Home Bibles ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:16 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:16 · ଓଡ଼ିଆ ବାଇବେଲ

ସେ ତାହାଙ୍କ ଡାହାଣ ହାତ ରେ ସାତାଟେି ନକ୍ଷତ୍ର ଧରିଥିଲେ। ତାହାଙ୍କ ମୁଖ ଭିତରୁ ତୀକ୍ଷ୍ଣ ଦୁଇଧାର ୟୁକ୍ତ ଖଡ୍ଗ ବାହାରି ଆସିଲା। ସେ ମଧ୍ଯାହ୍ନ ସୂର୍ୟ୍ଯଭଳି ତଜେୋମୟ ଦଖାଯାେଉଥିଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 3:16

ଏହକ୍ସ୍ଟଦ ତାଙ୍କ ପାଇଁ ଏକ ଖଣ୍ତା ନିର୍ମାଣ କଲେ। ଯାହାର ର୍ଦୈଘ୍ଯ ଥିଲା ଅଠର ଇଞ୍ଚ ଲମ୍ବା ଏବଂ ଦ୍ବିଧାର ବିଶିଷ୍ଟ ଥିଲା। ଏହାକକ୍ସ୍ଟ ତାଙ୍କର ଦକ୍ଷିଣ ଜଂଘ ରେ ବସ୍ତ୍ର ଭିତ ରେ ବାନ୍ଧି କଖିଲେ।

ବିଚାରକର୍ତାମାନଙ୍କ ବିବରଣ 5:31

ହେ ସଦାପ୍ରଭୁ ତୁମ୍ଭର ସମସ୍ତ ଶତୃ ଏହିପରି ବିନଷ୍ଠ ହକ୍ସ୍ଟଅନ୍ତକ୍ସ୍ଟ। ମାତ୍ର, ତାଙ୍କର ପ୍ ରମେକାରୀମାନେ ସ୍ବପରାକ୍ରମ ରେ ଗତିକାରି ସୂର୍ୟ୍ଯ ତକ୍ସ୍ଟଲ୍ଯ ହକ୍ସ୍ଟଅନ୍ତକ୍ସ୍ଟ।

ଆୟୁବ ପୁସ୍ତକ 38:7

ସକାଳର ତାରାଗଣ ଏକତ୍ର ଗୀତ ଗାଇଲେ ଏବଂ ଏହା ଯେତବେେଳେ ହେଲା ସ୍ବର୍ଗଦୂତଗଣ ଆନନ୍ଦ ରେ ଚିତ୍କାର କଲେ।

ଯିଶାଇୟ 11:4

ସେ ସାଧୁ ଓ ନିରପେକ୍ଷ ରହିବେ, ଯେତବେେଳେ ଗରୀବ ଏବଂ ଅସହାୟ ଲୋକଙ୍କର ବିଚାର କରୁଥିବେ। ସେ ଯେତବେେଳେ ଲୋକଙ୍କୁ ଦଣ୍ଡ ଦବୋକୁ ସ୍ଥିର କରିବ, ସେତବେେଳେ ସମାନେେ ଦଣ୍ଡିତ ହବେେ।

ଯିଶାଇୟ 24:23

ସେତବେେଳେ ସଦାପ୍ରଭୁ ସିୟୋନ ପର୍ବତ ଉପ ରେ ୟିରୁଶାଲମ ରେ ପ୍ରାଚୀନବର୍ଗ ସମ୍ମୁଖ ରେ ରାଜତ୍ବ କଲାପରି ଶାସନ କରିବେ। ତାଙ୍କର ଗୌରବ ଏପରି ମହିମାନ୍ବିତ ହବେ ଯେ ଚନ୍ଦ୍ର ତାଙ୍କ ନିକଟରେ ଅପ୍ରସ୍ତୁତ ହବେେ ଓ ସୂର୍ୟ୍ଯ ଲଜ୍ଜିତ ହବେେ।

ଯିଶାଇୟ 49:2

ସଦାପ୍ରଭୁ ତାଙ୍କର ବାକ୍ଯ ପ୍ରଚାର ପାଇଁ ମାେତେ ପଠାଇଛନ୍ତି। ତେଣୁ ସେ ମାରେ ମୁଖକୁ ତୀକ୍ଷ୍ଣ ଖଡ୍ଗ ସ୍ବରୂପ କରିଛନ୍ତି। ନିଜର ହସ୍ତ ଛାଯା ରେ ସେ ମାେତେ ଲୁଚାଇ ରଖିଛନ୍ତି ଓ ସେ ମାେତେ ଶାଣିତ ବାଣସ୍ବରୂପ କରି ନିଜର ତୁଣୀର ରେ ଲୁଚାଇ ରଖିଛନ୍ତି।

