ଆଦି ପୁସ୍ତକ 27:26 · ଓଡ଼ିଆ ବାଇବେଲ
ଏହାପରେ ଇସ୍ହାକ ତାଙ୍କୁ କହିଲେ, ମାରେ ପୁତ୍ର ମାେ ପାଖକୁ ଆସ ମାେତେ ଚୁମ୍ବନ ଦିଅ।
Cross references
ଆଦି ପୁସ୍ତକ 29:11
ଏହାପରେ ଯାକୁବ ତାଙ୍କୁ ଚୁମ୍ବନ ଦଲୋ ଏବଂ କାନ୍ଦିଲା।
ଦିତୀୟ ଶାମୁୟେଲ 14:33
ତା'ପରେ ଯୋୟାବ ୟାଇ ରାଜାଙ୍କକ୍ସ୍ଟ ଏକଥା ଜଣାଇଲା। ତା'ପରେ ରାଜା ଅବଶା ଲୋମକକ୍ସ୍ଟ ପାଖକକ୍ସ୍ଟ ଡକାଇଲେ, ସେ ଆସି ରାଜାଙ୍କକ୍ସ୍ଟ ଭୂମିଷ୍ଟ ପ୍ରଣାମ କଲା, ରାଜା ଅବଶା ଲୋମକକ୍ସ୍ଟ ଚକ୍ସ୍ଟମ୍ବନ କଲେ।
ପରମଗୀତ 1:2
ମାେତେ ଚୁମ୍ବନ ଦିଅ। ତୁମ୍ଭ ପାଟି ରେ ମାେତେ ଚୁମ୍ବନ ଦିଅ। ତୁମ୍ଭର ପ୍ ରମେ ଦ୍ରାକ୍ଷାରସଠାରୁ ଉତ୍ତମ।
ମାଥିଉଲିଖିତ ସୁସମାଚାର 26:49
ତା'ପରେ ୟିହୂଦା ଯୀଶୁଙ୍କ ପାଖ ରେ ପହଞ୍ଚି ତାହାଙ୍କୁ କହିଲେ, ହେ ଗୁରୁ, ନମସ୍କାର ତାପରେ ସେ ଯୀଶୁଙ୍କୁ ଚୁମ୍ବନ ଦେଲେ।