି ? ଆମ୍ଭ ସମ୍ମୁଖ ରେ ଠିଆ ହେଲାପରି ପାଳକ କିଏ ଅଛନ୍ତି ?

ଯିହିଜିକଲ 19:2

ତୁମ୍ଭର ମାଆ ଗୋଟିଏ ସିଂହୀ ପରି ଥିଲା ଓ ସିଂହଗଣ ମଧିଅରେ ଶଯନ କଲା। ସେ ପୁଣି ୟିବା ସିଂହଗଣ ମଧିଅରେ ଶଯନ କରି ଅନକେ ଛୁଆ ପ୍ରତିପାଳନ କଲା।

ଯିହିଜିକଲ 19:3

ସହେି ପ୍ରତିପାଳିତ ଛୁଆମାନଙ୍କ ମଧ୍ଯରୁ ଗୋଟଏ ଛୁଆ ୟୁବା ସିଂହ ହେଲା। ସେ ମୃଗଯା କରିବା ଶିଖିଲା ଓ ସେ ମନୁଷ୍ଯମାନଙ୍କୁ ଗ୍ରାସ କଲା।

ଯିହିଜିକଲ 24:21

ଇଶ୍ରାୟେଲର ଲୋକମାନଙ୍କୁ କହିବା ପାଇଁ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ମୁଁ ମାରେ ଅଗଣାକୁ ଅପବିତ୍ର କରିବା ପାଇଁ ଯାଉଅଛି। ଯାହା ପାଇଁ ତୁମ୍ଭେ ବହୁତ ଗର୍ବ କରୁଛ, ଯାହା ତୁମ୍ଭେ ଦେଖିବା ପାଇଁ ଚାହଁ ଏବଂ ଯାହା ତୁମ୍ଭର ଅତି ପ୍ରିଯ। ଏବଂ ତୁମ୍ଭମାନଙ୍କର ଯେଉଁ ପୁତ୍ର କନ୍ଯାଗଣଙ୍କୁ ପଛ ରେ ଛାଡ଼ି ୟାଇଅଛ, ସମାନେେ ଖଡ୍ଗ ରେ ପତିତ ହବେେ।

ହୋଶେୟ 1:9

ତା'ପ ରେ ସଦାପ୍ରଭୁ କହିଲେ, ତା'ର ନାମ ଲୋ-ଆମୀ ଦିଅ। କାରଣ, ତୁମ୍ଭମାନେେ ଆମ୍ଭର ଲୋକ ନୁହଁ କି ଆମ୍ଭେ ତୁମ୍ଭର ପରମେଶ୍ବର ନୁହଁ।

Interlinear

Choose Theme