Home Bibles ପରମଗୀତ 1:11 · ଓଡ଼ିଆ ବାଇବେଲ
ପରମଗୀତ 1:11 · ଓଡ଼ିଆ ବାଇବେଲ

ମୁଁ ତୁମ୍ଭ ପାଇଁ ରୂପାଭୁଣ୍ଡି ଲଗା ସୁବର୍ଣ୍ଣ ପ୍ରସ୍ତୁତ କରିବି।

Cross references

ଆଦି ପୁସ୍ତକ 1:26

ଏହାପରେ ପରମେଶ୍ବର କହିଲେ, ଆମ୍ଭମାନେେ ଆପଣା ପ୍ରତିମୂର୍ତ୍ତୀ ରେ ଓ ଆପଣା ସାଦୃଶ୍ଯ ରେ ମନୁଷ୍ଯର ନିର୍ମାଣ କରୁ। ସମାନେେ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କତ୍ତୁର୍ତ୍ବ କରିବେ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।

ଗୀତସଂହିତା 149:4

ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି। ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯାମାନ କରିଛନ୍ତି। ସେ ସମାନଙ୍କେୁ ରକ୍ଷା କଲେ।

ପରମଗୀତ 8:9

ଯବେେ ସେ ପ୍ରାଚୀର ସ୍ବରୂପା ହୁଏ। ତବେେ ଆମ୍ଭମାନେେ ତାକୁ ରୂପା ଗହଣା ରେ ଢ଼ାଙ୍କି ଦବେୁ। ଯଦି ସେ ଏକ ଦ୍ବାର ପରି ହୁଏ, ତବେେ ଆମ୍ଭମାନେେ ତାକୁ ଏରସ ପଟା ରେ ଆବରଣ କରିଦବେୁ।

ଯିହିଜିକଲ 16:12

ପୁଣି ମୁଁ ତୁମ୍ଭ ନାସିକା ରେ ନୋଥ, କର୍ଣ୍ଣ ରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦଲେି।

ଏଫିସୀୟଙ୍କ ପ୍ରତି ପତ୍ର 5:25

ହେ ପତିଗଣ ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ ରମେ କରି ତା' ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭମାନେେ ମଧ୍ଯ ସହେିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ ରମେ କର।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:21

ସେ ସ୍ବର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳ ରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସହେି ଶକ୍ତି ବଳ ରେ ସେ ଆମ୍ଭର ହୟେ, ଦହଗେୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦହେ ଭଳି ଗୌରବମୟ କରି ଦବେେ।

Interlinear

Choose Theme