Home Bibles ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:21 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:21 · ଓଡ଼ିଆ ବାଇବେଲ

ସମାନଙ୍କେର ସନୋବାହିନୀଗଣ ଅଶ୍ବାରୋହୀଙ୍କ ମୁଖରୁ ବାହାରିଥିବା ଖଡ୍ଗ ରେ ନିହଦ ହେଲେ। ସମସ୍ତ ପକ୍ଷୀଗଣ ସମାନଙ୍କେର ଏହି ଶରୀରଗୁଡ଼ିକୁ ପଟେ ପୁରିବା ପର୍ୟ୍ଯନ୍ତ ଖାଇଲେ।

Cross references

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:16

ସେ ତାହାଙ୍କ ଡାହାଣ ହାତ ରେ ସାତାଟେି ନକ୍ଷତ୍ର ଧରିଥିଲେ। ତାହାଙ୍କ ମୁଖ ଭିତରୁ ତୀକ୍ଷ୍ଣ ଦୁଇଧାର ୟୁକ୍ତ ଖଡ୍ଗ ବାହାରି ଆସିଲା। ସେ ମଧ୍ଯାହ୍ନ ସୂର୍ୟ୍ଯଭଳି ତଜେୋମୟ ଦଖାଯାେଉଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:16

ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସମାନେେ ସହେି ବେଶ୍ଯାକୁ ଘୃଣା କରିବେ। ସମାନେେ ତା'ର ସବୁ ନଇେଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦବେେ। ସମାନେେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନି ରେ ପୋଡ଼ି ଦବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:11

ତା'ପରେ ମୁଁ ସ୍ବର୍ଗ ଖାଲିୟିବୋର ଦେଖିଲି। ସଠାେରେ ଗୋଟିଏ ଶ୍ବତେ ଅଶ୍ବ, ଠିଆ ହାଇେଥିଲା। ଅଶ୍ବାରୋହୀଙ୍କ ନାମ 'ବିଶ୍ବସ୍ତ' ଓ 'ସତ୍ଯବାନ'। ସେ ନ୍ଯାୟପୂର୍ଣ୍ଣ ଭାବରେ ବିଚାର କରନ୍ତି ଓ ଲଢ଼ନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:17

ତା'ପରେ ମୁଁ ଜଣେ ଦୂତଙ୍କୁ ସୂର୍ୟ୍ଯ ମଧିଅରେ ଠିଆ ହବୋର ଦେଖିଲି। ସେ ଆକାଶ ରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ବର ରେ କହିଲେ, ଆସ, ପରମେଶ୍ବରଙ୍କର ମହା ଭୋଜି ପାଇଁ ଏକାଠି ହୁଅ।

Interlinear

Choose Theme