ଏପରିକି ଯେଉଁ ପିଲାମାନେ ଜନ୍ମ ହବେେ, ସମାନେେ ସମାନଙ୍କେର ପିଲାମାନଙ୍କୁ ଜଣାଇବେ। ତା'ପରେ ସମାନେେ ୟବେେ ବଡ଼ ହବେେ ସମାନଙ୍କେର ପିଲାମାନଙ୍କୁ କହିବେ।
Cross references
ମୁଁ ଏପରି କଲି କାରଣ ତୁମ୍ଭେ ତୁମ୍ଭର ଭବିଷ୍ଯତ ବଂଶଧରମାନଙ୍କୁ କହିବାକୁ ସକ୍ଷମ ହବେ, ମୁଁ କିପରି ମିଶରୀଯମାନଙ୍କୁ ତାଚ୍ଛଲ୍ଯ କଲି ଏବଂ ଅଦ୍ଭୁତ କର୍ମ ବିଷଯ ରେ କହିପାରିବ ଯାହା ମୁଁ ମିଶର ରେ କରିଅଛି। ଏହାପରେ ତୁମ୍ଭମାନେେ ସମସ୍ତେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ।
ଯେଉଁ ଦିନ ତୁମ୍ଭେ ହାରେବେ ରେ ସଦାପ୍ରଭୁ ପରମେଶ୍ବରଙ୍କ ଛାମକ୍ସ୍ଟ ରେ ଛିଡା ହାଇେଥିଲ, ସେତବେେଳେ ସଦାପ୍ରଭୁ ମାେତେ କହିଲେ, 'ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ରିତ କର। ଆମ୍ଭେ ଆପଣା ବାକ୍ଯ ସମାନଙ୍କେୁ ଶକ୍ସ୍ଟଣାଇବା ତହିଁରେ ସମାନେେ ପୃଥିବୀ ରେ ୟାବଜ୍ଜୀବନ ଆମ୍ଭକକ୍ସ୍ଟ ଭୟ କରିବା ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।'
ତୁମ୍ଭମାନେେ କ'ଣ ବିଶ୍ବାସ କରୁଛ ଯେ ଆମ୍ଭମାନେେ ଏହି ୟଜ୍ଞବଦେୀ ରେ ଆମ୍ଭମାନେେ ହୋମ କି ଭକ୍ଷ୍ଯ ନବୈେଦ୍ଯ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ କ'ଣ ତିଆରି କରିଛକ୍ସ୍ଟ? ନାଁ ଆମ୍ଭେ ଏଥିପାଇଁ ଏହାକକ୍ସ୍ଟ ତିଆରି କରିନାହକ୍ସ୍ଟଁ। ତବେେ କିହିଁକି ତୁମ୍ଭମାନେେ ୟଜ୍ଞବଦେୀ ନିର୍ମାଣ କଲ? ଆମ୍ଭମାନେେ ଚିନ୍ତାଶୀଳ ହାଇେ ଓ ବିଗ୍ଭର କରି ଏହା କରିଅଛକ୍ସ୍ଟ। ଆସନ୍ତା ସମୟରେ କଜାେଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ସଙ୍ଗେ କି ସଐର୍କ।
ସମସ୍ତ ପୁରୁଷ ପରମ୍ପରା ରେ, ପ୍ରେତ୍ୟକକ ବଂଶ ରେ ଓ ପ୍ରେତ୍ୟକକ ପ୍ରଦେଶ ରେ ଓ ପ୍ରେତ୍ୟକକ ନଗର ରେ ସହେି ଦୁଇଦିନ ସ୍ମରଣ ଓ ପାଳନ କରାୟିବ। ପୁଣି ଏହି ପୂରୀମ ଦିନ ୟିହୁଦୀଯମାନଙ୍କ ମଧ୍ଯରୁ ଲୋପ ପାଇବ ନାହିଁ ଓ ସମାନଙ୍କେ ବଂଶଧରମାନଙ୍କ ମଧ୍ଯରୁ ସହେି ଦୁଇ ଦିନ ସ୍ମରଣ ଲୁପ୍ତ ହବେ ନାହିଁ।
ପ୍ରେତ୍ୟକକ ପିଢ଼ି ତା'ର ପିଲାମାନଙ୍କୁ ଧାର୍ମିକତା ବିଷଯ କହିବେ, ୟାହା ସବୁ ପରମେଶ୍ବର କରିଛନ୍ତି।
ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ। ସିୟୋନ ପ୍ରାସାଦକୁ ନୀରିକ୍ଷଣ କର, ୟାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
ବର୍ତ୍ତମାନ ମୁଁ ବୃଦ୍ଧ ଓ ମାରେ ବାଳ ପାଚିୟାଇଛି। ମାେତେ ପରିତ୍ଯାଗ କର ନାହିଁ, ପରମେଶ୍ବର। ମାେ ସାଙ୍ଗରେ ରୁହ, ମୁଁ ୟପରେି ତୁମ୍ଭର ଶକ୍ତି ଏବଂ ମହାନତା ବିଷଯରେ ଭବିଷ୍ଯତ ବଂଶଧରଙ୍କ ଆଗରେ କହିପାରିବି।
ତୁମ୍ଭେ କରିପାରୁଥିବା ଆଶ୍ଚର୍ୟ୍ଯ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ ଏବଂ ସମାନଙ୍କେ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦଖାେଅ।
ଭବିଷ୍ଯତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ୟପରେିକି ଲୋକମାନେ ଏପର୍ୟ୍ଯନ୍ତ ଜନ୍ମ ହାଇେ ନାହାନ୍ତି, ଯେଉଁମାନେ ପରମେଶ୍ବରଙ୍କୁ ପ୍ରଶଂସା କରିବେ।
ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିଯା ସକଳର ପ୍ରଶଂସା କରନ୍ତୁ ସମାନେେ ତୁମ୍ଭର କାର୍ୟ୍ଯ ବିଷଯରେ କୁହନ୍ତୁ।
ଏହି ସମ୍ବାଦ ତୁମ୍ଭେ ତୁମ୍ଭ ପିଲାମାନଙ୍କୁ ଜଣାଅ। ତୁମ୍ଭର ପିଲାମାନେ ସମାନଙ୍କେର ସନ୍ତାନମାନଙ୍କୁ ଜଣାନ୍ତୁ ଓ ତୁମ୍ଭର ନାତିମାନେ ସମାନଙ୍କେର ପରବର୍ତ୍ତୀ ବଂଶଧରଙ୍କୁ ଜଣାନ୍ତୁ।