Home Bibles ☰ Books ସିଫନିୟ 1:10 · ଓଡ଼ିଆ ବାଇବେଲ
ସିଫନିୟ 1:10 · ଓଡ଼ିଆ ବାଇବେଲ

ସଦାପ୍ରଭୁ ମଧ୍ଯ କହିଲେ, ସହେି ସମୟରେ ୟିରୁଶାଲମର ମତ୍ସ୍ଯ ଦ୍ବାରଠା ରେ ସାହାୟ୍ଯ ପାଇଁ ଡାକୁଥିବେ। ଲୋକମାନେ ସହରର ଅନ୍ୟ ପାଶର୍‌ବ ରେ ମଧ୍ଯ ସାହାୟ୍ଯ ପାଇଁ ଚିତ୍କାର କରୁଥିବେ। ସମାନେେ ମଧ୍ଯ ପାହାଡମାନଙ୍କରୁ ଖୁବ୍ ଜୋର୍ ରେ ଶଦ୍ଦ ଶୁଣିବେ।

Cross references

ଦିତୀୟ ଶାମୁୟେଲ 5:7

ତଥାପି ଦାଉଦ ସିୟୋନର ଦୃଢ ଗଡ ଅଧିକାର କଲେ। ତାହା ହେଲା ଦାଉଦ ନଗର।

ଦିତୀୟ ଶାମୁୟେଲ 5:9

ଦାଉଦ ସହେି ଦକ୍ସ୍ଟର୍ଗ ରେ ବାସ କଲେ, ଏବଂ ସହେି ସହରକକ୍ସ୍ଟ, ଦାଉଦ ସହର ନାମ ରେ ନାମିତ କଲେ। ଦାଉଦ ମିଲ୍ଲୋ ସ୍ଥାନକକ୍ସ୍ଟ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ଯ ନଗର ଭିତ ରେ ବହକ୍ସ୍ଟତ ପକ୍କାଘର ନିର୍ମାଣ କଲେ।

ଦିତୀୟ ରାଜାବଳୀ 22:14

ଏଣୁ ହିଲକିଯ ଯାଜକ, ଅହୀକାମ୍, ଅକ୍ବୋର, ଶାଫନ ଓ ଅସାଯ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତିକ୍ବର ପୁତ୍ର ଶଲ୍ଲୁମର ଭାର୍ୟ୍ଯା ହୁଲଦା ଭବିଷ୍ଯଦ୍ବକ୍ତା ନିକଟକୁ ଗଲେ। ୟିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ୟିରୁଶାଲମର ଦ୍ବିତୀୟ କୋଠରୀ ରେ ବାସ କରୁଥିଲା। ସମାନେେ ତା' ସହିତ କଥାବାର୍ତ୍ତା ହେଲେ।

ଦିତୀୟ ବଂଶାବଳୀ 3:1

ୟିରୁଶାଲମର ମାରେିଯା ପର୍ବତ ଉପରେ ଶଲୋମନ ସଦାପ୍ରଭୁଙ୍କର ମନ୍ଦିରର ନିର୍ମାଣ କାର୍ୟ୍ଯ ଆରମ୍ଭ କଲେ। ଏହି ମାରେିଯା ପର୍ବତ ଉପରେ ସଦାପ୍ରଭୁ ଶଲୋମନଙ୍କ ବାପା ଦାଉଦଙ୍କ ନିକଟରେ ଆବିର୍ଭାବ ହାଇେଥିଲେ। ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ଶଲୋମନ ସହେି ସ୍ଥାନ ଉପରେ ମନ୍ଦିର ନିର୍ମାଣ କଲେ। ସହେି ସ୍ଥାନଟି ୟିବୂଷୀଯ ଅରୁଣାହଃ ଗହମ ଦଳନ ସ୍ଥାନ ଥିଲା।

ଦିତୀୟ ବଂଶାବଳୀ 32:22

ଏହି ପ୍ରକା ରେ ସଦାପ୍ରଭୁ ହିଜକିଯ ଓ ୟିରୁଶାଲମର ଲୋକମାନଙ୍କୁ ଅଶୂରର ରାଜା ସନ୍ ହେ ରୀବ୍ ଓ ଅନ୍ୟ ସମସ୍ତ ଲୋକଙ୍କ ଠାରୁ ରକ୍ଷା କଲେ। ଲୋକମାନଙ୍କୁ ରକ୍ଷା କଲେ। ସଦାପ୍ରଭୁ ସମାନଙ୍କେୁ ସବୁ ପ୍ରକାର ଧମକରୁ ଉଦ୍ଧାର କଲେ।

ଦିତୀୟ ବଂଶାବଳୀ 33:14

ଏହି ସମସ୍ତ ଘଟିଲା ପରେ, ମନଃଶି ଦାଉଦଙ୍କ ନଗର ବାହା ରେ ଏକ ପ୍ରାଚୀର ନିର୍ମାଣ କଲେ। ଏହି ପ୍ରାଚୀର ଉପତ୍ୟକା ରେ ଥିଲା ଏବଂ ଗୀହାନେ ଝରଣାର ପଶ୍ଚିମ ପାଶର୍‌ବରୁ ମତ୍ସ୍ଯ ଦ୍ବାରର ପ୍ରବେଶପଥ ପର୍ୟ୍ଯନ୍ତ, ଓଫଲ ପର୍ବତର ଚତୁର୍ଦ୍ଦିଗ ରେ ବେଷ୍ଟନ କରି ରହିଥିଲା। ସେ ସହେି ପ୍ରାଚୀରକୁ ଅତି ଉଚ୍ଚ କଲେ। ଏହାପରେ ଯିହୁଦାର ସବୁ ଦୁର୍ଗଗୁଡ଼ିକରେ ପଦାଧିକାରୀମାନଙ୍କୁ ସ୍ଥାପନ କଲେ।

