Home Bibles ☰ Books ଯିହୋଶୂୟ 22:24 · ଓଡ଼ିଆ ବାଇବେଲ
ଯିହୋଶୂୟ 22:24 · ଓଡ଼ିଆ ବାଇବେଲ

ତୁମ୍ଭମାନେେ କ'ଣ ବିଶ୍ବାସ କରୁଛ ଯେ ଆମ୍ଭମାନେେ ଏହି ୟଜ୍ଞବଦେୀ ରେ ଆମ୍ଭମାନେେ ହୋମ କି ଭକ୍ଷ୍ଯ ନବୈେଦ୍ଯ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ କ'ଣ ତିଆରି କରିଛକ୍ସ୍ଟ? ନାଁ ଆମ୍ଭେ ଏଥିପାଇଁ ଏହାକକ୍ସ୍ଟ ତିଆରି କରିନାହକ୍ସ୍ଟଁ। ତବେେ କିହିଁକି ତୁମ୍ଭମାନେେ ୟଜ୍ଞବଦେୀ ନିର୍ମାଣ କଲ? ଆମ୍ଭମାନେେ ଚିନ୍ତାଶୀଳ ହାଇେ ଓ ବିଗ୍ଭର କରି ଏହା କରିଅଛକ୍ସ୍ଟ। ଆସନ୍ତା ସମୟରେ କଜାେଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ସଙ୍ଗେ କି ସଐର୍କ।

Cross references

ଆଦି ପୁସ୍ତକ 18:19

ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।

ଆଦି ପୁସ୍ତକ 30:33

ଭବିଷ୍ଯତ ରେ ଯେତବେେଳେ ମୁଁ ସଚ୍ଚୋଟ ବୋଲି ତୁମ୍ଭେ ଜାଣିପାରିବ। ଯଦି ତୁମ୍ଭେ ମାରେ ମଷେପଲ ଦେଖିବାକୁ ଆସିପାରିବ। ତୁମ୍ଭେ ମାରେ ପଲକୁ ଦିଖିପାର। ଅର୍ଥାତ୍ ଛାଗଳମାନଙ୍କ ମଧିଅରେ ଚିତ୍ର ବିଚିତ୍ର ଓ ବିନ୍ଦୁ ଚିହ୍ନିତ ଛାଗଳ ଛଡ଼ା ଓ ମଷଗେଣ ମଧିଅରେ କୃଷ୍ଣବର୍ଣ୍ଣ ମଷେ ବ୍ଯତୀତ ଯେତେ ଥିବେ ତାହା ମାହେର ର୍ଚୌୟ୍ଯରୂପେ ଗଣ୍ଯ ହବେ।

ଯାତ୍ରା ପୁସ୍ତକ 13:14

ଭବିଷ୍ଯତ ରେ ତୁମ୍ଭମାନଙ୍କର ସନ୍ତାନମାନେ ପଚାରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସମାନେେ ପଚାରିବେ, 'ଏସବୁର ଅର୍ଥ କ'ଣ? ଏବଂ ତୁମ୍ଭର ଉତ୍ତର ହବେ, 'ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳ ରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭମାନେେ ସଠାେରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସଠାରୁେ ବାହାର କରି ଏଠାକୁ ନଇେ ଆସିଛନ୍ତି।

ଦିତୀୟ ବିବରଣ 6:20

ଭବିଷ୍ଯତ ରେ ଯଦି ତୁମ୍ଭର ସନ୍ତାନମାନେ ତୁମ୍ଭକୁ ପଚାରିଲେ, 'ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ସବୁ ଆଜ୍ଞା, ବିଧି ଓ ଶାସନ ଦଇେଛନ୍ତି, ସେସବୁର ଅଭିପ୍ରାଯ କ'ଣ?'

ଯିହୋଶୂୟ 4:6

ସହେି ଶିଳାଗକ୍ସ୍ଟଡିକ ତୁମ୍ଭମାନଙ୍କର ଏକ ପ୍ରତୀକ ହାଇେ ରହିବ। ଭବିଷ୍ଯତ ରେ ଯେତବେେଳେ ତୁମ୍ଭର ପିଲାମାନେ ଉତ୍ସୁକ ହାଇେ ତୁମ୍ଭକୁ ପଗ୍ଭରିବେ, 'ଏହି ପଥରଗକ୍ସ୍ଟଡିକ ତକ୍ସ୍ଟମ୍ଭ ପାଇଁ କ'ଣ?

Interlinear

Choose Theme