Home Bibles ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:8 · ଓଡ଼ିଆ ବାଇବେଲ
ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:8 · ଓଡ଼ିଆ ବାଇବେଲ

ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ମାନନ୍ତି ନାହିଁ, ସମାନଙ୍କେୁ ଦଣ୍ଡ ଦବୋ ଲାଗି ସେ ଜ୍ବଳନ୍ତ ଅଗ୍ନି ଶିଖା ସହିତ ଆସିବେ।

Cross references

ଆଦି ପୁସ୍ତକ 3:24

ସଦାପ୍ରଭୁ ପରମେଶ୍ବର ଏହିପରି ମନୁଷ୍ଯକୁ ତଡ଼ି ଦେଲେ। ପୁଣି ଅମୃତ ବୃକ୍ଷର ପଥ ପହରା ଦବୋପାଇଁ ସେ କିରୁବଦୂତମାନଙ୍କୁ ଏବଂ ଗୋଟିଏ ଘୂର୍ଣ୍ଣଯମାନ ଖଡ୍ଗ ଏଦୋନ ଉଦ୍ୟାନର ପ୍ରବେଶ ସ୍ଥାନ ରେ ରଖିଲେ।

ଯାତ୍ରା ପୁସ୍ତକ 5:2

କିନ୍ତୁ ଫାରୋ କହିଲେ, ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି ନାହିଁ।

ଦିତୀୟ ବିବରଣ 4:11

ତେଣୁ ସମାନେେ ମାରେ ନିକଟବର୍ତ୍ତୀ ହାଇେ ପର୍ବତ ତଳେ ଛିଡା ହେଲେ। ସହେି ସମୟରେ ସହେି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧକାର ରେ ବ୍ଯାଲ୍ଗ ହାଇେଥିଲା ଓ ଗଗନର ମଧ୍ଯ ପର୍ୟ୍ଯନ୍ତ ଅଗ୍ନି ରେ ଜଳିଲା।

ଦିତୀୟ ବିବରଣ 4:30

ଯେତବେେଳେ ତୁମ୍ଭମାନେେ ବିପଦ ରେ ପଡିବ ଓ ଏହି ସମସ୍ତ ତୁମ୍ଭମାନଙ୍କର ଉପରେ ଘଟିବ ସେତବେେଳେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନିକଟକକ୍ସ୍ଟ ଫରେିବ ଓ ତାଙ୍କର ସମସ୍ତ ଅନକ୍ସ୍ଟଶାସନ ମାନିବ।

ଦିତୀୟ ବିବରଣ 5:5

ସହେି ସମୟରେ, ମୁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ଯ କହିବା ନିମନ୍ତେ ସହେି ସ୍ଥାନ ରେ ସଦାପ୍ରଭୁଙ୍କର ଓ ତୁମ୍ଭମାନଙ୍କ ମଧିଅରେ ଛିଡା ହଲିେ କାରଣ ତୁମ୍ଭମାନେେ ଅଗ୍ନିକକ୍ସ୍ଟ ଭୟ କଲ, ଏବଂ ସେଥିପାଇଁ ତୁମ୍ଭମାନେେ ପର୍ବତ ଉପରକକ୍ସ୍ଟ ଗଲ ନାହିଁ। ତାଙ୍କର ବାକ୍ଯ ଏହିସବୁ,

ଦିତୀୟ ବିବରଣ 32:35

ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'

ଦିତୀୟ ବିବରଣ 32:41

ଆମ୍ଭେ ଆପଣା ବଜ୍ରତକ୍ସ୍ଟଲ୍ଯ ଖଡ୍ଗ ରେ ଶାଣ ଦେଲେ, ବିଗ୍ଭର ସାଧନ କରିବା ପାଇଁ ହସ୍ତକ୍ଷପେ କଲେ, ଆମ୍ଭେ ଆପଣା ବିପକ୍ଷଗଣ ବିରକ୍ସ୍ଟଦ୍ଧ ରେ ପରିଶାଧେ ନବୋ। ଯେଉଁମାନେ ଆମ୍ଭକକ୍ସ୍ଟ ଘୃଣା କରନ୍ତି ସମାନଙ୍କେର ଦୋଷ ଅନକ୍ସ୍ଟୟାଯୀ ଦଣ୍ତ ଦବୋ।

