ସମାନେେ ନିଜନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସମାନେେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସମାନେେ ଉଚ୍ଚ ସ୍ବର ରେ କହିଲେ :
Cross references
ଯେତବେେଳେ ୟିହୋଶୂଯ ଏହା ଶୁଣିଲେ। ସେ ତାଙ୍କର ଦକ୍ସ୍ଟଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକକ୍ସ୍ଟ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନିକଟରେ ମଥାମାଡି ଭୂମିରେ ପଡି ରହିଲେ। ଯିହାଶୂେୟ ଇଶ୍ରାୟେଲର ନତେୃବର୍ଗଙ୍କ ସହିତ ସଠାେରେ ରହିଲେ, ଯେଉଁମାନେ ସନ୍ଧ୍ଯା ପର୍ୟ୍ଯନ୍ତ ଦକ୍ସ୍ଟଃଖ ଜଣାଇ ସମାନଙ୍କେର ମସ୍ତକରେ ଧୂଳି ଫିଙ୍ଗିଲେ।
ସୈନ୍ଯମାନଙ୍କ ମଧ୍ଯରକ୍ସ୍ଟ ଜଣେ ବିନ୍ଯାମୀନିଯ ଲୋକ ୟକ୍ସ୍ଟଦ୍ଧଭୂମି ଛାଡି ଦଲୋ ଓ ସାରା ରାସ୍ତା ରେ ସିଯୋଲ ଆଡକକ୍ସ୍ଟ ଦୌଡିଲା। ତା'ର ବସ୍ତ୍ରଗକ୍ସ୍ଟଡିକ ଚିରିଗଲା ଏବଂ ତା'ର ମସ୍ତକରେ ମାଟି ଥିଲା। ସହେିଦିନ ସେ ସିଯୋଲ ରେ ପହଞ୍ଚିଲା
ଏଥି ରେ ଅମ୍ମାନରେ ଦାସ ତାହାକକ୍ସ୍ଟ ବାହା ରେ ଆଣି ତାହା ପେଛ ପେଛ କବାଟ ଦଇଦେବୋରକ୍ସ୍ଟ ସେ ନିଜର ମକ୍ସ୍ଟଣ୍ତ ରେ ଭସ୍ମ ଦଇେ ତାହା ଦହରେ ଦୀର୍ଘ୍ଯ ଅଙ୍ଗ ରଖାେ ଚିରି ଦଲୋ। ତା'ପରେ ସେ ମକ୍ସ୍ଟଣ୍ତ ରେ ହାତ ଦଇେ କାନ୍ଦି କାନ୍ଦି ସଠାେରକ୍ସ୍ଟ ପ୍ରସ୍ଥାନ କଲା।
ସହେି ମାସ ଚବିଶ ଦିନ ରେ ଇଶ୍ରାୟେଲର ଲୋକମାନେ ଏକତ୍ରୀତ ହେଲେ। ସମାନେେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସମାନଙ୍କେ ମୁଣ୍ତ ରେ କାଦୁଅ ବୋଳି ଏକତ୍ର ଠିଆ ହେଲେ।
କିନ୍ତୁ ଯେତବେେଳେ ସହେି ତିନି ବନ୍ଧୁ ଦୂରରୁ ଆୟୁବକୁ ଦେଖିଲେ, ସମାନେେ ତାକୁ ଚିହ୍ନି ପାରି ଉଚ୍ଚ ସ୍ବର ରେ କ୍ରନ୍ଦନ କରିବାକୁ ଲାଗିଲେ। ଆଉ ସମାନେେ ଆପଣା ବସ୍ତ୍ର ଚିରି ସ୍ବର୍ଗ ଆଡ଼କୁ ଚାହିଁ ଆପଣା ମୁଣ୍ଡ ଉପରେ ଧୂଳି ଫିଙ୍ଗିଲେ।
ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ଅତିଶଯ ଦୁଃଖିତ ହାଇେ କ୍ରନ୍ଦନ କରିବେ। ପୁଣି ସମାନେେ ନିଜ ନିଜ ମସ୍ତକରେ ଧୂଳି ପକାଇ ଭସ୍ମ ରେ ଗଡ଼ିବେ।
ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସମାନେେ ସହେି ବେଶ୍ଯାକୁ ଘୃଣା କରିବେ। ସମାନେେ ତା'ର ସବୁ ନଇେଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦବେେ। ସମାନେେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନି ରେ ପୋଡ଼ି ଦବେେ।
ପୃଥିବୀର ସବୁ ଲୋକମାନେ ତା'ର ବ୍ଯଭିଚାର ପାପର ଓ ପରମେଶ୍ବରଙ୍କର କୋରଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା'ସହିତ ବ୍ଯଭିଚାର ପାପ କାର୍ୟ୍ଯ କରିଛନ୍ତି। ସଂସାରର ବ୍ଯବସାଯୀମାନେ ତାହାର ଧନ ରେ ଧନବାନ୍ ହାଇେଛନ୍ତି।
ସେଥିପାଇଁ ଗୋଟିଏ ଦିନ ଭିତ ରେ ଏହି କ୍ଲେଶ ତାକୁ ଆକ୍ରମଣ କରିବ : ମୃତ୍ଯୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନି ରେ ଜଳିୟିବ, କାରଣ ପ୍ରଭୁ ପରମେଶ୍ବର ତା'ର ବିଚାର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।
ସହେି ରାଜାମାନେ ଯେତବେେଳେ ତାହାର ୟନ୍ତ୍ରଣା ଦେଖିବେ, ସେତବେେଳେ ସମାନେେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂର ରେ ରହିବେ। ସମାନେେ କହିବେ :
ବ୍ଯବସାଯୀମାନେ ତା'ର ଦୁଃଖ ୟନ୍ତ୍ରଣା ଦେଖି ଭୟ କରିବେ ଓ ତା'ଠାରୁ ବହୁ ଦୂର ରେ ଠିଆ ହବେେ। ସହେି ଲୋକମାନେ ତାହାକୁ ସହେି ମୂଲ୍ଯବାନ୍ ଜିନିଷ ବିକ୍ରିକରି ଧନୀ ହାଇେଥିଲେ। ତେଣୁ ସମାନେେ କାନ୍ଦିବେ ଓ ଦୁଃଖ କରିବେ।