Home Bibles ☰ Books ଗୀତସଂହିତା 83:11 · ଓଡ଼ିଆ ବାଇବେଲ
ଗୀତସଂହିତା 83:11 · ଓଡ଼ିଆ ବାଇବେଲ

ତୁମ୍ଭେ ସମାନଙ୍କେ ପ୍ରଧାନବର୍ଗଙ୍କୁ ଓରେବ୍, ସବରେ, ସବହେ ଓ ସଲମୁନଙ୍କୁ ପରାସ୍ତ କଲା ପରି ପରାସ୍ତ କର।

Cross references

ବିଚାରକର୍ତାମାନଙ୍କ ବିବରଣ 7:25

ଇଫ୍ରଯିମର ଲୋକମାନେ ମିଦିଯନର ଦକ୍ସ୍ଟଇ ନତେୃବର୍ଗଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ସେବ୍ ଓ ଓ ରବେ ଥିଲେ। ଇଫ୍ରଯିମ ଲୋକମାନେ ଓ ରେବ୍କକ୍ସ୍ଟ, ଓ ରବେ-ଶୈଳ ନିକଟରେ ହତ୍ଯା କଲେ। ସମାନେେ ସେବ୍କକ୍ସ୍ଟ ସବରେ ଦ୍ରାକ୍ଷାକକ୍ସ୍ଟଣ୍ତ ନିକଟରେ ହତ୍ଯା କଲେ। ସମାନେେ ମିଦିଯନୀଯକକ୍ସ୍ଟ ନିରନ୍ତର ଘଉଡାଇବାକକ୍ସ୍ଟ ଲାଗିଲେ ଏବଂ ସେ ଓ ରବେ ଓ ସବରେ ମସ୍ତକକକ୍ସ୍ଟ ଗିଦ୍ଦିୟୋନକକ୍ସ୍ଟ ଆଣିଲେ। ସହେି ସମୟରେ ଗିଦ୍ଦିୟୋନ ୟର୍ଦ୍ଦନ ନଦୀର ଆରପାରି ରେ ଥିଲେ।

ବିଚାରକର୍ତାମାନଙ୍କ ବିବରଣ 8:12

ସବହେ ଓ ସଲମକ୍ସ୍ଟନ୍ନ ମିଦିଯନୀଯମାନଙ୍କର ରାଜା ଦୌଡି ପଳାଇଲେ। କିନ୍ତୁ ଗିଦ୍ଦିୟୋନ ସମାନଙ୍କେୁ ଗୋଡଇଲେ ଓ ସମାନଙ୍କେୁ କାବକ୍ସ୍ଟ କଲେ। ଗିଦ୍ଦିୟୋନ ଏବଂ ତାଙ୍କର ସୈନ୍ଯମାନେ ଶତୃ ସୈନ୍ଯବାହୀନିକକ୍ସ୍ଟ ପରାସ୍ତ କଲେ।

ଦିତୀୟ ରାଜାବଳୀ 9:37

ପୁଣି ଇଷବଲଙ୍କେ ଶରୀର ୟିଷ୍ରିଯଲେୀଯ ଭୂମି ଉପରେ ଖତପରି ହବେ। ତହିଁରେ କହେି ଏହି ଶରୀରକୁ ଜାଣିପାରିବେ ନାହିଁ ଏବଂ କହିପାରିବେ ନାହିଁ ଯେ, ଏହା ଇଷବଲେ।'

ଯିରିମିୟ 8:2

ଆଉ ସୂର୍ୟ୍ଯ, ଚନ୍ଦ୍ର ଓ ଆକାଶ ପୃଥିବୀରୁ ଯେଉଁ ନକ୍ଷତ୍ରଗଣଙ୍କୁ ସମାନେେ ଭଲ ପାଇ ଅଛନ୍ତି, ଯେଉଁମାନଙ୍କର ସବୋ କରିଅଛନ୍ତି, ଯେଉଁମାନଙ୍କର ପଶ୍ଚାତଗାମୀ ହାଇେ ଅଛନ୍ତି, ଯେଉଁମାନଙ୍କର ଅନ୍ବଷେଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସମାନଙ୍କେ ଆଗ ରେ ତାହାସବୁ ଛିନ୍ନଭିନ୍ନ କରି ପକାଇବେ। ଆଉ ସେ ଅସ୍ଥିସବୁ ଏକତ୍ରୀତ ହାଇେ କବର ରେ ପୋତା ହବେ ନାହିଁ। ସେସବୁ ଭୂମିରେ ପଡ଼ି ଖତ ତୁଲ୍ଯ ହବେ।

Interlinear

Choose Theme