ଯବେେ ସେ ପ୍ରାଚୀର ସ୍ବରୂପା ହୁଏ। ତବେେ ଆମ୍ଭମାନେେ ତାକୁ ରୂପା ଗହଣା ରେ ଢ଼ାଙ୍କି ଦବେୁ। ଯଦି ସେ ଏକ ଦ୍ବାର ପରି ହୁଏ, ତବେେ ଆମ୍ଭମାନେେ ତାକୁ ଏରସ ପଟା ରେ ଆବରଣ କରିଦବେୁ।
Cross references
ମନ୍ଦିରର ଭିତର ପାଖ ପଥର କାନ୍ଥଗୁଡିକ ଏରସ କାଠର ପଟା ରେ ଆଚ୍ଛାଦିତ ହାଇେଥିଲା। ଗୋଟିଏ ବି ପଥର ଦଖାଗେଲା ନାହିଁ। କାନ୍ଥକୁ ଆଚ୍ଛାଦନ କରିଥିବା ଏରସ କାଠ ପଟାଗୁଡିକରେ ଫୁଲ ଓ ଲତାର ଛବି ଖାଦେନ କରାଗଲା।
ମୁଁ ତୁମ୍ଭ ପାଇଁ ରୂପାଭୁଣ୍ଡି ଲଗା ସୁବର୍ଣ୍ଣ ପ୍ରସ୍ତୁତ କରିବି।
ମାହେର ପ୍ରିଯତମ ଏକ ହରିଣ ଓ ଏକ ତରୁଣ ମୃଗତୁଲ୍ଯ। ଦେଖ, ସେ ଝରକା ଦଇେ ଅନାଇ ଅଛନ୍ତି, ପ୍ରାଚୀର ପେଛ ଠିଆ ହାଇେଛନ୍ତି। ସେ ଜାଲି ପରତା ବାଟେ ଆପଣାକୁ ଦଖାେଉ ଅଛନ୍ତି।
ପୁଣି ତୁମ୍ଭ ବଂଶୀଯ ଲୋକେ ପୁରାତନ ଧ୍ବଂସ ସ୍ଥାନଗୁଡ଼ିକୁ ପୁନନିର୍ମାଣ କରିବେ, ତୁମ୍ଭେ ପୂର୍ବକାଳର ଭିତ୍ତିମୂଳ ଉପ ରେ ନିର୍ମାଣ କରିବ। ପୁଣି ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ଯାତ ହବେ।
ଆମ୍ଭେ ପିତ୍ତଳ ପରିବର୍ତେ ସୁବର୍ଣ୍ଣ, ଲୁହା ପରିବର୍ତେ ରେ ୗପ୍ୟ, କାଠ ପରିବର୍ତେ ପିତ୍ତଳ ଓ ପ୍ରସ୍ତର ପରିବର୍ତେ ଲୌହ ଆଣିବା। ମୁଁ ଶାସ୍ତି ବଦଳ ରେ ଶାନ୍ତି ଆଣିବି। ଲୋକମାନେ ତୁମ୍ଭମାନଙ୍କୁ କ୍ଷତି କରିବେ କିଛି ଲୋକେ ତୁମ୍ଭ ପାଇଁ ଉତ୍ତମ କାମ କରିବେ।
ସମାନେେ ପୁରାତନ ଧ୍ବସ୍ତ ବିଧ୍ବସ୍ତ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ। ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସମାନେେ ବିନଷ୍ଟ ଓ ଅନକେ ପୁରୁଷ ପରମ୍ପରାର ନଷ୍ଟ ନଗର ସବୁକୁ ନୂତନ କରି ଗଢ଼ିବେ।
ତା'ପ ରେ ତାଙ୍କୁ କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, 'ଜଣେ ବ୍ଯକ୍ତି ଅଛନ୍ତି, ତାଙ୍କ ନାମ ଶାଖା, ସେ ତାଙ୍କ ସ୍ଥାନରୁ ଅଙ୍କୁରିତ ହବେେ ଏବଂ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ।
ମୁଁ ମଧ୍ଯ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମାରେ ମଣ୍ଡଳୀ ତୋଳିବି। ମୃତ୍ଯୁଶକ୍ତି ମାରେ ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହାଇପୋରିବ ନାହିଁ।
ପାଉଲ ଓ ବର୍ଣ୍ଣବ୍ବା ସଠାେରେ ପହଞ୍ଚିବା ପରେ ମଣ୍ଡଳୀକୁ ଏକାଠି କଲେ। ପରମେଶ୍ବର ସମାନଙ୍କେ ସହିତ ଯାହା କିଛି କରିଥିଲେ ତାହା ସମାନଙ୍କେୁ କହିଲେ ଓ ପରମେଶ୍ବର ଅନ୍ୟ ଜାତୀୟ ଲୋକଙ୍କ ପାଇଁ କିପରି ବିଶ୍ବାସର ରାସ୍ତା ଖାଲିେଲେ, ତାହା ସମାନେେ ବର୍ଣ୍ଣନା କଲେ।
ଏହା ପରେ ମୁଁ ପୁନର୍ବାର ଫରେି ଆସିବି ଏବଂ ଦାଉଦର ଭଗ୍ନଗୃହ ପୁଣି ନିର୍ମାଣ କରିବି। ମୁଁ ଏହାର ନଷ୍ଟ ହାଇଯୋଇଥିବା ଅଂଶ ପୁଣି ଥରେ ନିର୍ମାଣ କରି ଠିକ୍ କରି ଦବେି।
ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ବରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ଯବହାର କଲି। ଅନ୍ୟମାନେ ସହେି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରେତ୍ୟକକ ଲୋକ ନିର୍ମାଣ କଲା ବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟ ରେ ସତର୍କ ହବୋ ଉଚିତ୍।
ପ୍ ରରେିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହାଇେ ଠିଆ ହାଇେଛ। ପରମେଶ୍ବର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସହେି ଭବନର କଣର ପ୍ରଧାନ ପଥର ଅଟନ୍ତି।