ପ୍ରଥମ ଶାମୁୟେଲ 2:12

ଏଲିଙ୍କର ପକ୍ସ୍ଟତ୍ରମାନେ ପାପୀ ଥିଲେ ଏବଂ ସମାନେେ ସଦାପ୍ରଭଙ୍କକ୍ସ୍ଟ ଜାଣନ୍ତି ନାହିଁ

ଦିତୀୟ ଶାମୁୟେଲ 23:7

ମାତ୍ର ଯେଉଁ ଲୋକ ତାକକ୍ସ୍ଟ ସ୍ପର୍ଶ କରିବ, ଲୌହ ଓ କାଠର ବର୍ଚ୍ଛାଦଣ୍ତ ରେ ସମାନେେ ଆଘାତ ପ୍ରାଲ୍ଗ ହବେ। ହଁ ସଗେକ୍ସ୍ଟଡିକ କଣ୍ଟା ତକ୍ସ୍ଟଲ୍ଯ। ସଗେକ୍ସ୍ଟଡିକ ନିଆଁ ରେ ପୋଡ଼ାଯିବ।

ଗୀତସଂହିତା 2:9

ତୁମ୍ଭେ ସହେି ରାଜ୍ଯସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି ଧ୍ବଂସ କରିଦଇେ ପାରିବ।

ଗୀତସଂହିତା 9:10

ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି ସମାନେେ ତୁମ୍ଭକୁ ବିଶ୍ବାସ କରିବେ। ହେ ସଦାପ୍ରଭୁ ୟଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି ତୁମ୍ଭେ ସମାନଙ୍କେୁ ସାହାୟ୍ଯ ନ କରି ଛାଡ଼ିଦିଅ ନାହିଁ।

ଗୀତସଂହିତା 18:44

ସହେି ଲୋକମାନେ ମାେ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମାେତେ ମାନିବେ। ସହେି ବିଦେଶୀମାନେ ମାେତେ ଦେଖି ଭୟଭୀତ ହବେେ।

ଗୀତସଂହିତା 21:8

ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।

ଗୀତସଂହିତା 50:2

ପରମ ସୌନ୍ଦର୍ୟ୍ଯମଯୀ ପରମେଶ୍ବର, ବାକ୍ଯସବୁ ସିୟୋନ୍ ପର୍ବତରେ ଥିବା ମନ୍ଦିରରେ କୁହାୟାଏ। ସହେି ମନ୍ଦିର ପର୍ବତକୁ ଶାେଭା ମଣ୍ଡିତ କରିଥାଏ।

ଗୀତସଂହିତା 79:6

ଯେଉଁ ଜାତିମାନେ ତୁମ୍ଭକୁ ସ୍ବୀକାର କରୁ ନାହାନ୍ତି, ଯେଉଁ ରାଜ୍ଯ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ, ତୁମ୍ଭର କୋର୍ଧ ସମାନଙ୍କେ ଉପରେ ଢ଼ାଳି ଦିଅ।

ଗୀତସଂହିତା 94:1

ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ବର, ୟିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦଖାେଅ।

ଯିଶାଇୟ 1:19

ଯଦି ତୁମ୍ଭମାନେେ ମାରେ ବାକ୍ଯ ପ୍ରତି ଧ୍ଯାନ ଦବେ ଓ ମାରେ ଆଜ୍ଞାବହ ହବେ ତବେେ ତୁମ୍ଭମାନେେ ଦେଶ ରେ ଉତ୍ତମ ଫଳ ଭୋଗ କରିବ।

ଯିଶାଇୟ 27:11

ଦ୍ରାକ୍ଷାଗଛ ରେ ଡ଼ାଳ ଶୁଷ୍କ ହେଲେ ଭଙ୍ଗାୟିବ। ସ୍ତ୍ରୀ ଲୋକମାନେ ତାକୁ ଜାଳଣେି ରୂପେ ବ୍ଯବହାର କରିବେ।

