Home Bibles ☰ Books ଗୀତସଂହିତା 83:12 · ଓଡ଼ିଆ ବାଇବେଲ
ଗୀତସଂହିତା 83:12 · ଓଡ଼ିଆ ବାଇବେଲ

ସହେି ନେତାମାନେ କହିଲେ, ସମାନେେ ତୁମ୍ଭର ଭୂମି ଛାଡ଼ିବା ପାଇଁ ଆମ୍ଭକୁ ବାଧ୍ଯ କରିବେ।

Cross references

ବିଚାରକର୍ତାମାନଙ୍କ ବିବରଣ 7:25

ଇଫ୍ରଯିମର ଲୋକମାନେ ମିଦିଯନର ଦକ୍ସ୍ଟଇ ନତେୃବର୍ଗଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ସେବ୍ ଓ ଓ ରବେ ଥିଲେ। ଇଫ୍ରଯିମ ଲୋକମାନେ ଓ ରେବ୍କକ୍ସ୍ଟ, ଓ ରବେ-ଶୈଳ ନିକଟରେ ହତ୍ଯା କଲେ। ସମାନେେ ସେବ୍କକ୍ସ୍ଟ ସବରେ ଦ୍ରାକ୍ଷାକକ୍ସ୍ଟଣ୍ତ ନିକଟରେ ହତ୍ଯା କଲେ। ସମାନେେ ମିଦିଯନୀଯକକ୍ସ୍ଟ ନିରନ୍ତର ଘଉଡାଇବାକକ୍ସ୍ଟ ଲାଗିଲେ ଏବଂ ସେ ଓ ରବେ ଓ ସବରେ ମସ୍ତକକକ୍ସ୍ଟ ଗିଦ୍ଦିୟୋନକକ୍ସ୍ଟ ଆଣିଲେ। ସହେି ସମୟରେ ଗିଦ୍ଦିୟୋନ ୟର୍ଦ୍ଦନ ନଦୀର ଆରପାରି ରେ ଥିଲେ।

ବିଚାରକର୍ତାମାନଙ୍କ ବିବରଣ 8:21

ଏହାପରେ ସବହେ ଓ ସଲମନ୍ନ କହିଲେ, ଆସ ଓ ତୁମ୍ଭମାନେେ ନିଜେ ଆମ୍ଭଙ୍କକ୍ସ୍ଟ ହତ୍ଯା କର। ତୁମ୍ଭେ ଜଣେ ଶକ୍ତିଶାଳୀ ମନକ୍ସ୍ଟଷ୍ଯ। ତୁମ୍ଭେ ଏହା କରିପାରିବ। ତେଣୁ ଗିଦ୍ଦିୟୋନ ଉଠି ପଡିଲେ ଓ ସମାନଙ୍କେୁ ହତ୍ଯା କଲେ। ସମାନଙ୍କେ ଓଟମାନଙ୍କ ଗଳା ରେ ଥିବା ସମସ୍ତ ଚନ୍ଦ୍ରହାର ସେ କାଢି ନେଲେ।

ଦିତୀୟ ବଂଶାବଳୀ 20:11

କିନ୍ତୁ ଦେଖ, ସେଥିପାଇଁ ସମାନେେ ଆମ୍ଭମାନଙ୍କୁ କିପରି ପାରିଶ୍ରମିକ ଦେଉଛନ୍ତି। ସମାନେେ ଆମ୍ଭମାନଙ୍କୁ ତୁମ୍ଭ ଦେଶରୁ ବଳପୂର୍ବକ ବାହାର କରିଦବୋକୁ ଆସିଛନ୍ତି। ତୁମ୍ଭେ ଏହି ଦେଶ ଆମ୍ଭମାନଙ୍କୁ ଦଇେଥିଲା।

ଗୀତସଂହିତା 74:7

ସହେି ସୈନ୍ଯଗଣ ତୁମ୍ଭ ପବିତ୍ର ସ୍ଥାନକୁ ଜାଳି ଦେଲେ। ସହେି ମନ୍ଦିର ତୁମ୍ଭ ନାମର ସମ୍ମାନାର୍ଥେ ତିଆରି ହାଇେଥିଲା, କିନ୍ତୁ ସମାନେେ ତାକୁ ଅଶୁଚି କରି ଧୂଳିସାତ୍ କରି ଦେଲେ।

ଗୀତସଂହିତା 83:4

ସହେି ଶତ୍ରୁମାନେ କହନ୍ତି, ଆସ ଆମ୍ଭମାନେେ ସମାନଙ୍କେୁ ପୁରାପୁରି ଧ୍ବଂସ କରିଦବୋ, ତବେେ ସମାନେେ ଗୋଟିଏ ଜାତି ହାଇେ ରହିବେ ନାହିଁ। ତାହା ହେଲେ ଇଶ୍ରାୟେଲର ନାମକୁ କହେି ମନେପକାଇବେ ନାହିଁ।

Interlinear

Choose Theme