Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 11:30 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 11:30 · ଓଡ଼ିଆ ବାଇବେଲ

ସମାନେେ ସବୁ ପଇସା ଏକାଠି କରି ଶାଉଲ ଓ ବର୍ଣ୍ଣବ୍ବାଙ୍କୁ ଦେଲେ। ଶାଉଲ ଓ ପର୍ଣ୍ଣବ୍ବା ତାହା ଆଣି ୟିହୂଦାର ପ୍ରାଚୀନ ବ୍ଯକ୍ତିମାନଙ୍କୁ ହାତ ରେ ଅର୍ପଣ କଲେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 12:25

ବର୍ଣ୍ଣବ୍ବା ଓ ଶାଉଲ ୟିରୂଶାଲମ ରେ କାମ ସାରି ଆନ୍ତିୟଖିଆକୁ ଫରେିଗଲେ। ସମାନଙ୍କେୁ ସହିତ ମାର୍କ ନାମ ରେ ପରିଚ଼ିତ ଯୋହନ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:23

ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେ ପାଇଁ ପ୍ରତି ମଣ୍ଡଳୀ ରେ ପ୍ରାଚ଼ୀନମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ଏହି ପ୍ରାଚ଼ୀନମାନଙ୍କ ପାଇଁ ଉପବାସ ଓ ପ୍ରାର୍ଥନା କଲେ। ଏହି ପ୍ରାଚ଼ୀନମାନେ ପ୍ରଭୁ ଯୀଶୁଙ୍କଠା ରେ ବିଶ୍ବାସ କରିଥିଲେ। ତେଣୁ ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେୁ ପ୍ରଭୁଙ୍କ ପାଖ ରେ ସମର୍ପଣ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:2

ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେ ସହିତ ରାଜି ନହାଇେ ବହୁତ ୟୁକ୍ତି କଲେ। ଏହି ପ୍ରଶ୍ନ ଉପରେ ବିଚ଼ାର ଆଲୋଚ଼ନା ଲାଗି ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟ କେତକଙ୍କେୁ ୟିରୂଶାଲମ ରେ ପ୍ ରରେିତ ଓ ପ୍ରାଚ଼ୀନମାନଙ୍କ ପାଖକୁ ୟିବାପାଇଁ ନିୟୁକ୍ତି ଦିଆଗଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:4

ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟମାନେ ୟିରୂଶାଲମ ରେ ପହନ୍ଚିଲେ। ପ୍ ରରେିତ, ପ୍ରାଚ଼ୀନ ଓ ଅନ୍ୟ ବିଶ୍ବାସୀମାନେ ସଠାେରେ ସମାନଙ୍କେୁ ସ୍ବାଗତ କଲେ। ପରମେଶ୍ବର ସମାନଙ୍କେ ସହିତ ଯାହା ସବୁ କରିଥିଲେ, ସେ ସବୁକଥା ସମାନେେ କହିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:6

ପ୍ ରରେିତ ଓ ପ୍ରାଚ଼ୀନମାନେ ଏ ସମସ୍ଯା ଉପରେ ବିଚ଼ାର କରିବା ପାଇଁ ଏକତ୍ରୀତ ହେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:23

ସମାନେେ ତାହାଙ୍କ ହାତ ରେ ଏହି ଚ଼ିଠିଟି ଦେଲେ:

ରେରିତମାନଙ୍କ କାର୍ଯ୍ୟର ବିବରଣ 16:4

ସମାନେେ ନଗରରୁ ନଗର ଭ୍ରମଣ କଲା ବେଳେ ୟିରୂଶାଲମ ରେ ଥିବା ପ୍ ରରେିତ ଓ ପ୍ରାଚ଼ୀନମାନଙ୍କର ଉପଦେଶ ଓ ନିଷ୍ପତ୍ତିଗୁଡ଼ିକ ବିଷୟ ରେ ବିଶ୍ବାସୀମାନଙ୍କୁ କହୁଥିଲେ ଓ ସହେି ଉପଦେଶଗୁଡ଼ିକୁ ପାଳନ କରିବାକୁ ସମାନଙ୍କେୁ ପ୍ରବର୍ତ୍ତାଉଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:17

ପାଉଲ ମୀଲୀତଠାରୁ ଏଫିସକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚ଼ୀନମାନଙ୍କୁ ଡ଼କାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:18

ତା' ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗ ରେ ଯାକୁବଙ୍କୁ ଭଟେିବାକୁ ଗଲେ। ସବୁ ପ୍ରାଚ଼ୀନ ଲୋକମାନେ ସମସ୍ତେ ସଠାେରେ ଉପସ୍ଥିତ ଥିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:3