ନିହିମିୟା 3:3

ହସନାଯାରର ପୁତ୍ରମାନେ ମତ୍ସ୍ଯଦ୍ବାର ଗଠନ କଲେ। ସମାନେେ ତାର କଢି ଚଢାଇଲେ, ତା'ର କବାଟ, ହୁଡୁକା ଓ ଅର୍ଗଳ ସବୁ ଲଗାଇଲେ।

ଯିଶାଇୟ 22:4

ତେଣୁ ମୁଁ କହୁଛି, ମାେତେ ଚାହଁ ନାହିଁ। ମାେତେ କାନ୍ଦିବାକୁ ଦିଅ। ମାେ ଗୋଷ୍ଠୀଯ କନ୍ଯାର ସର୍ବନାଶ ବିଷଯ ରେ ମାେତେ ସାନ୍ତ୍ବନା ଦବୋକୁ ଚେଷ୍ଟା କର ନାହିଁ।'

ଯିଶାଇୟ 59:11

ଆମ୍ଭମାନେେ ନ୍ଯାଯ ପାଇଁ ଭାଲୁପରି ଗର୍ଜନ କରୁ ଓ କପୋତ କରି ଅତିଶଯ ବିଳାପ କରୁ। ଆମ୍ଭମାନେେ ନ୍ଯାଯକୁ ଅପେକ୍ଷା କରୁଁ ମାତ୍ର ତାହା ନ ଥାଏ। ପୁଣି ପରିତ୍ରାଣକୁ ଅପେକ୍ଷା କରୁ ମାତ୍ର ତାହା ଆମ୍ଭଠାରୁ ଦୂ ରଇେ ଥାଏ।

ଯିରିମିୟ 4:19

ହାୟ, ହାୟ, ମାରେ ଦୁଃଖ ଓ ମାରେ ବ୍ଯସ୍ତତା ମାରେ ଅନ୍ତନାଡ଼ିକୁ ବ୍ଯଥିତ କରୁଛି। ମୁଁ ହୃଦଯ ରେ ଅସ୍ଥିରତା ଅନୁଭବ କରୁଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସହେି ତୂରୀ ଶବ୍ଦ ଓ ୟୁଦ୍ଧର ନାଦ ଶୁଣିପାରୁଛି।

ଯିରିମିୟ 4:31

ପ୍ରସବକାରିଣୀ ସ୍ତ୍ରୀର ରବପରି ଓ ପ୍ରଥମ ସନ୍ତାନ ପ୍ରସବକାଳୀନ ବଦନୋ ପରି ସିୟୋନ୍ କନ୍ଯାର ରବ ଆମ୍ଭେ ଶୁଣିଅଛୁ। ସେ ଦୀର୍ଘନିଶ୍ବାସ ଛାଡ଼ି ଓ ଆପଣା ହସ୍ତ ପ୍ରସାରଣ କରି କହୁଅଛି, ହାୟ, ହାୟ ! ହତ୍ଯାକାରୀମାନଙ୍କ ଆଗ ରେ ମାରେ ପ୍ରାଣ ମୂର୍ଚ୍ଛିତ ହେଲା।

ଯିରିମିୟ 39:2

ସିଦିକିଯର ରାଜତ୍ବର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନ ରେ ଏହି ନଗରର ପ୍ରାଚୀର ଭଙ୍ଗାଗଲା ଓ ୟିରୁଶାଲମକୁ କରଗତ କରାଗଲା।

ଆମୋଷ 8:3

ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ଯୁକାଳୀନ ସଙ୍ଗୀତ ରେ ପରିଣତ ହବେ। ସଦାପ୍ରଭୁ, ମାରେ ପ୍ରଭୁ ଏହା କହିଲେ: ସବୁ ସ୍ଥାନ ରେ ମୃତ ଶରୀର ପଡିରହିବ। ନୀରବ ରେ ଲୋକମାନେ ସହେି ଶବଗୁଡିକୁ ନଇେ ଏକ ସ୍ଥାନ ରେ ପକାଇବେ।

ସିଫନିୟ 1:7

ତୁମ୍ଭେ ସଦାପ୍ରଭୁ ମାରେ ପ୍ରଭୁଙ୍କ ସମ୍ମୁଖ ରେ ନୀରବ ହୁଅ କାରଣ ଲୋକମାନଙ୍କୁ ଶାସ୍ତି ଦବୋପାଇଁ ସଦାପ୍ରଭୁଙ୍କ ବିଶଷଦେିନ ଶୀଘ୍ର ଆସୁଅଛି। ସଦାପ୍ରଭୁ ତାଙ୍କର ବଳିଦାନ ପ୍ରସ୍ତୁତ କରି ସାରିଛନ୍ତି ଏବଂ ତାଙ୍କର ନିମନ୍ତ୍ରିତ ଅତିଥିମାନଙ୍କୁ ଅଲଗା କରିଛନ୍ତି।

ସିଫନିୟ 1:15

ସହେି ଦିନ ପରମେଶ୍ବର ତାଙ୍କର କୋର୍ଧ ଦଖାଇବେେ। ଏହା ଅତି ଭୟଙ୍କର ଦୁଃଖ ଓ ଧ୍ବଂସର ସମୟ ଦବେ। ଏହା ଏକ ଧ୍ବଂସ ବିଧ୍ବଂସ୍ତର ଦିନ ହବେ। ଏହା ଏକ ଅନ୍ଧକାର ଓ ଖଦରେ ଦିନ ହବେ। ଏହି ଦିନଟି ମେଘ ଓ ଅନ୍ଧକାରର ଦିନ ହବେ।

Interlinear

Choose Theme