Home Bibles ଆଦି ପୁସ୍ତକ 29:11 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 29:11 · ଓଡ଼ିଆ ବାଇବେଲ

ଏହାପରେ ଯାକୁବ ତାଙ୍କୁ ଚୁମ୍ବନ ଦଲୋ ଏବଂ କାନ୍ଦିଲା।

Cross references

ଆଦି ପୁସ୍ତକ 27:26

ଏହାପରେ ଇସ୍ହାକ ତାଙ୍କୁ କହିଲେ, ମାରେ ପୁତ୍ର ମାେ ପାଖକୁ ଆସ ମାେତେ ଚୁମ୍ବନ ଦିଅ।

ଆଦି ପୁସ୍ତକ 29:13

ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷଯ ରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚିମ୍ବନ ଦେଲେ। ଏବଂ ତାଙ୍କୁ ତାଙ୍କ ସହିତ ତାଙ୍କ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲା।

ଆଦି ପୁସ୍ତକ 33:4

ସଯଲତଲବଲଳ ଏଲଷୗ ଯାକୁବକୁସଦଖିଲଲସସ ତାଙ୍କୁ ଭଲଟିବା ପାଇଁ ଦୌଡ଼ିଗଲଲ। ଏହାପଲରସସ ତା'ର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲଲ, ପୁଣି ଦୁସହଁ କାନ୍ଦିବାକୁ ଲାଗିଲଲ।

ଆଦି ପୁସ୍ତକ 43:30

ତା'ପରେ ଯୋଷଫେ ଆଉ ଅଧିକ ସମୟ ନିଜର ଦୟା ତାଙ୍କ ଭାଇମାନଙ୍କ ପ୍ରତି ସମ୍ଭାଳି ପାରିଲେ ନାହିଁ। ସେ ଶିଘ୍ର ସମାନଙ୍କେ ପାଖରୁ ଆଉ ଗୋଟିଏ କଠାେରୀକୁ ଗଲେ ଏବଂ କାନ୍ଦିଲେ।

ଆଦି ପୁସ୍ତକ 45:2

ଯୋଷଫେ କ୍ରନ୍ଦନ କରିବା ସମସ୍ତ ମିଶରୀଯମାନେ ଶୁଣିଲେ। ଯେଉଁମାନେ ଫାରୋଙ୍କ ଗୃହ ରେ ଥିଲେ।

ଆଦି ପୁସ୍ତକ 45:14

ଏହାପରେ ଯୋଷଫେ ବିନ୍ଯାମୀନଙ୍କୁ ଆଲିଙ୍ଗନ କଲେ ଓ ଉଭୟ ଭାଇ ମିଶି କ୍ରନ୍ଦନ କଲେ।

ଯାତ୍ରା ପୁସ୍ତକ 4:27

ସଦାପ୍ରଭୁ ହାରୋଣକୁ କହିଲେ, ତୁମ୍ଭେ ମାଶାଙ୍କେ ସହିତ ସାକ୍ଷାତ କରିବା ନିମିତ୍ତ ମରୁଭୂମିକୁ ୟାଅ। ତେଣୁ ସେ ୟାଇ ପରମେଶ୍ବରଙ୍କ ପର୍ବତ ରେ ତାଙ୍କ ସହିତ ମିଳି ତାଙ୍କୁ ଚୁମ୍ବନ କଲେ।

ଯାତ୍ରା ପୁସ୍ତକ 18:7

ତେଣୁ ମାଶାେ ତାଙ୍କ ଶ୍ବଶୁରଙ୍କୁ ସାକ୍ଷାତ କରିବାକୁ ବାହାରକୁ ଗଲେ। ମାଶାେ ତାଙ୍କ ଶ୍ବଶୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଓ ତାଙ୍କୁ ଚୁମ୍ବନ ଦଲେ। ଏବଂ ସମାନେେ ପରମେଶ୍ବରଙ୍କର ଉତ୍ତମ ଖବର ବୁଝିଲେ। ଏହାପରେ ସମାନେେ ମାଶାଙ୍କେ ତମ୍ବୁକୁ ଗଲେ ଓ ସଠାେରେ କଥା ହେଲ।

ରୋମୀୟଙ୍କ ପ୍ରତି ପତ୍ର 16:16

ତୁମ୍ଭମାନେେ ସମସ୍ତେ ପବିତ୍ର ଚୁମ୍ବନ ଦଇେ ଏକା ରକେକୁ ଅଭିବାଦନ ଜଣାଅ। ଖ୍ରୀଷ୍ଟଙ୍କର ସମସ୍ତ ମଣ୍ତଳୀ ବା ବିଶ୍ବାସୀ ସମୂହ ତୁମ୍ଭମାନଙ୍କୁ ଅଭିବାଦନଜଣାଉଛନ୍ତି।

Interlinear

Choose Theme