ସଠାେରେ ପହଞ୍ଚିଲା ପରେ, ତୁମ୍ଭମାନେେ ଯେଉଁ ବ୍ଯକ୍ତିମାନଙ୍କୁ ବାଛିବ, ମୁଁ ସମାନଙ୍କେର ପରିଚୟ ପତ୍ର ସହିତ ତୁମ୍ଭମାନଙ୍କର ଦାନ ୟିରୁଶାଲମକୁ ପଠାଇ ଦବେି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:17

ଆମ୍ଭର ଅନୁ ରୋଧକୁ ତିତସ ଗ୍ରହଣ କରିଛନ୍ତି। ସେ ମଧ୍ଯ ତୁମ୍ଭମାନଙ୍କ ପାଖକୁ ୟିବାକୁ ବ୍ଯଗ୍ର ଥିଲେ, ଓ ସ୍ବଇଚ୍ଛା ରେ ତୁମ୍ଭମାନଙ୍କ ପାଖକୁ ୟିବା ନିମନ୍ତେ ଏଠାରୁ ଯାଉଛନ୍ତି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:17

ମଣ୍ଡଳୀକୁ ଉତ୍ତମରୂପେ ଆଗଇେ ନଇେ ଯାଉଥିବା ପ୍ରାଚୀନମାନେ ଅତ୍ଯଧିକ ସମ୍ମାନ ପାଇବା ଉଚିତ। ଯେଉଁ ପ୍ରାଚୀନମାନେ ପ୍ରଚାର ଓ ଉପଦେଶ ପ୍ରଦାନ କରୁଛନ୍ତି, ସମାନେେ ଅତ୍ଯଧିକ ସମ୍ମାନର ଅଧିକାରୀ ଅଟନ୍ତି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:19

ଯେଉଁ ଲୋକ ଜଣେ ପ୍ରାଚୀନ ବିରୁଦ୍ଧ ରେ ନିନ୍ଦା କରେ, ଓ ତା' ସହିତ ଯଦି ଅନ୍ୟ ଦୁଇ ବା ତିନି ଜଣ ଲୋକ ମଧ୍ଯ ପ୍ରାଚୀନ ଲୋକ ଭୁଲ୍ କରିଛନ୍ତି ବୋଲି କୁହନ୍ତି, ତା' ହେଲେ ଯାଇ ସେ ଲୋକର କଥା ତୁମ୍ଭେ ଶୁଣିବ।

ତୀତସଙ୍କ ପ୍ରତି ପତ୍ର 1:5

ମୁଁ ତୁମ୍ଭକୁ କ୍ରୀତୀଠା ରେ ଏବେ ସୁଦ୍ଧା ଯେଉଁ କାମ ବାକି ରହି ଯାଇଛି, ସଗେୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଛାଡ଼ି ଆସିଥିଲି। ମୁଁ ସଠାେରେ ତୁମ୍ଭକୁ ଏଥିପାଇଁ ମଧ୍ଯ ଛାଡ଼ି ଆସିଥିଲି ଯେ ତୁମ୍ଭେ ପ୍ରେତ୍ୟକକ ନଗର ରେ ପ୍ରାଚୀନ ହବୋ ଲୋକମାନଙ୍କୁ ବାଛି ପାରିବ।

ଯାକୁବଙ୍କ ପତ୍ 5:14

ଯଦି ତୁମ୍ଭ ମଧ୍ଯରୁ କହେି ଜଣେ ଅସୁସ୍ଥ ଅଛି, ତବେେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ337 ଡ଼ାକିବା ଦରକାର। ସମାନେେ ପ୍ରଭୁଙ୍କ ନାମ ରେ ତାହାଙ୍କୁ ତଲେ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିବେ।

ପିତରଙ୍କ ପ୍ରଥମ ପତ୍ 5:1

ତୁମ୍ଭ ଦଳ ରେ ଥିବା ପ୍ରାଚୀନମାନଙ୍କୁ ଏବେ ମାରେ କିଛି କହିବାର ଅଛି। ମୁଁ ମଧ୍ଯ ଜଣେ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ୟନ୍ତ୍ରଣା ନିଜ ଆଖି ରେ ଦେଖିଛିା ଆମ୍ଭକୁ ଯେଉଁ ମହିମା ଭବିଷ୍ଯତ ରେ ଦଖାଇେ ଦିଆୟିବ, ସେଥି ରେ ମଧ୍ଯ ମୁଁ ଭାଗ ନବେି।

ଯୋହନଙ୍କ ଦିତୀୟ ପତ୍ 1:1

ପ୍ରାଚୀନ ଯେ ମୁଁ, ପରମେଶ୍ବରଙ୍କ ଦ୍ବାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି :

Interlinear

Choose Theme