ଶଷେ ରେ ପାଉଲ ସମାନଙ୍କେୁ କହିଲେ, ବନ୍ଧୁଗଣ, ତୁମ୍ଭମାନେେ ଯଦି ମାେ କଥା ଶୁଣି କ୍ରୀତି ଉପଦ୍ବୀପରୁ ଜାହାଜ ଛାଡ଼ି ନଥାନ୍ତ, ତବେେ ତୁମ୍ଭମାନଙ୍କେର ଏ ଜାହାଜ ନଷ୍ଟ ହାଇେ ନଥାନ୍ତା ଓ ଏତେ କ୍ଷତି ଘଟି ନଥାନ୍ତା।
Cross references
ରୂବନ୍େ ସମାନଙ୍କେୁ କହିଲା, ମୁଁ କହିଥିଲି ତୁମ୍ଭେ ତା'ର କିଛି କ୍ଷତି କର ନାହିଁ। କିନ୍ତୁ ତୁମ୍ଭମାନେେ ସେତବେେଳେ ମାେ କଥା ଶୁଣିଲ ନାହିଁ। ତେଣୁ ସେଥିପାଇଁ ଆମ୍ଭମାନେେ ଦଣ୍ଡ ଭୋଗୁଅଛୁ।
ସମାନେେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ ଏବଂ ସମାନେେ ଦୁର୍ବଳ ହାଇୟୋଇଥିଲେ।
ଆମ୍ଭମାନେେ କିଛି ଦିନ ଧୀ ରେ ଧୀ ରେ ଯାତ୍ରା କଲୁ। ଶଷେ ରେ ବହୁତ ଅସୁବିଧା ରେ ସମ୍ମୁଖୀନ ହାଇେ କ୍ଲିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋର୍ ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋଲୀର ନିକଟ କ୍ରୀତୀ ଦ୍ବୀପ ଉପକୂଳ ଦଇେ ଯାତ୍ରା କଲୁ।
ଏହିପରି ବହୁତ ସମୟ ବିତିଗଲା। ସେତବେେଳେ ଯିହୂଦୀୟ ଉପବାସ ଦିବସର ପରବର୍ତ୍ତୀ ସମୟ ହାଇେ ଥିବାରୁ, ଦୀର୍ଘ ଯାତ୍ରା ପାଇଁ ପାଗ ବିପଦପୂର୍ଣ୍ଣ ହାଇେ ଆସୁଥିଲା। ତେଣୁ ପାଉଲ ସମାନଙ୍କେୁ ସାବଧାନ କରଇେ କହିଲେ, ହେ ବନ୍ଧୁଗଣ! ମୁଁ ଭାବୁଛି, ଆମ୍ଭମାନଙ୍କର ଆଉ ଆଗକୁ ଯାତ୍ରା କରିବା ବିପଦଜନକ ହବେ।
ପାହାନ୍ତିଆ ସମୟରେ ଠିକ୍ ପୂର୍ବରୁ ପାଉଲ ସମାନଙ୍କେୁ କିଛି ଖାଦ୍ୟ ଖାଇବା ପାଇଁ ଅନୁ ରୋଧ କଲେ। ସେ କହିଲେ, ତୁମ୍ଭମାନେେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚ଼ଉଦ ଦିନ ଧରି ତୁମ୍ଭମାନେେ ଖାଦ୍ୟ ସ୍ପର୍ଶ କରି ନାହଁ।