ଯିଶାଇୟ 60:19

ଦିବସର ସୂର୍ୟ୍ଯ ତୁମ୍ଭର ଜ୍ଯୋତି ହବେ ନାହିଁ କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ଯୋତ୍ସ୍ଲା ପ୍ରଦାନ କରିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ଯୋତି ଓ ତୁମ୍ଭର ପରମେଶ୍ବର ତୁମ୍ଭର ମହିମାସ୍ବରୂପ ହବେେ।

ଦାନିଏଲ 8:10

ସହେି େଛାଟ ଶିଙ୍ଗଟି ଆକାଶ ପର୍ୟ୍ଯନ୍ତ ବଢିଲା। ଏହା ଆକାଶର କେତକେ ତାରାଙ୍କୁ ଭୂମିରେ ଖସାଇ ପକାଇଲା ଓ ସମାନଙ୍କେୁ ପାଦ ରେ ଦଳିଲା।

ଦାନିଏଲ 12:3

ଆଉ ଜ୍ଞାନୀ ଲୋକମାନେ ଆକାଶର ଦୀପ୍ତିର ଗୌରବ ତୁଲ୍ଯ ହବେେ ଏବଂ ଯେଉଁମାନେ ଅନ୍ୟକୁ ବହୁତ ଧାର୍ମିକତା କାର୍ୟ୍ଯ କରିବେ, ଶଷେ ସମୟ ପର୍ୟ୍ଯନ୍ତ ତାରାଗଣ ତୁଲ୍ଯ ଉଜ୍ଜ୍ବଳ ହବେେ।

ମଲାଖୀ 4:2

ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦଯକାଳୀନ ସୂର୍ୟ୍ଯର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପ ରେ ଝକ୍ମକ୍ କରିବ। ଏହା ସୂର୍ୟ୍ଯକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭମାନେେ ବାଛୁରୀ ସଦୃଶ ଗୁହାଳରୁ ବାହାରି ସ୍ବାଧୀନ ଓ ସୁଖୀ ହବେ।

ମାଥିଉଲିଖିତ ସୁସମାଚାର 17:2

ସମାନଙ୍କେ ଆଗ ରେ ଯୀଶୁଙ୍କ ସ୍ବରୂପ ବଦଳିଗଲା। ତାହାଙ୍କର ମୁହଁ ସୂର୍ୟ୍ଯ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦଖାଗେଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:13

ମୁଁ ଦମ୍ମସକେକୁ ଯାଉଥିଲି। ସେତବେେଳେ ଖରାବଳେ ହାଇେଥିଲା। ହଠାତ୍ ମୁଁ ଆକାଶ ରେ ଗୋଟିଏ ଆଲୋକ ଦେଖିଲି। ସହେି ଆଲୋକ ସୂର୍ୟ୍ଯଙ୍କଠାରୁ ମଧ୍ଯ ଆହୁରି ଉଜ୍ଜ୍ବଳ ଥିଲା। ତାହା ମାରେ ଓ ମାେ ସହିତ ଯାଉଥିବା ଲୋକଙ୍କ ଚ଼ାରିପଟେ ଝଲକୁ ଥିଲା।

ଏଫିସୀୟଙ୍କ ପ୍ରତି ପତ୍ର 6:17

ପରମେଶ୍ବର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ର ଆତ୍ମାଙ୍କ ଖଡ୍ଗ ଗ୍ରହଣ କର, ସହେି ଖଡ୍ଗ ହେଉଛି ପରମେଶ୍ବରଙ୍କ ଉପଦେଶ।

ଏବ୍ରୀ 4:12

ପରମେଶ୍ବରଙ୍କ ବାକ୍ଯ ଜୀବନ୍ତ ଓ କାର୍ୟ୍ଯସାଧନକ ଅଟେ। ତାହାଙ୍କର ବାକ୍ଯ ଯେ କୌଣସି ଦ୍ବିଧାର ଖଠାରୁ ମଧ୍ଯ ଅଧିକ ଧାରୁଆ। ପରମେଶ୍ବରଙ୍କ ବାକ୍ଯ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭଦେ କରିପା ରେ। ଏହା ହୃଦୟର ଚିନ୍ତା ଓ ଭାବର ବିଚାର କରେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:20

