Home Bibles ☰ Books ଯିରିମିୟ 2:15 · ଓଡ଼ିଆ ବାଇବେଲ
ଯିରିମିୟ 2:15 · ଓଡ଼ିଆ ବାଇବେଲ

ୟୁବା ସିଂହାସନ ତାହା ଉପ ରେ ଗର୍ଜନ ଓ ହୁଙ୍କାର କରିଅଛନ୍ତି। ସମାନେେ ତାହାର ଦେଶସବୁ ଧ୍ବଂସ କରିଅଛନ୍ତି। ତାହାର ନଗରଗୁଡ଼ିକ ଦଗ୍ଧ କରିଛନ୍ତି ଓ ତାହାକୁ ଜନଶୂନ୍ଯ କରିଛନ୍ତି।

Cross references

ବିଚାରକର୍ତାମାନଙ୍କ ବିବରଣ 14:5

ଶାମ୍ଶାେନ୍ ତାଙ୍କର ପିତା ମାତାଙ୍କ ସହିତ ତିମ୍ନାକକ୍ସ୍ଟ ଗଲେ। ସମାନେେ ଦ୍ରାକ୍ଷାକ୍ଷେତ୍ର ନିକଟରେ ପହଞ୍ଚିଲା ମାତ୍ ରେ ଏକ ୟକ୍ସ୍ଟବା ସିଂହ ଗର୍ଜ୍ଜନ କରି ଶାମ୍ଶାେନ୍ ଉପରକକ୍ସ୍ଟ କକ୍ସ୍ଟଦା ମାରିଲା।

ଆୟୁବ ପୁସ୍ତକ 4:10

ଦୁଷ୍ଟଲୋକ ସଂହ ଭଳି ଗର୍ଜନ କରି ଶୀଘ୍ର ବଢ଼ିୟାନ୍ତି। କିନ୍ତୁ ପରମେଶ୍ବର ସମାନଙ୍କେୁ ନିରବ କରାଇ ଦିଅନ୍ତି ଓ ସମାନଙ୍କେର ଦାନ୍ତକୁ ଭାଙ୍ଗି ଦିଅନ୍ତି।

ଗୀତସଂହିତା 57:4

ମାରେ ଜୀବନ ସଙ୍କଟପୂର୍ଣ୍ଣ। ମାରେ ଶତ୍ରୁମାନେ ମାରେ ଚତୁଃପାଶର୍‌ବରେ ଘରେି ରହିଛନ୍ତି। ସମାନେେ ମଣିଷ ଖିଆ ସିଂହ ପରି। ସମାନଙ୍କେର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ଯ। ସମାନଙ୍କେର ଜିହ୍ବା ତୀକ୍ଷ୍ମ ଖଡ୍ଗ ତୁଲ୍ଯ।

ଯିଶାଇୟ 1:7

ତୁମ୍ଭମାନଙ୍କର ଦେଶ ଧ୍ବଂସ ପ୍ରାପ୍ତ। ତୁମ୍ଭମାନଙ୍କର ନଗରଗୁଡ଼ିକ ଅଗ୍ନି ରେ ଭସ୍ମିଭୂତ ହାଇେଅଛି। ତୁମ୍ଭମାନଙ୍କର ଦେଶ ଶତ୍ରୁମାନଙ୍କ ଦ୍ବାରା ଅଧିକୃତ। ସୈନ୍ଯବାହିନୀ ଦ୍ବାରା ଦେଶ ଧ୍ବଂସ ହେଲା ପରି ତୁମ୍ଭର ଦେଶ ଧ୍ବଂସ ହାଇୟୋଇଛି।

ଯିଶାଇୟ 5:9

ସର୍ବଶକ୍ତିମାନ ସଦାପ୍ରଭୁ ଏହାସମାଲତ କହିଲଲ ଏବଂ ମୁଁ ଏହା ତାଙ୍କଠାରୁ ଶୁଣିଥିଲି, ବର୍ତ୍ତମାନ ବହୁତ ଘର ଅଛି ମାତ୍ର ମୁଁ ପ୍ରତିଜ୍ଞା କରିଛିସସ ସମସ୍ତ ଧ୍ବଂସସହବ।ସଯଉଁ ସୁନ୍ଦର ଓ ବୃହତ୍ ଗୃହମାନ ଅଛିସସ ସବୁ ନିବାସଶୂନ୍ଯସହବ।

