Home Bibles ଦିତୀୟ ରାଜାବଳୀ 9:37 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 9:37 · ଓଡ଼ିଆ ବାଇବେଲ

ପୁଣି ଇଷବଲଙ୍କେ ଶରୀର ୟିଷ୍ରିଯଲେୀଯ ଭୂମି ଉପରେ ଖତପରି ହବେ। ତହିଁରେ କହେି ଏହି ଶରୀରକୁ ଜାଣିପାରିବେ ନାହିଁ ଏବଂ କହିପାରିବେ ନାହିଁ ଯେ, ଏହା ଇଷବଲେ।'

Cross references

ଗୀତସଂହିତା 83:10

ସମାନଙ୍କେୁ ଐନଦୋର ନିକଟରେ ପରାସ୍ତ କଲ ଏବଂ ସମାନଙ୍କେ ଶରୀର ସହେି ସ୍ଥାନରେ ସଢ଼ି ଗଲା।

ଗୀତସଂହିତା 83:11

ତୁମ୍ଭେ ସମାନଙ୍କେ ପ୍ରଧାନବର୍ଗଙ୍କୁ ଓରେବ୍, ସବରେ, ସବହେ ଓ ସଲମୁନଙ୍କୁ ପରାସ୍ତ କଲା ପରି ପରାସ୍ତ କର।

ଉପଦେଶକ 6:3

ଜଣେ ଲୋକ ଏକ ଦୀର୍ଘ ଜୀବନୟାପନ କଲେ। ଏବଂ ସେ ଶ ହେ ସନ୍ତାନ ଜନ୍ମ ଦଇପୋ ରେ। କିନ୍ତୁ ଯଦି ସେ ସମାନଙ୍କେ ଉପ ରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ଯୁ ପ ରେ ତାକୁ କହେି ସ୍ମରଣ ନ କରେ, ତା ହେଲେ ସହେି ଲୋକ ଅପେକ୍ଷା ଜନ୍ମ ହବୋ ସମୟରେ ମୃତ୍ଯୁବରଣ କରିଥିବା ସହେି ଶିଶୁଟି ଉତ୍ତମ ଅଟେ।

ଯିଶାଇୟ 14:18

ପୃଥିବୀର ସମସ୍ତ ରାଜନ୍ଯବର୍ଗ ମୃତ୍ଯୁପ ରେ ସମ୍ମାନ ଓ ଗୌରବ ସହ ନିଜ ନିଜ ସମାଧି ରେ ବିଶ୍ରାମ ନେଲେ।

ଯିରିମିୟ 8:2

ଆଉ ସୂର୍ୟ୍ଯ, ଚନ୍ଦ୍ର ଓ ଆକାଶ ପୃଥିବୀରୁ ଯେଉଁ ନକ୍ଷତ୍ରଗଣଙ୍କୁ ସମାନେେ ଭଲ ପାଇ ଅଛନ୍ତି, ଯେଉଁମାନଙ୍କର ସବୋ କରିଅଛନ୍ତି, ଯେଉଁମାନଙ୍କର ପଶ୍ଚାତଗାମୀ ହାଇେ ଅଛନ୍ତି, ଯେଉଁମାନଙ୍କର ଅନ୍ବଷେଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସମାନଙ୍କେ ଆଗ ରେ ତାହାସବୁ ଛିନ୍ନଭିନ୍ନ କରି ପକାଇବେ। ଆଉ ସେ ଅସ୍ଥିସବୁ ଏକତ୍ରୀତ ହାଇେ କବର ରେ ପୋତା ହବେ ନାହିଁ। ସେସବୁ ଭୂମିରେ ପଡ଼ି ଖତ ତୁଲ୍ଯ ହବେ।

ଯିରିମିୟ 9:22

'ଯିରିମିୟ ଏହା କହନ୍ତି, 'ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମନୁଷ୍ଯମାନଙ୍କର ଶବ ଖତପରି କ୍ଷେତ୍ର ରେ ପଡ଼ି ରହିବ ଆଉ ଶସ୍ଯ ଚ୍ଛଦନକୋରୀର ଶସ୍ଯ ପଛ ରେ ପଡ଼ିଲା ପରି ସମାନେେ କ୍ଷେତ୍ର ରେ ପଡ଼ି ରହିବେ। କହେି ସମାନଙ୍କେୁ ସଂଗ୍ରହ କରିବାକୁ ନ ଥିବେ।'

ଯିରିମିୟ 16:4

ସମାନେେ ଅତି ୟନ୍ତ୍ରଣାଦାୟକ ମୃତ୍ଯୁବରଣ କରିବେ। କହେି ସମାନଙ୍କେ ପାଇଁ ବିଳାପ କରିବେ ନାହିଁ। ସମାନଙ୍କେୁ କହେି କବର ଦବେେ ନାହିଁ। ସମାନଙ୍କେର ଶବ ଭୂମିରେ ଖତ ହବେ। ସମାନେେ ଖଡ୍ଗ ଓ ଦୁର୍ଭିକ୍ଷ ରେ ସଂହାରିତ ହବେେ। ସମାନଙ୍କେର ଶବ ଆକାଶ ପକ୍ଷୀଗଣଙ୍କ ଓ ଭୂଚର ପଶୁଗଣଙ୍କର ଖାଦ୍ୟ ହବେ।

ଯିରିମିୟ 22:19

ତାହାର କବର ଗଧର କବର ତୁଲ୍ଯ ହବେ, ସେ ଘୋଷଡ଼ା ୟାଇ ୟିରୁଶାଲମର ଦ୍ବାର ବାହା ରେ ପକାୟିବ।

ଯିରିମିୟ 25:33

ପୁଣି ସେ ସମୟରେ ସଦାପ୍ରଭୁଙ୍କ ଦ୍ବାରା ନିହତ ଲୋକମାନଙ୍କର ଶବ ପୃଥିବୀର ଆରମ୍ଭରୁ ଶଷେ ସୀମା ପର୍ୟ୍ଯନ୍ତ ଦଖାୟିବେ। ସମାନଙ୍କେ ପାଇଁ ବିଳାପ କରିବାକୁ କହେି ନ ଥିବେ ଓ କବର ଦବୋପାଇଁ ମଧ୍ଯ କହେି ନ ଥିବେ। ସମାନେେ ଭୂଇଁର ଗୋବର ଖତ ହବେେ।

ଯିରିମିୟ 36:20

ଅନନ୍ତର ଅଧିପତିମାନେ ପୁସ୍ତକଟିକୁ ଗଲୀଶାମା ଲେଖକର କଠାେରୀ ରେ ଛାଡ଼ିଗଲେ। ସମାନେେ ରାଜା ଯିହାୟୋଦାରକୀମ ନିକଟକୁ ଗଲେ ଓ ପୁସ୍ତକ ଲିଖିତ ସମସ୍ତ ବାକ୍ଯ ତାଙ୍କୁ ଜଣାଇଲେ।

ଯିହିଜିକଲ 32:23

ଯେଉଁମାନେ ଜୀବିତାବସ୍ଥା ରେ ଭୟ ଜନ୍ମାଉଥିଲେ ସମାନେେ ସମସ୍ତେ ଖଡ୍ଗ ରେ ନିହତ ହାଇେ ପତିତ ହାଇେଅଛନ୍ତି।

Interlinear

Choose Theme