Home Bibles ରୂତର ବିବରଣ 2:8 · ଓଡ଼ିଆ ବାଇବେଲ
ରୂତର ବିବରଣ 2:8 · ଓଡ଼ିଆ ବାଇବେଲ

ଏହାପରେ ବୋୟଜ ଋତକ୍ସ୍ଟ କହିଲେ, ଆଗୋ ମାରେ କନ୍ଯା, ମାରେ କଥା ଶକ୍ସ୍ଟଣ। ମାେ କ୍ଷତରେକ୍ସ୍ଟ ତୁମ୍ଭେ ନିଜ ପାଇଁ ଶସ୍ଯ ସଂଗ୍ରହ କର। ତୁମ୍ଭର ଅନ୍ୟ କାହାର କ୍ଷତକେକ୍ସ୍ଟ ୟିବା ଦରକାର ନାହିଁ। ମାତ୍ର ମାରେ ଦାସୀଗଣଙ୍କ ପଛ ରେ ୟାଅ।

Cross references

ଲେବୀୟ ପୁସ୍ତକ 19:9

ତୁମ୍ଭମାନେେ ଅମଳ ସମୟରେ ଯବେେ ଶସ୍ଯ କାଟୁଛ ତବେେ କ୍ଷେତ୍ରକୁ ନିଃଶଷେ କରି ଶସ୍ଯ କାଟିବ ନାହିଁ। କିମ୍ବା ନିତ ଶସ୍ଯକ୍ଷେତ୍ରରୁ ତ୍ଯକ୍ତ ଶସ୍ଯ ସାଉଣ୍ଟିବା ନାହିଁ।

ପ୍ରଥମ ଶାମୁୟେଲ 3:6

ଏହାପରେ ସଦାପ୍ରଭୁ ଶାମକ୍ସ୍ଟଯଲେ ବୋଲି ଆଉଥରେ ଡାକିଲେ, ତହକ୍ସ୍ଟଁ ଶାମକ୍ସ୍ଟଯଲେ ଉଠି ଏଲିଙ୍କ ନିକଟକକ୍ସ୍ଟ ୟାଇ କିହିଲେ, ମୁ ଏଠା ରେ ଅଛି, ଆପଣା ମାେତେ ଡାକିଲେ?

ପ୍ରଥମ ଶାମୁୟେଲ 3:16

ଏଥକ୍ସ୍ଟ, ହେ ମାହେର ପକ୍ସ୍ଟତ୍ର ଶାମକ୍ସ୍ଟଯଲେ, ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ।

ଦିତୀୟ ରାଜାବଳୀ 5:13

କିନ୍ତୁ ନାମାନ୍ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, ହେ ପିତା, ଯଦି ଭବିଷ୍ଯଦ୍ବକ୍ତା କିଛି ବଡ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ'ଣ ତାହା କରି ନଥାନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ 'ସ୍ନାନ କର ଏବଂ ଶୁଚି ହୁଅ।'

ପରମଗୀତ 1:7

ହେ ମାରେ ପ୍ରାଣର ପ୍ରିଯତମ, ତୁମ୍ଭେ କେଉଁଠା ରେ ଆପଣା ଗୋରୁଗାଈ ଚରାଉ ଅଛ। ମଧ୍ଯାହ୍ନ ରେ କେଉଁଠା ରେ ଶଯନ କରାଉ ଅଛ, ତାହା ମାେତେ ଜଣାଅ। ତୁମ୍ଭ ସାଙ୍ଗ ଗହଣ ରେ ମୁଁ କାହିଁକି ଜଣେ ଓଢ଼ଣା ଦେଉଥିବା ସ୍ତ୍ରୀ ଲୋକପରି ହବେି ?

ମାଥିଉଲିଖିତ ସୁସମାଚାର 9:2

କେତକେ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ଆଣିଲେ। ସେ ରୋଗୀଟି ଶୟେ ରେ ଶାଇେଥିଲା। ଯୀଶୁ ସହେି ଲୋକମାନଙ୍କର ଗଭୀର ବିଶ୍ବାସ ଥିବାର ଦେଖିଲେ। ସେ ପକ୍ଷାଘାତ ରୋଗୀକୁ କହିଲେ, ହେ ୟୁବକ! ସାହସ ରଖ। ତୁମ୍ଭର ସବୁ ପାପ କ୍ଷମା କରାଗଲା।

ମାଥିଉଲିଖିତ ସୁସମାଚାର 9:22

ଯୀଶୁ ବୁଲିପଡି ତାହାକୁ ଚାହିଁଲେ। ଯୀଶୁ କହିଲେ, ଝିଅ, ସାହାସ ଧର। ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରି ଦଇେଛି। ସଙ୍ଗେସଙ୍ଗେ ସେ ସ୍ତ୍ରୀ ଲୋକଟି ସୁସ୍ଥ ହାଇଗେଲା।

ମାଥିଉଲିଖିତ ସୁସମାଚାର 10:7

ତୁମ୍ଭମାନେେ ପ୍ରଚାର କର, 'ସ୍ବର୍ଗରାଜ୍ଯ ନିକଟ ହାଇେ ଗଲାଣି।'

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:8

ଭାଇ ଓ ଭଉଣୀମାନେ ! ଯାହା ସତ୍ଯ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍ ଗୁଣ ଓ ପ୍ରଶଂସାର ଥାଏ, ସହେି ବିଷୟଗୁଡ଼ିକରେ ମନୋୟୋଗ କର।

Interlinear

Choose Theme