ଯିଶାଇୟ 61:2

କେତବେେଳେ ସଦାପ୍ରଭୁ ତାଙ୍କର କରୁଣା ପ୍ରଦର୍ଶନ କରିବେ ଓ କେଉଁ ସମୟରେ ପରମେଶ୍ବର ଦୁଷ୍ଟାଚାରୀଙ୍କ ଉପ ରେ ପ୍ରତିଶୋଧ ନବେେ ଓ ଶାେକାର୍ତ୍ତମାନଙ୍କୁ ସାନ୍ତ୍ବନା କରିବେ। ସେ ସବୁ ପ୍ରଚାର କରିବାକୁ ପରମେଶ୍ବର ମାେତେ ପ୍ ରରଣେ କରିଛନ୍ତି।

ଯିଶାଇୟ 63:4

କାରଣ ପ୍ରତି ଶାଧେର ଦିନ ଆମ୍ଭ ହୃଦଯ ରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହାଇେଅଛି।

ଯିରିମିୟ 9:6

ଗୋଟିଏ ମନ୍ଦକର୍ମ ପ ରେ ଅନ୍ୟ ଏକ ମନ୍ଦକର୍ମ ଚାଲେ ଓ ପ୍ରବଞ୍ଚନା ଲାଗି ରହେ। ତେଣୁ ସଦାପ୍ରଭୁ କହନ୍ତି, ଏହି ମିଥ୍ଯା ଓ ପ୍ରବଞ୍ଚନା ଯୋଗୁଁ ସମାନେେ ଆମ୍ଭକୁ ଜାଣିବାକୁ ଅସ୍ବୀକାର କରନ୍ତି।

ଦାନିଏଲ 7:10

ତାଙ୍କ ସମ୍ମୁଖରୁ ଅଗ୍ନିଷୋର୍ତ ନିର୍ଗତ ହାଇେ ବହିଲା ଓ ସହସ୍ର ସହସ୍ର ଲୋକ ତାଙ୍କର ଗ୍ଭରିପଟେ ଛିଡା ହେଲେ। ବିଗ୍ଭର ସଭା ବସିଲା ଓ ପୁସ୍ତକମାନ ଖାେଲାଗଲା।

ସିଫନିୟ 1:6

କେତକେ ଲୋକ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କଲେ। ସମାନେେ ସଦାପ୍ରଭୁଙ୍କ ପ୍ରାର୍ଥନା କରିବା ବନ୍ଦ କରି ଦେଲେ। ତେଣୁ ସେ ଲୋକମାନଙ୍କୁ ସହେି ସ୍ଥାନରୁ ତଡି ଦବୋ।

ମାଥିଉଲିଖିତ ସୁସମାଚାର 25:41

ତା'ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, 'ମାେ ପାଖରୁ ଚ଼ାଲିଯାଅ। ପରମେଶ୍ବର ତୁମ୍ଭ ନିମନ୍ତେ ଦଣ୍ଡ ନିରୁପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ୟିବ, ଯାହାକି ଶୟତାନ ଓ ତାର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହାଇେଛି।

ମାଥିଉଲିଖିତ ସୁସମାଚାର 25:46

ତା'ପରେ ଏହି ଲୋକଗୁଡ଼ିକ ଚ଼ାଲିଯିବେ, ସମାନଙ୍କେୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତଜୀବନ ଲାଭ କରିବେ।

ଯୋହନଲିଖିତ ସୁସମାଚାର 3:19

ଲୋକମାନଙ୍କର ବିଚାର ଏହି ବିଷୟ ଦ୍ବାରା ହୁଏ: ସହେି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସହେି ଆଲୋକ ଚାହିଁଲେ ନାହିଁ, ସମାନେେ ଅନ୍ଧକାର ଚାହିଁଲେ, କାରଣ ସମାନେେ ମନ୍ଦକାର୍ୟ୍ଯ ରେ ରତଥିଲେ।

ଯୋହନଲିଖିତ ସୁସମାଚାର 8:19

ଲୋକମାନେ ପଚାରିଲେ, ତୁମ୍ଭର ପିତା କାହାନ୍ତି?

