ସବହେ ଓ ସଲମକ୍ସ୍ଟନ୍ନ ମିଦିଯନୀଯମାନଙ୍କର ରାଜା ଦୌଡି ପଳାଇଲେ। କିନ୍ତୁ ଗିଦ୍ଦିୟୋନ ସମାନଙ୍କେୁ ଗୋଡଇଲେ ଓ ସମାନଙ୍କେୁ କାବକ୍ସ୍ଟ କଲେ। ଗିଦ୍ଦିୟୋନ ଏବଂ ତାଙ୍କର ସୈନ୍ଯମାନେ ଶତୃ ସୈନ୍ଯବାହୀନିକକ୍ସ୍ଟ ପରାସ୍ତ କଲେ।
Cross references
ଏଥି ମଧିଅରେ ସହେି ପାଞ୍ଚ ରାଜା ପଳାଇ ମକ୍କଦୋ ଗକ୍ସ୍ଟମ୍ଫା ରେ ନିଜ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇଲେ।
ଯିହାଶୂେୟ କହିଲେ, ଗକ୍ସ୍ଟମ୍ଫା ମୁହରକ୍ସ୍ଟ ପଥର ଖଣ୍ତାମାନ କାଢ ଏବଂ ସହେି ପାଞ୍ଚଜଣ ରାଜାଙ୍କକ୍ସ୍ଟ ମାେ ସମ୍ମକ୍ସ୍ଟଖକକ୍ସ୍ଟ ଆଣ।
ପରମେଶ୍ବର ଅତ୍ଯନ୍ତ ବଳଶାଳୀ, ସବୁଠା ରେ ତାଙ୍କର ବିଜଯ ସୁନିଶ୍ଚିତ। ତେଣୁ ହାରିବା ଓ ଜିତିବା ସବୁ ପରମେଶ୍ବରଙ୍କ ଉପରେ ନିର୍ଭର କରେ।
ପରମେଶ୍ବର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ବର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କ ଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାହିଁକି ? କାରଣ ପରମେଶ୍ବର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।
ତୁମ୍ଭେ ସମାନଙ୍କେ ପ୍ରଧାନବର୍ଗଙ୍କୁ ଓରେବ୍, ସବରେ, ସବହେ ଓ ସଲମୁନଙ୍କୁ ପରାସ୍ତ କଲା ପରି ପରାସ୍ତ କର।
ହେ ପରମେଶ୍ବର, ତୁମ୍ଭେ ସହେି ଗୋଷ୍ଠୀର ବୁଦ୍ଧିର କାରଣ ହବେ। ତୁମ୍ଭେ ସହେି ଲୋକମାନଙ୍କୁ ସୁଖୀ କରିବ ଏବଂ ସହେି ଲୋକମାନେ ତୁମ୍ଭକୁ ସମାନଙ୍କେର ଆନନ୍ଦ ଦଖାଇବେେ। ଏହି ଆନନ୍ଦ ଶସ୍ଯ ସମୟରେ ଉଲ୍ଲାସ ପରି ହବେ। ପୁଣି ଏହି ଆନନ୍ଦ ଉଲ୍ଲାସ ଲୁଣ୍ଠନ ଦ୍ରବ୍ଯକୁ ଭାଗ କଲା ବେଳେ ଯେପରି ହୁଏ ସହେିପରି ହବେ।
କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡାଳି ମଧ୍ଯ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ଯ ବଳ ନଥିବ। ସୈନ୍ଯମାନେ ନିଜକୁ ରକ୍ଷା କରିପାରିବେ ନାହିଁ।
ତା'ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସମାନଙ୍କେ ଭିତ ରେ ପୃଥିବୀର ରାଜାମାନେ, ଶାସକମାନେ, ସନୋପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରେତ୍ୟକକ ବ୍ଯକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଚାଇ ରଖିଲେ।
ତା'ପରେ ମୁଁ ସହେି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସମାନଙ୍କେର ସନୋବାହିନୀଗଣ, ଅଶ୍ବାରୋହୀ ଓ ସମାନଙ୍କେର ସନୋବାହିନୀ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ଏକତ୍ର ହେଲେ।