Home Bibles ☰ Books ଯିଶାଇୟ 60:17 · ଓଡ଼ିଆ ବାଇବେଲ
ଯିଶାଇୟ 60:17 · ଓଡ଼ିଆ ବାଇବେଲ

ଆମ୍ଭେ ପିତ୍ତଳ ପରିବର୍ତେ ସୁବର୍ଣ୍ଣ, ଲୁହା ପରିବର୍ତେ ରେ ୗପ୍ୟ, କାଠ ପରିବର୍ତେ ପିତ୍ତଳ ଓ ପ୍ରସ୍ତର ପରିବର୍ତେ ଲୌହ ଆଣିବା। ମୁଁ ଶାସ୍ତି ବଦଳ ରେ ଶାନ୍ତି ଆଣିବି। ଲୋକମାନେ ତୁମ୍ଭମାନଙ୍କୁ କ୍ଷତି କରିବେ କିଛି ଲୋକେ ତୁମ୍ଭ ପାଇଁ ଉତ୍ତମ କାମ କରିବେ।

Cross references

ପ୍ରଥମ ରାଜାବଳୀ 6:30

ଉଭୟ କୋଠରୀର ଚଟାଣ ମଧ୍ଯ ସୁବର୍ଣ୍ଣ ରେ ଆବୃତ ହାଇେଥିଲା।

ପ୍ରଥମ ରାଜାବଳୀ 10:21

ରାଜା ଶ ଲୋମନଙ୍କର ସମସ୍ତ ପାନପାତ୍ର ସୁନା ରେ ତିଆରି ହାଇେ ଥିଲା। ଲିବାନୋନ-ଅରଣ୍ଯ କୋଠର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ରୁପାର କୌଣସି ଜିନିଷ ରାଜାପ୍ରାସାଦ ରେ ନଥିଲା। ତାଙ୍କ ସମୟରେ ଏତେ ସୁନା ଥିଲା ଯେ ରୂପାକୁ କହେି ପଗ୍ଭରୁ ନ ଥିଲେ।

ଗୀତସଂହିତା 72:3

ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି ଏବଂ ନ୍ଯାଯପୂର୍ଣ୍ଣ ବିଚାର କରନ୍ତୁ।

ଯିଶାଇୟ 1:26

ଆଦ୍ଯ ସମୟ ପରି ମୁଁ ବିଚାରକାରୀଗଣଙ୍କୁ ଫରୋଇ ଆଣିବି। ପୂର୍ବେ ପୂର୍ବର ତୁମ୍ଭମାନଙ୍କର ମନ୍ତ୍ରୀମାନଙ୍କ ପରି ପରାମର୍ଶଦାତାଙ୍କୁ ପୁନଃସ୍ଥାପନା କରିବି। ତାପ ରେ ତୁମ୍ଭେ 'ଉତ୍ତମ ଓ ବିଶ୍ବସ୍ତ ନଗରୀ ବୋଲି କଥିତ ହବେ।'

ଯିଶାଇୟ 30:26

ଯେଉଁଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର କ୍ଷତ ସ୍ଥାନ ରେ ପଟି ବାନ୍ଧିବେ ଓ ପ୍ରହାର ଜନିତ ଆଘାତରୁ ସୁସ୍ଥ କରିବେ। ସହେିଦିନ ଚନ୍ଦ୍ରର ଦୀପ୍ତି ସୂର୍ୟ୍ଯର ଦୀପ୍ତିପରି ଉଜ୍ଜ୍ବଳ ହବେ। ପୁଣି ସୂର୍ୟ୍ଯର ଦୀପ୍ତି ସାତଦିନର ଦୀପ୍ତିତୁଲ୍ଯ ସାତଗୁଣ ଉଜ୍ଜ୍ବଳ ଦଖାୟିବେ।

ଯିଶାଇୟ 32:1

ଦେଖ, ଜଣେ ରାଜା ଧର୍ମାନୁସା ରେ ରାଜତ୍ବ କରିବେ ଓ ଅଧିପତିଗଣ ନ୍ଯାଯ ରେ ଶାସନ କରିବେ।

ଯିଶାଇୟ 55:13

କଣ୍ଟକ ବୃକ୍ଷ ପରିବର୍ତେ ଦବଦୋରୁ ବୃକ୍ଷ ଜନ୍ମିବ। ପୁନଶ୍ଚ ତାହା ସଦାପ୍ରଭୁଙ୍କର ମହିମା ସ୍ବରୂପ ହବେ ଓ କବେେ ଧ୍ବଂସ ହବେ ନାହିଁ।'

ଯିଖରିୟ 12:8

ସହେିଦିନ ସଦାପ୍ରଭୁ ପୁନର୍ବାର ୟିରୁଶାଲମର ଲୋକମାନଙ୍କୁ ସୁରକ୍ଷା ଦବେେ। ଏପରିକି ସବୁଠାରୁ ଦୁର୍ବଳ ବ୍ଯକ୍ତି ମଧ୍ଯ ସହେିଦିନ ଦାଉଦଙ୍କ ପରି ହବେ। ସହେିଦିନ ଆଉ ମଧ୍ଯ ଦାଉଦଙ୍କ ପରିବାର ଲୋକ ଦବେତାଗଣଙ୍କ ପରି ଓ ସଦାପ୍ରଭୁଙ୍କ ଦୂତପରି ତାଙ୍କ ସମ୍ମୁଖ ରେ ହବେେ।

ଏବ୍ରୀ 11:40

ପରମେଶ୍ବର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ ଦବୋ ପାଇଁ ଯୋଜନା କରିଥିଲେ। ପରମେଶ୍ବରଙ୍କ ଯୋଜନା ଥିଲା ଯେ, ସମାନେେ କବଳେ ଆମ୍ଭ ସହିତ ପରିପୂର୍ଣ୍ଣ ହବେେ।

ପିତରଙ୍କ ଦିତୀୟ ପତ୍ର 3:13

କିନ୍ତୁ ପରମେଶ୍ବର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦଇେଛନ୍ତି। ଆମ୍ଭମାନେେ ତାହାଙ୍କ ପ୍ରତିଜ୍ଞାନୁସା ରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷା ରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହବେ।

Interlinear

Choose Theme