Home Bibles ରୋମୀୟଙ୍କ ପ୍ରତି ପତ୍ର 14:12 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 14:12 · ଓଡ଼ିଆ ବାଇବେଲ

ଅତଏବ ପ୍ରେତ୍ୟକକ ଲୋକକୁ ପରମେଶ୍ବରଙ୍କ ସାମନା ରେ ନିଜ ଜୀବନର ହିସାବ ଦବୋକୁ ହବେ।

Cross references

ଉପଦେଶକ 11:9

ହେ ୟୁବକ, ତୁମ୍ଭେ ଆପଣା ୟୌବନାବସ୍ଥା ରେ ଆନନ୍ଦ କର ଓ ୟୌବନ କାଳ ରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦଯ ଯାହା କରିବା ପାଇଁ ତୁମ୍ଭକୁ ଆଗଇେ ନେଉଛି, ତାହା କର। ଯାହା ଚାହୁଁଛ ତାହା କର। କିନ୍ତୁ ମନରେଖ ଯେ, ତୁମ୍ଭମାନେେ ଯାହାସବୁ କରୁଛ, ପରମେଶ୍ବର ତା'ର ବିଚାର କରିବେ।

ମାଥିଉଲିଖିତ ସୁସମାଚାର 12:36

କିନ୍ତୁ ମୁଁ ତୁମ୍ଭକୁ କହିଛି ଲୋକମାନେ ଅଜାଗ୍ରତ ଭାବରେ କିଛି କହିଥିବା ପ୍ରେତ୍ୟକକ ଶବ୍ଦପାଇଁ ବିଚ଼ାର ଦିନ ରେ ସମାନଙ୍କେୁ ଉତ୍ତର ଦବୋକୁ ହବେ।

ମାଥିଉଲିଖିତ ସୁସମାଚାର 16:27

ମନୁଷ୍ଯପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ବର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ଯପୁତ୍ର ପ୍ରେତ୍ୟକକ ଲୋକକୁ ତାର କର୍ମ ଅନୁସାରେ ଫଳ ଦବେେ।

ମାଥିଉଲିଖିତ ସୁସମାଚାର 18:23

ନିଜ ଚାକରମାନଙ୍କଠାରୁ ଉଧାର ଥିବା ଟଙ୍କାପଇସାର ଆଦାୟ ପାଇଁ ମନସ୍ଥ କରିଥିବା ଜଣେ ରାଜାଙ୍କ ସହିତ ସ୍ବର୍ଗରାଜ୍ଯର ତୁଳନା କରା ଯାଇପା ରେ।

ଲୂକଲିଖିତ ସୁସମାଚାର 16:2

ଧନୀଲୋକ ଜଣକ ଗୁମାସ୍ତାଙ୍କୁ ଡାକି କହିଲେ, ମୁଁ ତୁମ୍ଭ ବିରୁଦ୍ଧ ରେ ଅନକେ କଥା ଶୁଣୁଛି। ତୁମ୍ଭେ ଯାହା ସବୁ କରିଛ, ତାର ହିସାବ ମାେତେ ଦିଅ। ଏଣିକି ତୁମ୍ଭେ ଆଉ ମାରେ ଗୁମାସ୍ତା ହାଇେ ପାରିବନାହିଁ।'

ଗାଲାତୀୟଙ୍କ ପ୍ରତି ପତ୍ର 6:5

ପ୍ରେତ୍ୟକକ ଲୋକ ନିଜ ନିଜର ଦାଯିତ୍ବ ବହନ କରିବା ଉଚିତ୍।

ପିତରଙ୍କ ପ୍ରଥମ ପତ୍ 4:5

ଅତଏବ ସମାନେେ ତୁମ୍ଭ ବିଷୟ ରେ ମନ୍ଦକଥା କହୁଛନ୍ତି। କିନ୍ତୁ ସମାନଙ୍କେୁ ସମାନଙ୍କେ କୃତ କର୍ମ ଲାଗି ଉତ୍ତର ଦବୋକୁ ହବେ। ଯେଉଁ ଖ୍ରୀଷ୍ଟ ମୃତ ଓ ଜୀବନ ଉଭୟର ବିଚାର କରିବାକୁ ପ୍ରସ୍ତୁତ, ତାହାଙ୍କ ନିକଟରେ ସମାନଙ୍କେୁ ସମସ୍ତ କର୍ମର ହିସାବ ଦବୋକୁ ହବେ।

Interlinear

Choose Theme