Home Bibles ☰ Books ଲେବୀୟ ପୁସ୍ତକ 19:9 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 19:9 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଅମଳ ସମୟରେ ଯବେେ ଶସ୍ଯ କାଟୁଛ ତବେେ କ୍ଷେତ୍ରକୁ ନିଃଶଷେ କରି ଶସ୍ଯ କାଟିବ ନାହିଁ। କିମ୍ବା ନିତ ଶସ୍ଯକ୍ଷେତ୍ରରୁ ତ୍ଯକ୍ତ ଶସ୍ଯ ସାଉଣ୍ଟିବା ନାହିଁ।

Cross references

ଲେବୀୟ ପୁସ୍ତକ 23:10

ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେୁ ତୁମ୍ଭମାନେେ ସେ ଦେଶ ରେ ପ୍ରବେଶ କରିବ। ଯେତବେେଳେ ତୁମ୍ଭମାନେେ ଶସ୍ଯ କାଟିବ, ସେତବେେଳେ ପ୍ରଥମ କଟା ଶସ୍ଯରୁ ଏକବିଡା ଯାଜକ ନିକଟକୁ ଆଣିବ।

ଲେବୀୟ ପୁସ୍ତକ 23:22

ଆଉ ତୁମ୍ଭମାନେେ ଶସ୍ଯ କାଟିଲା ବେଳେ, କ୍ଷେତ୍ରରୁ ସମସ୍ତ ଶସ୍ଯ ନିଃଶଷେ କରି କାଟିବ ନାହିଁ। ଆଉ ତଳେ ପଡିଥିବା ଶସ୍ଯକୁ ସାଉଁଟିବ ନାହିଁ। ତୁମ୍ଭମାନେେ ସେସବୁ ଦୁଃଖୀ ଓ ବିଦେଶୀମାନଙ୍କ ପାଇଁ ଛାଡିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଲେବୀୟ ପୁସ୍ତକ 23:29

ଯବେେ କୌଣସି ଲୋକ ସହେିଦନି ଉପବାସ କରିବାକୁ ବିରତ ହୁଏ, ତବେେ ସେ ତା'ର ଲୋକମାନଙ୍କଠାରୁ ପୃଥକ୍ ରହିବ।

ଦିତୀୟ ବିବରଣ 24:19

ତୁମ୍ଭେ ଆପଣା କ୍ଷେତ୍ର ରେ ଶସ୍ଯ କାଟିବା ବେଳେ ଗୋଟିଏ ବିଡା କ୍ଷେତ୍ର ରେ ପାସୋରି ଆସିଲେ ତାହା ଆଣିବା ପାଇଁ ଫରେିୟିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହବେ। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତକୃତ ସମସ୍ତ କର୍ମ ରେ ତୁମ୍ଭକୁ ଆଶୀର୍ବାଦ କରିବେ।

ଦିତୀୟ ବିବରଣ 24:21

ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରକ୍ସ୍ଟ ଦ୍ରାକ୍ଷାଫଳ ସଂଗ୍ରହ କଲା ବେଳେ ଆପଣା ଉତ୍ତା ରେ ପକ୍ସ୍ଟନ୍ନର୍ବାର ସାଉଣ୍ଟିବ ନାହିଁ। ତାହା ବିଦେଶୀର ପିତୃହୀନର ଓ ବିଧବାର ହବେ।

ରୂତର ବିବରଣ 2:2

ଦିନେ ଋତ ( ମାୟୋବ ଦେଶୀଯ) ନୟମୀକକ୍ସ୍ଟ କହିଲେ, ମୁ କ୍ଷତକେକ୍ସ୍ଟ ୟିବା ପାଇଁ ଗ୍ଭ ହେଁ। କହେି ମାେତେ ଅନକ୍ସ୍ଟଗ୍ରହ ଦଖାଇେପାରନ୍ତି। ଯଦି ୟିଏ କହେି ତା' ପଛ ରେ କିଛି ଶସ୍ଯ ଛାଡି ୟାଏ ମୁ ତାକକ୍ସ୍ଟ ସାଉଁଟି ଆଣିବି। ନୟମୀ କହିଲେ, ୟାଅ ମାରେକନ୍ଯା।

ରୂତର ବିବରଣ 2:8

ଏହାପରେ ବୋୟଜ ଋତକ୍ସ୍ଟ କହିଲେ, ଆଗୋ ମାରେ କନ୍ଯା, ମାରେ କଥା ଶକ୍ସ୍ଟଣ। ମାେ କ୍ଷତରେକ୍ସ୍ଟ ତୁମ୍ଭେ ନିଜ ପାଇଁ ଶସ୍ଯ ସଂଗ୍ରହ କର। ତୁମ୍ଭର ଅନ୍ୟ କାହାର କ୍ଷତକେକ୍ସ୍ଟ ୟିବା ଦରକାର ନାହିଁ। ମାତ୍ର ମାରେ ଦାସୀଗଣଙ୍କ ପଛ ରେ ୟାଅ।

ରୂତର ବିବରଣ 2:15

ଏହାପରେ ଋତ ଉଠି କାର୍ୟ୍ଯକକ୍ସ୍ଟ ଗଲା।

Interlinear

Choose Theme