ଉପଦେଶକ ଜ୍ଞାନବାନ ହବୋରୁ ଲୋକମାନଙ୍କୁ ନିତ୍ଯ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ଯାନ କରି ଓ ଅନୁସନ୍ଧାନ କରି ଅନକେ ହିତାପଦେେଶ ସଂଗ୍ରହ କଲେ।
Cross references
ତାଙ୍କ ଜୀବନ କାଳ ମଧିଅରେ ସେ 3,000 ନୀତିକଥା ଓ 1,005 ଗୀତ ରଚନା କଲେ।
ପୁଣି ସଦାପ୍ରଭୁ ଶ ଲୋମନକୁ ପ୍ରତିଜ୍ଞାନୁସା ରେ ଜ୍ଞାନ ଦେଲେ ଆଉ ହୀରମ ଓ ଶଲୋମନଙ୍କ ମଧିଅରେ ସନ୍ଧି ହେଲା ଓ ସେ ଦୁ ହେଁ ପରସ୍ପର ଚୁକ୍ତି କଲେ।
ତା'ପରେ ଶଲୋମନ କହିଲେ, ଆକାଶକୁ ଆଲୋକିତ କରିବାକୁ ସଦାପ୍ରଭୁ ସୂର୍ୟ୍ଯକୁ ସୂଷ୍ଟି କରିଅଛନ୍ତି ମାତ୍ର ସେ ଘୋର ଅନ୍ଧକାର ମେଘ ରେ ବାସ କରିବାକୁ ପସନ୍ଦ କରନ୍ତି
ତୁମ୍ଭର ସ୍ତ୍ରୀମାନେ ଓ ତୁମ୍ଭର ଲୋକମାନେ ବାସ୍ତବ ରେ ଭାଗ୍ଯବାନ୍ ତୁମ୍ଭ ଉପସ୍ଥିତି ରେ ହବେ ଏବଂ ଜ୍ଞାନର ବାକ୍ଯଗୁଡିକ ତୁମ୍ଭର ଓଠରୁ ଶୁଣିଛନ୍ତି।
ଏହି ହିତାପଦେେଶଗୁଡ଼ିକ ହେଉଛି, ଦାଉଦଙ୍କର ପୁତ୍ର ଶଲୋମନଙ୍କର। ଶଲୋମନ ଇଶ୍ରାୟେଲର ରାଜା ଥିଲେ।
ଏଗୁଡ଼ିକ ହେଉଛି ଶଲୋମନଙ୍କ ହିତାପଦେେଶ। ଜ୍ଞାନୀ ପୁତ୍ର ପିତାକୁ ଆନନ୍ଦିତ କରେ। କିନ୍ତୁ ମୂର୍ଖ ପୁତ୍ର ତା'ର ମାତାର ଦୁଃଖ ବଢ଼ାଏ।
ଏଗୁଡ଼ିକ ହେଉଛି ଶଲୋମନଙ୍କ ରଚିତ ହିତାପଦେେଶ। ଏହି ହିତାପଦେେଶ ଗୁଡ଼ିକ ୟିହୂଦାର ରାଜା ହିଷ୍କୀଯର ଲୋକମାନେ ଲେଖି ଥିଲେ।
ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ଯ ହବେେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ୟ୍ଯ କରିବେ, ଶଷେ ସମୟ ପର୍ୟ୍ଯନ୍ତ ତାରାଗଣ ତୁଲ୍ଯ ଉଜ୍ଜ୍ବଳ ହବେେ।