ରେରିତମାନଙ୍କ କାର୍ଯ୍ୟର ବିବରଣ 6:7

ଏହିପରି ଭାବରେ ପରମେଶ୍ବରଙ୍କର ବାକ୍ଯ ଚ଼ାରିଆଡ଼େ ବ୍ଯାପିଗଲା। ୟିରୂଶାଲମ ରେ ଶିଷ୍ଯମାନଙ୍କର ସଂଖ୍ଯା ବହୁତ ବଢ଼ିଗଲା। ଏପରିକି ଯିହୂଦୀ ଯାଜକମାନଙ୍କ ମଧ୍ଯରୁ ଅନକେ ବିଶ୍ବାସ କଲେ ଓ ପାଳନ କଲେ।

ରୋମୀୟଙ୍କ ପ୍ରତି ପତ୍ର 1:5

ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ପରମେଶ୍ବର ମାେତେ ବାର୍ତ୍ତାବହ ହବୋର ବିଶଷେ କାର୍ୟ୍ଯ ଦଇେଛନ୍ତି। ପରମେଶ୍ବର, ଏହା ଦ୍ବାରା ସମସ୍ତ ଜାତିର ଲୋକଙ୍କ ମନ ରେ ତାହାଙ୍କ ପ୍ରତି ବିଶ୍ବାସ ଜନ୍ମାଇବା ଓ ତାହାଙ୍କୁ ମାନିବା ପାଇଁ ଏହି କାମ ମାେତେ ଦେଲେ। ମୁଁ ଏହି କାମ ଯୀଶୁଖ୍ରୀଷ୍ଟଙ୍କ ପାଇଁ କରୁଛି।

ରୋମୀୟଙ୍କ ପ୍ରତି ପତ୍ର 1:28

ପରମେଶ୍ବରଙ୍କ ବିଷୟ ରେ ପ୍ରକୃତ ଜ୍ଞାନ ପ୍ରପ୍ତ କରିବାକୁ ଲୋକେ ଗୁରୁତ୍ବ ଦେଲନୋହିଁ। ସେଥିପାଇଁ ପରମେଶ୍ବର ସମାନଙ୍କେୁ ସମାନଙ୍କେ ବିକୃତ ଚ଼ିନ୍ତା ରେ ରହିବାକୁ ଛାଡ଼ି ଦେଲେ ଓ ସମାନେେ ଅନୁଚ଼ିତ କର୍ମକରି ରହିଲେ।

ରୋମୀୟଙ୍କ ପ୍ରତି ପତ୍ର 2:7

କେତକେ ଲୋକ ପରମେଶ୍ବରଙ୍କର ମହିମା, ସମ୍ମାନ ଓ ପରମେଶ୍ବର ଦବୋକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚିନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ର୍ଧୈୟ୍ଯପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସହେି ଲୋକମାନଙ୍କୁ ପରମେଶ୍ବର ଅନନ୍ତ ଜୀବନ ପ୍ରଦାନ କରିବେ।

ରୋମୀୟଙ୍କ ପ୍ରତି ପତ୍ର 6:16

ଏହା ନିଶ୍ଚିତ ଭାବରେ ତୁମ୍ଭମାନେେ ଜାଣ ଯେ ଯେତବେେଳେ ତୁମ୍ଭମାନେେ ଦାସ ଭଳି ନିଜକୁ ସମର୍ପଣ କର, ସେତବେେଳେ ତୁମ୍ଭମାନେେ ପ୍ରକୃତ ରେ ସହେି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭମାନେେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭମାନେେ ପାପର ଚ଼ାକର ହାଇେ ପାରିବ ବା ପରମେଶ୍ବରଙ୍କୁ ମାନିବ। ପାପ ଆଧ୍ଯାତ୍ମିକ ମୃତ୍ଯୁ ଆଣି ଦିଏ। କିନ୍ତୁ ପରମେଶ୍ବରଙ୍କୁ ମାନିଲେ, ପରମେଶ୍ବରଙ୍କଠା ରେ ତୁମ୍ଭମାନେେ ଧାର୍ମିକ ବୋଲି ଗଣିତ ହୁଅ।

ରୋମୀୟଙ୍କ ପ୍ରତି ପତ୍ର 10:16

ମାତ୍ର ସମସ୍ତେ ସୁମାଗ୍ଭରକୁ ଗ୍ରହଣ କରି ନାହାଁନ୍ତି। ୟିଶାଇୟ କହନ୍ତି: ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡିକ କିଏ କ'ଣ ବିଶ୍ବାସ କଲା?