ମାରେ ଡ଼ାହାଣ ହାତ ରେ ଯେଉଁ ସାତାଟେି ନକ୍ଷତ୍ର ଦେଖିଲ, ତାହାର ଓ ସାତଟି ସୁନାର ଦୀପରୁଖାର ନିଗୂଢ଼ ଅର୍ଥ ଏହିପରି ଅଟେ : ସାତ ଦୀପରୁଖା ହେଉଛି ସାତାଟେି ମଣ୍ଡଳୀ। ସାତ ନକ୍ଷତ୍ର ହେଉଛନ୍ତି ସାତାଟେି ମଣ୍ଡଳୀର ଦୂତ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:12

ପର୍ଗମ ମଣ୍ଡଳୀକୁ ଦୂତଙ୍କୁ ଏହା ଲେଖ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:16

ତେଣୁ ତୁମ୍ଭେ ମନ ପରିବର୍ତ୍ତନ କର। ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ, ତବେେ ମୁଁ ତୁମ୍ଭ ପାଖକୁ ଶୀଘ୍ର ଆସିବି ଓ ମାରେ ମୁଖରୁ ବାହାରୁଥିବା ଖଡ୍ଗ ରେ ସହେି ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:1

ସାର୍ଦ୍ଦୀ ମଣ୍ଡଳୀର ଦୂତଙ୍କୁ ଏହା ଲେଖ : ଯାହାଙ୍କଠା ରେ ପରମେଶ୍ବରଙ୍କର ସାତାଟେି ଆତ୍ମା ଓ ସାତାଟେି ନକ୍ଷତ୍ର ଅଛି, ସେ ଏହି କଥାଗୁଡ଼ିକ ତୁମ୍ଭକୁ କହୁଛନ୍ତି, ମୁଁ ତୁମ୍ଭ କର୍ମ ବିଷୟ ରେ ଜାଣେ। ଲୋକମାନେ କହନ୍ତି, ତୁମ୍ଭେ ନାମକୁ ମାତ୍ର ଜୀବିତ, କିନ୍ତୁ ପ୍ରକୃତ ରେ ମୃତ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 10:1

ତା'ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ବର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ବାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶାେଭା ପାଉଥିଲା। ତାହାଙ୍କର ମୁଖ ସୂର୍ୟ୍ଯଙ୍କ ପରି ଉଜ୍ଜ୍ବଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:1

ତା'ପରେ ସ୍ବର୍ଗ ରେ ଏକ ବିଚିତ୍ର ଚିହ୍ନ ଦଖାଗେଲା। ମୁଁ ଜଣେ ନାରୀଙ୍କୁ ସୂର୍ୟ୍ଯଙ୍କୁ ବସ୍ତ୍ରରୂପେ ଧାରଣ କରିବାର ଦେଖିଲି। ଚନ୍ଦ୍ର ତାହାଙ୍କ ପାଦତଳେ ଥିଲେ। ତାହାଙ୍କ ମସ୍ତକରେ ବାରଟି ନକ୍ଷତ୍ରର ମୁକୁଟ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:15

ସହେି ଅଶ୍ବାରୋହୀଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରଯୋଗ କରିବେ। ସେ ଲୌହଦଣ୍ଡ ରେ ସମାନଙ୍କେୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ବରଙ୍କର କୋରଧରୂପ ଦ୍ରାକ୍ଷାପଷୋ କୁଣ୍ଡକୁ ଦଳିପକାଇବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:21

ସମାନଙ୍କେର ସନୋବାହିନୀଗଣ ଅଶ୍ବାରୋହୀଙ୍କ ମୁଖରୁ ବାହାରିଥିବା ଖଡ୍ଗ ରେ ନିହଦ ହେଲେ। ସମସ୍ତ ପକ୍ଷୀଗଣ ସମାନଙ୍କେର ଏହି ଶରୀରଗୁଡ଼ିକୁ ପଟେ ପୁରିବା ପର୍ୟ୍ଯନ୍ତ ଖାଇଲେ।

Interlinear

Choose Theme