Home Bibles ପ୍ରଥମ ରାଜାବଳୀ 6:15 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 6:15 · ଓଡ଼ିଆ ବାଇବେଲ

ମନ୍ଦିରର ଭିତର ପାଖ ପଥର କାନ୍ଥଗୁଡିକ ଏରସ କାଠର ପଟା ରେ ଆଚ୍ଛାଦିତ ହାଇେଥିଲା। ଗୋଟିଏ ବି ପଥର ଦଖାଗେଲା ନାହିଁ। କାନ୍ଥକୁ ଆଚ୍ଛାଦନ କରିଥିବା ଏରସ କାଠ ପଟାଗୁଡିକରେ ଫୁଲ ଓ ଲତାର ଛବି ଖାଦେନ କରାଗଲା।

Cross references

ପ୍ରଥମ ରାଜାବଳୀ 7:7

ସସ ମଧ୍ଯ ବିଗ୍ଭର ପାଇଁ ଏକ ସିଂହାସନ ନିର୍ମାଣ କଲଲ ଓ ଏହାକୁ ନିଯମର ପ୍ରଶସ୍ତ ଗୃହ କହିଲଲ।ସସହି କୋଠରୀ ଚଟାଣଠାରୁ ଛାତ ପର୍ୟ୍ଯନ୍ତ ଏରସ କାଠର ପଟାସର ଆଚ୍ଛାଦିତ ଥିଲା।

Interlinear

Choose Theme