ଯିଶାଇୟ 5:29

ସସହି ଶତ୍ରୁଗଣ ସିଂହପରି ଗର୍ଜ୍ଜନ କରୁଛନ୍ତି।ସସହି ଗର୍ଜ୍ଜନ ୟୁବା ସିଂହର ଗର୍ଜ୍ଜନ ସଦୃଶ।ସସମାଲନସଲାକମାନଙ୍କ ପଛସର ଅନୁଧାବନ କରନ୍ତି,ସଯପରିସସମାଲନସସମାନଙ୍କର ଲୁଣ୍ଠିତ ଦ୍ରବ୍ଯ ପଛସର ଦୌଡ଼ନ୍ତି।ସସମାଲନ ଲୁଣ୍ଠିତ ଦ୍ରବ୍ଯସନଇୟାଆନ୍ତି ଏବଂସସଠାସର ତାଙ୍କୁ ସାହାୟ୍ଯ କରିବା ପାଇଁସକହି ନାହାଁନ୍ତି।

ଯିଶାଇୟ 6:11

ତା'ପ ରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, ପ୍ରଭୋ ! ମୁଁ କେତକୋଳ ଏହା କରିବି ?'

ଯିଶାଇୟ 24:1

ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ବଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ଯ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି।

ଯିରିମିୟ 4:7

ଏକ ସିଂହ ନିଜ ଗହ୍ବରରୁ ବାହାରିଅଛି। ନାନା ଦେଶୀଯମାନଙ୍କର ବିନାଶକ ଆସୁଅଛି। ତୁମ୍ଭର ନଗରସବୁ ଧ୍ବଂସ ହବେ, ଆଉ ସଗେୁଡ଼ିକ ଜନଶୂନ୍ଯ ହବେ। ଏଥିପାଇଁ ସେ ନିଜ ସ୍ଥାନରୁ ବାହାରି ତୁମ୍ଭର ଦେଶକୁ ଉଜାଡ଼ିବାକୁ ଆସୁଛନ୍ତି।

ଯିରିମିୟ 5:6

ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସମାନଙ୍କେୁ ବଧ କରିବ ଓ ସନ୍ଧ୍ଯା କାଳୀନ ଗଧିଆ ସମାନଙ୍କେୁ ବିନାଶ କରିବ। ଚିତାବାଘ ସମାନଙ୍କେ ନଗର ସମୂହ ନିକଟରେ ଛକି ରହିବ। ଯେଉଁଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସମାନେେ ବହୁ ଅପରାଧ କରିଛନ୍ତି ଓ ସମାନେେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହାଇେଛନ୍ତି।

ଯିରିମିୟ 6:8

ହେ ୟିରୁଶାଲମ, ଆମ୍ଭର ଶିକ୍ଷା ଗ୍ରହଣ କର। ତୁମ୍ଭେ ଯଦି ଆମ୍ଭ କଥା ନ ଶୁଣ, ତବେେ ଆମ୍ଭେ ବିରକ୍ତି ରେ ତୁମ୍ଭ ପାଖରୁ ଦୂ ରଇେ ୟିବା। ଆମ୍ଭେ ତୁମ୍ଭର ଦେଶକୁ ଏକ ମରୁଭୂମି ଓ ଜନଶୂନ୍ଯ ରେ ପରିଣତ କରିବା।

ଯିରିମିୟ 9:10

ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କବଳେ ବିଳାପ କରିବି। ସମାନଙ୍କେ ନିମନ୍ତେ ଗୋଳ କରିବି। କାରଣ କହେି ଜୀବନ୍ତ ପ୍ରାଣୀ ସଠାେ ରେ ନ ଥିବେ। କୌଣସି ଲୋକ ୟାତାଯାତ କରିବେ ନାହିଁ। ପଶୁପଲର ରବ ଶୁଣାୟିବ ନାହିଁ। ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସଠାରୁେ ପଳାଯନ କରିବେ।

ଯିରିମିୟ 9:11

ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।

ଯିରିମିୟ 10:22

ଏକ ମହାରବ ଶୁଣ। ସହେି ରବ ଉତ୍ତର ଦିଗରୁ ଆସୁଅଛି। ତହା ଯିହୁଦାର ନଗରସବୁ ଧ୍ବଂସ କରିବ ଓ ତାହା ଏକ ପ୍ରାନ୍ତର ରେ ପରିଣତ ହବେ। ଆଉ ସଗେୁଡ଼ିକ ଶୃଗାଳର ବାସସ୍ଥାନ ହବେ।

Interlinear

Choose Theme