Home Bibles ☰ Books ପରମଗୀତ 1:2 · ଓଡ଼ିଆ ବାଇବେଲ
ପରମଗୀତ 1:2 · ଓଡ଼ିଆ ବାଇବେଲ

ମାେତେ ଚୁମ୍ବନ ଦିଅ। ତୁମ୍ଭ ପାଟି ରେ ମାେତେ ଚୁମ୍ବନ ଦିଅ। ତୁମ୍ଭର ପ୍ ରମେ ଦ୍ରାକ୍ଷାରସଠାରୁ ଉତ୍ତମ।

Cross references

ଆଦି ପୁସ୍ତକ 27:26

ଏହାପରେ ଇସ୍ହାକ ତାଙ୍କୁ କହିଲେ, ମାରେ ପୁତ୍ର ମାେ ପାଖକୁ ଆସ ମାେତେ ଚୁମ୍ବନ ଦିଅ।

ଆଦି ପୁସ୍ତକ 29:11

ଏହାପରେ ଯାକୁବ ତାଙ୍କୁ ଚୁମ୍ବନ ଦଲୋ ଏବଂ କାନ୍ଦିଲା।

ଆଦି ପୁସ୍ତକ 45:15

ପୁଣି ଯୋଷଫେ ତାଙ୍କ ଅନ୍ୟ ସମସ୍ତ ଭାଇମାନଙ୍କୁ ଚୁମ୍ବନ କଲେ ଓ ସମାନଙ୍କେୁ ଧରି ରୋଦନ କଲେ। ଏହାପରେ ତାଙ୍କର ଭାଇମାନେ ତାଙ୍କ ସହିତ କଥା କହିଲେ।

ଗୀତସଂହିତା 2:12

ଦଖାଇଦେିଅ ୟେ ତୁମ୍ଭମାନେେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ ଅଟ ତା' ନ ହେଲେ ସେ କ୍ରୋଧିତ ହବେେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ। ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ବାସୀ ସମାନେେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି। କିନ୍ତୁ ଅନ୍ୟମାନେ ସାବଧାନ ହବୋ ଉଚିତ୍ କାରଣ ସଦାପ୍ରଭୁଙ୍କ କୋର୍ଧର ଶିକାର ସମାନେେ ୟେ କୌଣସି ସମଯରେ ଧନ୍ଯ।

ଗୀତସଂହିତା 36:7

ତୁମ୍ଭର ପ୍ରମେ ଓ କରୁଣାଠାରୁ କିଛି ଅଧିକ ମୂଲ୍ଯବାନ ବସ୍ତୁ ନାହିଁ। ଲୋକମାନେ ଓ ସ୍ବର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।

ଗୀତସଂହିତା 63:3

ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ। ମାରେ ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।

ପରମଗୀତ 1:4

ମାେତେ ଏକା ତୁମ୍ଭ ପାଖକୁ ଟାଣିନିଅ। ଆସ ଆମ୍ଭେ ଏକତ୍ରୀତ ହାଇେ ଦୌଡ଼ିବା। ରାଜା ଆପଣା ଅନ୍ତଃପୁରକୁ ମାେତେ ଆଣିଅଛନ୍ତି।

ପରମଗୀତ 2:4

ସେ ଆପଣା ଭୋଜନପାନର ଗୃହକୁ ମାେତେ ଆଣିଲେ। ମାେ ଉପ ରେ ପ୍ ରମେ ହିଁ ତାଙ୍କର ପତାକା ହେଲା।

ପରମଗୀତ 4:10

ଆଗୋ ମାରେ ଭଗିନୀ, ହେ ମାରେ ପ୍ରିୟେ, ତୁମ୍ଭର ପ୍ ରମେ କମେନ୍ତ ମନୋରମ। ତୁମ୍ଭ ପ୍ ରମେ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ। ପୁଣି ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧି ଦ୍ରବ୍ଯ ଅପେକ୍ଷା ଉତ୍ତମ।

ପରମଗୀତ 5:16

ତାହାଙ୍କ ମୁଖ ଅତ୍ଯନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମ ନୋହର। ହେ ୟିରୁଶାଲମର କନ୍ଯାଗଣ, ସେ ମାହେର ପ୍ରିଯତମ, ସେ ମାହେର ସହୋଦର।

ପରମଗୀତ 7:6

ଆଗୋ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କମେନ୍ତ ସୁନ୍ଦରୀ ଓ ମ ନୋହାରିଣୀ।

ପରମଗୀତ 7:9

ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ଯ, ସହେି ଦ୍ରାକ୍ଷାରସ ମାେ ପ୍ରିଯତମାଙ୍କ ଗଳ ଦେଶ ରେ ଧୀର ଭାବରେ ଗଳିୟାଏ ଏବଂ ମାରେ ଓଷ୍ଠ ଓ ଦାନ୍ତ ଦଇେ ଧୀ ରେ ଧୀ ରେ ବହିୟାଏ।

ପରମଗୀତ 7:12

ଆମ୍ଭମାନେେ ଅତି ପ୍ରଭାତ ରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ। ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ଫୁଟିତ ଓ ଡ଼ାଳିମ୍ବ ପୁଷ୍ପିତ ହାଇେଅଛି କି ନାହିଁ, ତାହା ଆମ୍ଭମାନେେ ଦେଖିବା। ସଠାେ ରେ ମୁଁ ତୁମ୍ଭଙ୍କୁ ଆପଣା ପ୍ ରମେ ପ୍ରଦାନ କରିବି।

ପରମଗୀତ 8:1

ଯଦି ତୁମ୍ଭେ ଏକ ପିଲା ହାଇେଥାନ୍ତ, ମାରେ େଛାଟ ଭାଇପରି ଯେ କି ମାେ ମା'ର କ୍ଷୀର ଖାଉଛି ଏବଂ ଯଦି ମୁଁ ତୁମ୍ଭକୁ ବାହା ରେ ଦେଖେ ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ କହେି ମାେତେ ଖରାପ ଭାବିବେ ନାହିଁ।

Interlinear

Choose Theme