ରୋମୀୟଙ୍କ ପ୍ରତି ପତ୍ର 15:18

ମୁଁ ନିଜେ କରିଥିବା କାର୍ୟ୍ଯ ବିଷୟ ରେ କିଛି କହିବି ନାହିଁ। ମୁଁ କବଳେ ସହେି କଥା ଗୁଡିକ କହିବି, ଯାହା ଖ୍ରୀଷ୍ଟୟିଶୁ ମାେ ଦ୍ବାରା କରିଛନ୍ତି ୟବ୍ଦ୍ବାରା ଅଣଯିହୂଦୀମାନେ ପରମେଶ୍ବରଙ୍କ ବାଧ୍ଯ ହବେେ। ସମାନେେ ମାେ କଥା ଓ କାର୍ୟ୍ଯ ପାଇଁ ପରମେଶ୍ବରଙ୍କୁ ମାନିଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 16:26

ପରମେଶ୍ବର ତାହାକୁ ପ୍ରକାଶିତ କରିବା ପାଇଁ ଆଦେଶ ଦଇେଛନ୍ତି। ଏହି ଗୁପ୍ତ ସତ୍ଯ ଏବେ ଆମ୍ଭକୁ ଓ ସମସ୍ତଙ୍କୁ ଜ୍ଞାତ କରାଯାଇଛି। ଭବିଷ୍ଯଦ୍ବକ୍ତାମାନଙ୍କର ଲଖାେ ଦ୍ବାରା ତାହା ପ୍ରକାଶିତ ହେଲା। ଏହା ଦ୍ବାରା ସମସ୍ତ ଲୋକମାନଙ୍କର ପରମେଶ୍ବରଙ୍କ ପାଇଁ ବିଶ୍ବାସ ଓ ଆଜ୍ଞାକାରିତା ବଢି ପାରିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:34

ଅତଏବ, ତୁମ୍ଭେ ଜାଗ୍ରତ ହୁଅ, ଓ ପାପ କରିବା ବନ୍ଦ କର। ତୁମ୍ଭମାନଙ୍କ ମଧ୍ଯରୁ କେତକେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ। ତୁମ୍ଭମାନଙ୍କୁ ଲଜ୍ଜା ଦବୋ ପାଇଁ ଏକଥା ମୁଁ କହୁଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:5

ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ। ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ।

ଗାଲାତୀୟଙ୍କ ପ୍ରତି ପତ୍ର 3:1

ପରମେଶ୍ବରଙ୍କ ଆଶୀର୍ବାଦ ବିଶ୍ବାସ ଦ୍ବାରା ମିଳେ ହେ ଗାଲାତୀୟ ଲୋକେ! ଯୀଶୁଖ୍ରୀଷ୍ଟଙ୍କୁ କିପରି ଭାବରେ କ୍ରୁଶ ଉପରେ ମୃତ୍ଯୁ ଦିଆଗଲା, ତାହା ତୁମ୍ଭକୁ ସ୍ପଷ୍ଟ ଭାବରେ କୁହା ଯାଇଥିଲା। କିନ୍ତୁ ତୁମ୍ଭମାନେେ ମୂର୍ଖ। ତୁମ୍ଭେ କାହାର ଛଳନା ରେ ପଡ଼ିଗଲ।

ଗାଲାତୀୟଙ୍କ ପ୍ରତି ପତ୍ର 4:8

ପୂର୍ବରୁ ତୁମ୍ଭେ ପରମେଶ୍ବରଙ୍କୁ ଜାଣି ନ ଥିଲ। ତୁମ୍ଭମାନେେ ମିଥ୍ଯା ଦବେତାମାନଙ୍କର ଦାସ ଥିଲ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:5

ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ, ସମାନେେ ନିଜ ଶରୀରର ଏପରି ବ୍ଯବହାର କରନ୍ତି।

Interlinear

Choose Theme