ସମସ୍ତ ପୁରୁଷ ପରମ୍ପରା ରେ, ପ୍ରେତ୍ୟକକ ବଂଶ ରେ ଓ ପ୍ରେତ୍ୟକକ ପ୍ରଦେଶ ରେ ଓ ପ୍ରେତ୍ୟକକ ନଗର ରେ ସହେି ଦୁଇଦିନ ସ୍ମରଣ ଓ ପାଳନ କରାୟିବ। ପୁଣି ଏହି ପୂରୀମ ଦିନ ୟିହୁଦୀଯମାନଙ୍କ ମଧ୍ଯରୁ ଲୋପ ପାଇବ ନାହିଁ ଓ ସମାନଙ୍କେ ବଂଶଧରମାନଙ୍କ ମଧ୍ଯରୁ ସହେି ଦୁଇ ଦିନ ସ୍ମରଣ ଲୁପ୍ତ ହବେ ନାହିଁ।
Cross references
ଏହି ପ୍ରକାର ରେ ତୁମ୍ଭମାନେ ତାଡିଶୁନ୍ଯ ରୋଟୀର ପର୍ବ ପ୍ରତିବର୍ଷ ପାଳନ କରିବ। କାରଣ ସହେିଦିନ ରେ ହିଁ ମୁଁ ତୁମ୍ଭମାନଙ୍କୁ ମିଶରରୁ ଦଳବଦ୍ଧ କରି ବାହାର କରି ଆଣିଲି। ଏଣୁ ତୁମ୍ଭମାନଙ୍କର ବଂଶଧର ଅନନ୍ତକାଳୀନ ବ୍ଯବସ୍ଥା ରେ ମାେ ପାଇଁ ଏହି ଦିନ ପାଳନ କରିବ।
ସହେିଦିନ ତୁମ୍ଭେ ପିଲାମାନଙ୍କୁ ନିଶ୍ଚଯ କହିବ, 'ଆମ୍ଭେ ଏହି ଭୋଜିର ଆଯୋଜନ କରିଛୁ ଯେ ହତେୁ ସଦାପ୍ରଭଛୁ ଆମ୍ଭକୁ ମିଶରରୁ ଏହିଦିନ ମୁକ୍ତ କରିଥିଲେ।'
ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ୟର୍ଦ୍ଦନ ନଦୀର ଜଳ ଧାରକକ୍ସ୍ଟ ବନ୍ଦ କରିଥିଲେ। ସହେି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ୟକ୍ସ୍ଟକ୍ତିର ପବିତ୍ର ସିନ୍ଦକ୍ସ୍ଟକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶୀଳା ଖଣ୍ତଗକ୍ସ୍ଟଡିକ ସବୁଦିନ ପାଇଁ ଇଶ୍ରାୟେଲବାସୀଙ୍କର କଥାକକ୍ସ୍ଟ ମନେପକାଉ ଥିବ।
ସଦାପ୍ରଭୁ ୟାକୁବ ସହିତ ଏକ ଚୁକ୍ତି କଲେ। ପରମେଶ୍ବର ଇଶ୍ରାୟେଲକୁ ବ୍ଯବସ୍ଥା ପ୍ରଦାନ କଲେ। ପରମେଶ୍ବର ଆମର ପୂର୍ବ ପୁରୁଷମାନଙ୍କୁ ଆଜ୍ଞା ଦେଲେ। ସମାନଙ୍କେର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦବୋ ସମ୍ବନ୍ଧେ।
ହେ ମାରେ ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର। ତାଙ୍କର ମଙ୍ଗଳଦାନସବୁ ପାଶାରେ ନାହିଁ।
ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିଯା ସକଳର ପ୍ରଶଂସା କରନ୍ତୁ ସମାନେେ ତୁମ୍ଭର କାର୍ୟ୍ଯ ବିଷଯରେ କୁହନ୍ତୁ।
ସହେି ମୁକୁଟଗୁଡିକ ସଦାପ୍ରଭୁଙ୍କର ମନ୍ଦିର ରେ ସ୍ମାରକପତ୍ର ସ୍ବରୂପ ହିଲ୍ଦଯ, ଟୋବିୟ ୟିଦାଯ ଏବଂ ସିଫନିଯରଙ୍କ ପୁତ୍ର ଯୋଶିୟଯଙ୍କ ସ୍ମରଣାର୍ଥେ ରହିବ।