Home Bibles ଯିହିଜିକଲ 19:2 · ଓଡ଼ିଆ ବାଇବେଲ
ଯିହିଜିକଲ 19:2 · ଓଡ଼ିଆ ବାଇବେଲ

ତୁମ୍ଭର ମାଆ ଗୋଟିଏ ସିଂହୀ ପରି ଥିଲା ଓ ସିଂହଗଣ ମଧିଅରେ ଶଯନ କଲା। ସେ ପୁଣି ୟିବା ସିଂହଗଣ ମଧିଅରେ ଶଯନ କରି ଅନକେ ଛୁଆ ପ୍ରତିପାଳନ କଲା।

Cross references

ଆୟୁବ ପୁସ୍ତକ 4:11

ହଁ, ସହେି ଦୁଷ୍ଟଲୋକ ଗୁଡ଼ାକ ସିଂହ ଭଳି, ଯେଉଁମାନେ ପ୍ରାଣୀମାନଙ୍କୁ ମାରିବାକୁ ପାଆନ୍ତି ନାହିଁ। ସମାନେେ ଶଷେ ରେ ମୃତ୍ଯୁବରଣ କରନ୍ତି ଓ ସମାନଙ୍କେର ପିଲାମାନେ ଚାରିଆଡ଼େ ଘୂରି ବୁଲନ୍ତି।

ଗୀତସଂହିତା 58:6

ହେ ପରମେଶ୍ବର, ସହେି ଲୋକମାନେ ସିଂହ ପରି। ତଣେୁ ହେ ପରମେଶ୍ବର, ସମାନଙ୍କେର ଦାନ୍ତସବୁ ଭାଙ୍ଗି ଦିଅ।

ଯିଶାଇୟ 5:29

ସସହି ଶତ୍ରୁଗଣ ସିଂହପରି ଗର୍ଜ୍ଜନ କରୁଛନ୍ତି।ସସହି ଗର୍ଜ୍ଜନ ୟୁବା ସିଂହର ଗର୍ଜ୍ଜନ ସଦୃଶ।ସସମାଲନସଲାକମାନଙ୍କ ପଛସର ଅନୁଧାବନ କରନ୍ତି,ସଯପରିସସମାଲନସସମାନଙ୍କର ଲୁଣ୍ଠିତ ଦ୍ରବ୍ଯ ପଛସର ଦୌଡ଼ନ୍ତି।ସସମାଲନ ଲୁଣ୍ଠିତ ଦ୍ରବ୍ଯସନଇୟାଆନ୍ତି ଏବଂସସଠାସର ତାଙ୍କୁ ସାହାୟ୍ଯ କରିବା ପାଇଁସକହି ନାହାଁନ୍ତି।

ଯିଶାଇୟ 11:6

ସେ ସମୟରେ ଗଧିଆଗୁଡ଼ିକ ମଷେ ଶାବକମାନଙ୍କ ସହିତ ଶାନ୍ତି ରେ ବାସ କରିବେ। ଛଳେିଛୁଆ ସହିତ ବାଘ ଏକତ୍ର ଶାନ୍ତି ରେ ଶୋଇବେ। ବାଛୁରୀ, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତି ରେ ବାସ କରିବେ। ଏପରିକି ଗୋଟିଏ େଛାଟ ପିଲା ସମାନଙ୍କେୁ ଅଡ଼ାଇବ।

ନାହୂମ 2:11

ସହେି ସିଂହଗୁମ୍ଫା ନୀନିବୀ କେଉଁଠି? ସିଂହ ଏବଂ ସିଂହୀ ସଠାେ ରେ ବାସ କରୁଥିଲେ। ସମାନଙ୍କେର ସିଂହ ଶାବକଗୁଡିକୁ ସଠାେ ରେ ଖାଉଥିଲେ ଏବଂ ଭୟଭୀତ ନଥିଲେ।

ସିଫନିୟ 3:1

ହେ ୟିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧ ରେ ସଂଗ୍ରାମ କଲେ। ସମାନେେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସମାନେେ ପାପ ରେ କଳୁଷିତ ହାଇଗେଲେ।

ଯିଖରିୟ 11:3

ମଷେପାଳକମାନଙ୍କର ବିଳାପ ଶୁଣ। କାରଣ ସମାନଙ୍କେର ଶକ୍ତିଶାଳୀ ନେତାମାନେ ଧ୍ବଂସ ହେଲେ। ୟୁବା ସିଂହମାନଙ୍କର ରବ ଶୁଣ। କାରଣ ଯିହୁଦାର ଗର୍ବ ଧ୍ବଂସ ହାଇେଛି।

Interlinear

Choose Theme