ଦେଖ ସମାନେେ କେଉଁ କ୍ଷତକେକ୍ସ୍ଟ ଯାଉଛନ୍ତି, ସମାନଙ୍କେୁ ଅନକ୍ସ୍ଟସରଣ କର। ମୁ ସେ ୟକ୍ସ୍ଟବକମାନଙ୍କୁ ସତର୍କ କରାଇ ଦେଉଛି ସମାନେେ ତୁମ୍ଭକୁ ହଇରାଣ କରିବେ ନାହିଁ। ତୁମ୍ଭେ ଯବେେ ତକ୍ସ୍ଟଷାର୍ତ୍ତ ଅନକ୍ସ୍ଟଭବ କରିବ, ତବେେ ତୁମ୍ଭେ ୟାଇ ମାରେ ଲୋକମାନେ ପିଉଥିବା ପାଣିପାତ୍ରରକ୍ସ୍ଟ ପାଣି ପିଇପାରିବ।
Cross references
ଏହାପରେ ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ହଁ ମୁଁ ଜାଣେ ତୁମ୍ଭେ ନିର୍ ଦୋଷ। ତେଣୁ ମୁଁ ତୁମ୍ଭକୁ ରକ୍ଷା କଲି। ମୁଁ ତୁମ୍ଭକୁ ମାେ ବିରୁଦ୍ଧ ରେ ପାପ କରିବାକୁ ଦବେି ନାହିଁ। ମୁଁ ତୁମ୍ଭକୁ ତାଙ୍କ ସହିତ ସହବାସ କରିବାକୁ ଦଇେ ନଥିଲି।
ରିବିକା ତତ୍କ୍ଷଣାତ୍ ତାଙ୍କ କନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, ହେ ମହାଶୟ ପାନ କର।
ମାେତେ ଦୟା କରନ୍ତୁ। ମାରେ ଶତ୍ରୁଗଣ ମାେତେ ଦୟାକର। କାହିଁକି ? କାରଣ ପରମେଶ୍ବର ମାେ ବିରୁଦ୍ଧ ରେ।
ପରମେଶ୍ବର କହିଲେ, ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ। ଏବଂ ଆମ୍ଭର ଭବିଷ୍ଯଦ୍ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।
ଏହା ଠିକ୍ ସହେିପରି ହବେ, ଯଦି ତୁମ୍ଭେ ପର ସ୍ତ୍ରୀ ସହିତ ଶଯନ କରିବ। ଯେକହେି ଏହା ଇଚ୍ଛା କରେ ଦଣ୍ଡିତରୁ ପଳାଇ ୟାଇପାରିବ ନାହିଁ।
ଯଦି କହେି ଲୋକ ମାରେ ଏହି େଛାଟ ଓ ସରଳ ଶିଷ୍ଯମାନଙ୍କ ମଧ୍ଯରୁ କାହାରିକୁ ମାରେ ଶିଷ୍ଯ ବୋଲି କହି ସାହାର୍ୟ୍ଯ କରେ, ତବେେ ସେ ନିଶ୍ଚୟ ତାର ପୁରସ୍କାର ପାଇବ। ସେ ଯଦି ମାେ ଶିଷ୍ଯମାନଙ୍କୁ କାହାକୁ କବଳେ ଗିନାଏ ଥଣ୍ଡା ପାଣି ଦଇେଥାଏ, ତଥାପି ସେ ତାର ପୁରସ୍କାର ପାଇବ।
ସତେିକି ବେଳେ ଜଣେ ଶମିରୋଣୀଯା ସ୍ତ୍ରୀ ସହେି କୂଅରୁ ପାଣି ନବୋ ପାଇଁ ଆସିଲା। ଯୀଶୁ ତାକୁ କହିଲେ, ମାେତେ ଦୟାକରି ମୁନ୍ଦେ ପାଣି ପିଇବାକୁ ଦିଅ।
ଏବେ ମୁଁ ତୁମ୍ଭମାନେେ ଲେଖିଥିବା ବିଷୟଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ।
ଆମ୍ଭେ ଜାଣୁ ଯେ, ପରମେଶ୍ବରଙ୍କର ସନ୍ତାନ ହାଇେଥିବା ବ୍ଯକ୍ତି ଆଉ ପାପରେ ଲିପ୍ତ ରହେ ନାହିଁ। ବରଂ ପରମେଶ୍ବରଙ୍କ ପୁତ୍ର ତାହାକୁ ରକ୍ଷା କରନ୍ତି ଏବଂ ପାପାତ୍ମା ତା'ର କିଛି କ୍ଷତି କରିପା ରେ ନାହିଁ।